ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବା ନେଇ…
ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟ ଓମାର ଅବଦୁଲ୍ଲାଙ୍କୁ ନେଇ କେନ୍ଦ୍ର ସରକାର ଓ ଜମ୍ମୁ କଶ୍ମୀର ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଓମାର ଅବଦୁଲ୍ଲାଙ୍କୁ ଛାଡ଼ିବା ନେଇ ଆସନ୍ତା ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ଓ ଜମ୍ମୁ କଶ୍ମୀର ପ୍ରଶାସନକୁ କହିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ କେନ୍ଦ୍ର…