Odisha Link
Bridging the Missing Links in Odisha
Daily Archives

May 11, 2020

କରୋନା ପାଇଁ ସମର୍ପିତ ରାଜ୍ୟର…

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ "ସମ୍ କୋଭିଡ ହସ୍ପିଟାଲ୍" ସମେତ ଅନ୍ୟ ଦୁଇଟି ଅତ୍ୟାଧୁନିକ ହସ୍ପିଟାଲ୍ ଏବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଶ ପ୍ରସିଦ୍ଧି ଲାଭ କରିଛି।…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ରକ୍ତ…

ଭୁବନେଶ୍ବର: ଖୋଦ୍ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ରକ୍ତ ଭଣ୍ଡାର ପରିଚାଳନାରେ ଗୁରୁତର ତ୍ରୁଟି ତଥା ପ୍ରଶାସନିକ ଅବହେଳା କାରଣରୁ ଜଣେ ଗରିବ ମହିଳାଙ୍କ ରକ୍ତ ଅଭାବରୁ ଦୁର୍ଭାଗ୍ୟଜନକ ମୃତ୍ୟୁ ନେଇ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର…

କରୋନା: ରାଜ୍ୟରେ ୪୦୦ ଟପିଲା…

ଭୁବନେଶ୍ବର: ରାଜ୍ୟରେ ଆଉ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରନ୍ତାଙ୍କ ସଂଖ୍ୟା ୪୧୪ ରେ ପହଁଞ୍ଚିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ୧୭, ସୁନ୍ଦରଗଡ଼ରେ ୨, ବୌଦ୍ଧରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏପର୍ଯ୍ୟନ୍ତ ସୁନ୍ଦରଗଡରେ ୧୬ ଜଣ ସଂକ୍ରମିତ ହୋଇଥିବାବେଳେ…

“ଦୁଇ ଗଜର ଦୂରତା” ନମାନିଲେ…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚର କରିଛନ୍ତି। ମହାମାରୀ କରୋନା ମୁକାବିଲା ନେଇ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା…

ଚଳିତ ବର୍ଷ ମାଟ୍ରିକ ଖାତା ଦେଖିବେ ଅଧିକ…

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଚଳିତ ବର୍ଷ ଖାତା ଦେଖାରେ ନିୟୋଜିତ ହେବେ ଅଧିକ ଶିକ୍ଷକ। ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ। ଏବେ ଆଉ ଅଧିକ ୬ ହଜାର ଶିକ୍ଷକ ଖାତା ଦେଖିବେ। ଯେଉଁ ଶିକ୍ଷକ ଯେଉଁ…

ଭଲ ଖବର: ସୁସ୍ଥ ହେଲେ ୧୭ କରୋନା…

 ଭୁବନେଶ୍ବର: ରାଜ୍ୟ ପାଇଁ ବଡ଼ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭ ଜଣ। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୮୫ରେ ପହଁଞ୍ଚିଛି। ୧୭ ଜଣ ସୁସ୍ଥଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୭ଜଣ, ଖୋର୍ଦ୍ଧାରୁ ୫ ଜଣ, ଭଦ୍ରକରୁ ୩ ଜଣ ଓ ବାଲେଶ୍ବରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ…

ମହାରାଷ୍ଟ୍ର: ବିଧାନ ପରିଷଦ‌ ନିର୍ବାଚନ…

ମୁମ୍ବାଇ: ଆଗକୁ ମହାରାଷ୍ଟ୍ରରେ ହେବାକୁ ଯାଉଛି ବିଧାନ ପରିଷଦ ନିର୍ବାଚନ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ସ୍ତ୍ରୀ ରଶ୍ମୀ ଏବଂ ଦୁଇ ପୁତ୍ର ଆଦିତ୍ୟ ଓ ତେଜାଙ୍କ ସମେତ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ, ସୁଭାଷ ଦେଶାଇ, ଏକନାଥ…

ରାଜ୍ୟ ସରକାରଙ୍କୁ ନିବେଦନ କଲେ ପିସିସି…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପରେ ହିଁ ରାଜ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲାଣି। ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ…

ବଦଳିଲା ଚିତ୍ର: କ୍ବାରାଣ୍ଟିନ୍‌…

ଭଦ୍ରକ: ରାଜ୍ୟରେ କିଛି ଦିନ ତଳେ କ୍ବାରାଣ୍ଟିନ୍‌ ସେଣ୍ଟରରେ ଟିକ୍‌ଟକ୍‌ ଭିଡିଓକୁ ନେଇ ଖୁବ୍‌ ଚର୍ଚ୍ଚାରେ ଥିଲା। କ୍ବାରାଣ୍ଟିନ୍‌ ସେଣ୍ଟରରେ ରହୁଥିବା କିଛି ଲୋକ ଟିକ୍‌ଟକ୍‌ ଭିଡିଓ କରିଥିଲେ। ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଏହାକୁ ରାଜ୍ୟବାସୀ ସମାଲୋଚନ କରିଥିଲେ। ହେଲେ କିଛିଦିନ ପରେ…

କରୋନା ଭାଇରସ୍: ଆମେରିକାର ୨୪ ଟି…

ବେଜିଙ୍ଗ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହାରି ମଧ୍ୟରେ ବିଶ୍ବର ୨ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି। ଏଥିସହିତ କରୋନା ଭାଇରସ୍‌ ବିଷୟରେ ଆମେରିକାର ପ୍ରମୁଖ ନେତାଙ୍କ ଦ୍ବାରା କୁହାଯାଇଥିବା ୨୪ଟି ପୂର୍ବ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଚୀନ। ଏବଂ…