Odisha Link
Bridging the Missing Links in Odisha
Daily Archives

June 22, 2020

AAO ଆପ୍‌ରେ ଓଡ଼ିଆ ସିନେମା ‘ଭକ୍ତ…

ଭୁବନେଶ୍ବର: ଆଣ୍ଡ୍ରଏଡ୍‌ ଭିଡିଓ‌ ଷ୍ଟ୍ରିମିଂ ଆପ୍‌ "ଆଓ ଟିଭି'ରେ ମୁକ୍ତଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'ଭକ୍ତ ସାଲବେଗ'। ଜଗନ୍ନାଥଙ୍କ ପରମ ଭକ୍ତ ତଥା ମୁସଲମାନ କବି ସାଲବେଗଙ୍କ ଜୀବନ କାହାଣୀ ଆଧାରିତ ଏ ସିନେମାଟି ୧୯୮୩ ମସିହାରେ ନିର୍ମିତ ହୋଇ ବେଶ୍‌ ଦର୍ଶକୀୟ ଆଦୃତି ଲାଭ କରିଥିଲା। ରଥଯାତ୍ରା…

କୋଭିଡ ଆକ୍ରାନ୍ତ ଶିଳ୍ପ ଉପରେ ସୋଆ…

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି। ଆର୍ଥିକ ଦୃଷ୍ଟିରୁ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଯୋଗାଇଥିବା ଏହି ଶିଳ୍ପ କ୍ଷେତ୍ରର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ହୋଇପଡ଼ିଛି। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତି…

ସମ୍ ଅଲ୍ଟିମେଟ ମେଡିକେୟାର୍‌ରେ…

ଭୁବନେଶ୍ୱର: କ୍ୟାନ୍ସର ରୋଗର ଚିକିତ୍ସା ଓ ରୋଗୀଙ୍କର ସାମଗ୍ରୀକ ଯତ୍ନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନର ନୂଆ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌) ପକ୍ଷରୁ ଏକ ବିଶେଷ କ୍ୟାନ୍ସର କେୟାର ବ୍ଲକ୍ ଉଦ୍‌ଘାଟିତ ହୋଇଯାଇଛି। ହସ୍ପିଟାଲର ନୂଆ କ୍ୟାନ୍ସର ସେବା ୱିଙ୍ଗ୍…

ବଡ଼ ଖବର: କଟକଣା ମଧ୍ୟରେ ହେବ ରଥଯାତ୍ରା,…

ନୂଆଦିଲ୍ଲୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ ଖବର। ସମସ୍ତ କଳ୍ପନା ଜଳ୍ପନର ଅନ୍ତ ଘଟିଲା। ଆସନ୍ତାକାଲି ଅନୁଷ୍ଠିତ ହବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗ୍ରିନ୍‌ ସିଗନାଲ। ୩ ଜଣିଆ ଖଣ୍ଡପୀଠରେ ସିଜେଆଇ ଏସ୍‌. ଏ ବୋବଡେ, ଜଷ୍ଟିସ୍‌ ଦିନେଶ ମାହେଶ୍ବରୀ ଓ ଜଷ୍ଟିସ୍‌ ଏଏସ୍‌…

ପୁରୀ ଗସ୍ତରେ ମୁଖ୍ୟ ଶାସନ ସଚିବ,…

ପୁରୀ: ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ପୂର୍ବରୁ ରାଜ୍ୟ ସରକାର ଦେଖାଇଲେ ତତ୍ପରତା। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରୀ ଗସ୍ତରେ ଯାଇଛନ୍ତି ମୂଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି। ପୁରୀ ଠାରେ ଉଭୟ ରହି…

ବଡ଼ଦାଣ୍ଡରୁ ଉଠା ଦୋକାନୀ ହଟିବାକୁ…

ପୁରୀ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଧିରେ ଧିରେ ଆଶା ଉଜ୍ଜୀବିତ ହେଉଛି। ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ମୋଡିଫିକେସନ୍‌ ‌ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର…

ରଥଯାତ୍ରା ମାମଲା: ଅପରାହ୍ନ ୨.୩୦ରେ…

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟା ପରିବର୍ତ୍ତେ ୨ଟା ୩୦ରେ ରଥଯାତ୍ରା ମାମଲାର ଶୁଣାଣି କରାଯିବ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଏହି ୩ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍‌ ଦିନେଶ ମାହେଶ୍ବରୀ, ସିଜେଆଇ ଏସ୍‌ ଏ ବୋବଡେ ଓ ଜଷ୍ଟିସ୍‌…

ସୁପ୍ରିମକୋର୍ଟରେ ରଥଯାତ୍ରା : ସିଜେଆଇଙ୍କ…

ନୂଆଦିଲ୍ଲୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଧିରେ ଧିରେ ଆଶା ଉଜ୍ଜୀବିତ ହେଉଛି। ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ମୋଡିଫିକେସନ୍‌ ‌ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର…

ଋଷ ଗସ୍ତରେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ଗସ୍ତ କରିଛନ୍ତି। ୨ୟ ବିଶ୍ଵଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏଟ ରୁଷର ବିଜୟର ୭୫ତମ ବର୍ଷ ଉପଲକ୍ଷେ ହେଉଥିବା ପରେଡ୍‌ରେ ଯୋଗ ଦେବେ ରାଜନାଥ ସିଂହ। ଏହା ସହିତ ରାଜନାଥ ଭାରତ-ରୁଷର ପ୍ରତିରକ୍ଷା ଏବଂ ରଣନୀତିକ ଭାଗିଦାରିକୁ…

ରଥଯାତ୍ରା: ଆଜ୍ଞାମାଳ ବିଜେ ନୀତି…

ପୁରୀ: ରଥଯାତ୍ରା ହେବ କି ନାହିଁ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ରଥରେ ଆଜି ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ରୀତିିନୀତି ଅନୁସାରେ ଆଜି ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜ୍ଞାମାଳ ଆସିବାପରେ ରଥ ନ ଗଡ଼ିଲେ ନୀତି ବନ୍ଦ ଆଶଙ୍କା ରହିଛି। ବିଧି ଅନୁସାରେ…