Odisha Link
Bridging the Missing Links in Odisha
Daily Archives

August 3, 2020

ଦାଶ ବେନହୁରଙ୍କ ବାବଦରେ ୫ଟି ଅଜଣା କଥା

ଜଣାଶୁଣା ଓଡ଼ିଆ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କର ଆଜି ଜନ୍ମତିଥି। ୧୯୫୩ ମସିହା ଅଗଷ୍ଟ ୩ ତାରିଖରେ ଖଣ୍ଡପଡ଼ାରେ ଜନ୍ମିତ ଦାଶ ବେନହୁର ଏହା ଭିତରେ ୬୭ଟି ଶ୍ରାବଣ ଅତିକ୍ରମ କରିସାରିଛନ୍ତି। ୧୫୦ରୁ ଅଧିକ ବହିର ସ୍ରଷ୍ଟା ଦାଶ ବେନହୁର ୧୯୮୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୪ରେ କେନ୍ଦ୍ର…

AIIMS ନଯାଇ ଘରୋଇ ହସ୍ପିଟାଲ କାହିଁକି…

ନୂଆଦିଲ୍ଲୀ: "ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ାଇବା ପାଇଁ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ସରକାରୀ ଅନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହିତ କରିବା କଥା।" କରୋନା ଆକ୍ରାନ୍ତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଚିକିତ୍ସା ବାବଦରେ ଆଜି ଏମିତି କହିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ଦିଲ୍ଲୀର ଏମ୍‌ସରେ…

କୁଳଭୂଷଣ ଯାଦବ ମାମଲାରେ ଓକିଲ ନିଯୁକ୍ତି…

ଆଜି ବିଚାଳର ଚାଲିଥିବା କୁଳଭୂଷଣ ଯାଦବ ମାମଲାକୁ ସେେପ୍ଟମ୍ବର ୩ ଯାଏଁ ମୁଲତବି ରଖିଛନ୍ତି ଇସଲାମାବାଦ ଉଚ୍ଚ ନ୍ୟାୟାଳୟ। ଆଜି ବିଚାର ବେଳେ ଭାରତୀୟ ବନ୍ଦୀ କୁଳଭୂଷଣଙ୍କ ବିରୋଧରେ କୋର୍ଟ ପାକିସ୍ତାନର ଯୁକ୍ତି ଶୁଣିବାର ଥିଲା। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଏହି ମାମଲା ସେନା କୋର୍ଟରୁ ସିଭିଲିଆନ୍‌…

ରାମ ମନ୍ଦିର ଭୂମିପୂଜା: ୧୭୫ ଜଣ…

ଅଯୋଧ୍ୟା: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମଜନ୍ମଭୂମି ସ୍ଥଳରେ ହେବାକୁ ଥିବା ମନ୍ଦିର ଭୂମିପୂଜା ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ମଧ୍ୟରେ ହେବାକୁ ଥିବା ଏ ଉତ୍ସବକୁ ମାତ୍ର ୧୭୫ ଜଣଙ୍କୁ ନମନ୍ତ୍ରଣ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ସମେତ ମଞ୍ଚରେ ୫ ଜଣ ଅତିଥି ବସିବେ…

ଝିଅ ଓ ୬ କର୍ମଚାରୀଙ୍କ ସମେତ କର୍ଣାଟକ…

ବେଙ୍ଗାଲୁରୁ: କର୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍‌ ୟେଦ୍ୟୁରପ୍ପା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯାଇଛି। ଏଥିରେ ୬ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ୟେଦ୍ୟୁରପ୍ପାଙ୍କ ଝିଅ ପଦ୍ମାବତୀ…

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ, ୪ ନୂଆ…

ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରାଶାସନିକ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଖୋର୍ଦ୍ଧାର ଜିଲ୍ଲାପାଳ ବଦଳିଛନ୍ତି। ଏହା ଭିନ୍ନ ୪ ଜଣ ନୂଆ ପ୍ରଶାସକଙ୍କୁ ମଧ୍ୟ ଆଜି ଦାୟିତ୍ବ ଅର୍ପଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଓଏଏସ୍‌ ଅଧିକାରୀ ସୀତାଂଶୁ କୁମାର ରାଉତଙ୍କ ବ୍ରହ୍ମପୁରର ଚକବନ୍ଦୀ ଓ…

ଗହ୍ମା ପୂର୍ଣ୍ଣିମାରେ ଗୋ-ସେବା କଲେ…

ନୟାଗଡ଼: ସ୍ଥାନୀୟ ବିଧାୟକ ତଥା ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଗହ୍ମା ପୂର୍ଣ୍ଣିମା ଅବସରରେ ଗୋ-ସେବା କରିଛନ୍ତି। ଗତବର୍ଷ ଏହି ଦିନରେ ସ୍ଥାନୀୟ ଚାଷକୂଳଙ୍କ ଉପସ୍ଥିତିରେ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଥିବା ବେଳେ ଏ ବର୍ଷ କୋଭିଡ୍‌ କଟକଣା କାରଣରୁ ଏହା ସାଙ୍କେତିକ…

ପ୍ରଧାନମନ୍ତ୍ରୀଙ୍କୁ ଲତା ମଙ୍ଗେସକରଙ୍କ…

ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଅଡିଓ ବାର୍ତ୍ତା ପଠାଇଛନ୍ତି ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର। ୧ ମିନିଟ୍‌ ୨୩ ସେକେଣ୍ଡର ଏ ଅଡିଓ ବାର୍ତ୍ତା ସହ ଲତା ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର କିଛି ଫଟୋ ମଧ୍ୟ ଛାଡ଼ିଛନ୍ତି। ଲତା କହିଛନ୍ତି, 'ନରେନ୍ଦ୍ର ଭାଇ,ଆଜି ରାକ୍ଷୀର ଏ…

ରାମ ମନ୍ଦିର ଭୂମିପୂଜା ଉତ୍ସବରେ…

ଭୋପାଳ: ରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ଅନ୍ୟତମ ସାରଥି ତଥା ବରିଷ୍ଠ ବିଜେପି ନେତା ଉମା ଭାରତୀ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଭୂମିପୂଜା ସମାରୋହରେ ଯୋଗଦେବେନାହିଁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି। କରୋନା ସଂକ୍ରମଣ ଜନିତ ସମ୍ଭାବନାକୁ ଏଡ଼ାଇବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।…