Odisha Link
Bridging the Missing Links in Odisha

ବିଧାୟକ ପ୍ରଦୀପ ମହାରଥୀଙ୍କୁ କରୋନା

ଭୁବନେଶ୍ବର: ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ କରୋନା। କରୋନା ସଂକ୍ରମିତ ହୋଇଥିବା ନେଇ ସେ ଗତକାଲି ନିଜର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଯେଉଁ ମାନେ ଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ବିଧାୟକ ପ୍ରଦୀପ ମହାରଥୀ ତାଙ୍କ ସୋଶିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି।

Comments are closed.