Odisha Link
Bridging the Missing Links in Odisha
Daily Archives

December 4, 2020

ଗିରଫ ହେଲେ କୋଟପିତ ରେଞ୍ଜର

ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବଲାଙ୍ଗିର ଜିଲ୍ଲା ମୁରିବାହଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରିଛି । ରେଡ୍ ବେଳେ ପ୍ରଶାନ୍ତଙ୍କ ପାଖରୁ ୧ କୋଟି ୮୬ ଲକ୍ଷ ୫୪ ହଜାର ୫୯୨ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଡିସେମ୍ବର ୩ ତାରିଖରେ…

ଜାମିନ ପାଇଁ ହାଇକୋର୍ଟ ଦ୍ବାରସ୍ଥ ହେଲେ…

ଭୁବନେଶ୍ବର: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗିରଫ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ। ପୂର୍ବରୁ ଭିଜିଲାନ୍ସ କୋର୍ଟ ଅଭୟଙ୍କ ଜାମିନ ଆବେଦନ ଖାରଜ କରିଥିଲା। ପ୍ରକାଶ ଯେ, ଭିଜିଲାନ୍ସ ପକ୍ଷରୁ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ନଭେମ୍ବର ୨୭ରେ ଗିରଫ କରାଯାଇଛି।…

ଗବେଷଣା ପାଇଁ ଲ୍ୟାବ୍ ଖୋଲିବାକୁ ଅନୁମତି

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଗବେଷଣା ପାଇଁ ଲାବୋରେଟୋରି ଖୋଲିବାକୁ ଅନୁମତି ମିଳିଛି । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ରିସର୍ଚ୍ଚ ସ୍କର୍ଲାର(ପିଏଚଡି), ଏମଫିଲ୍ ,…

ଫିଟୁଛି ଆକାଶଙ୍କ ଠକେଇ ପେଡ଼ି, ଆକାଉଣ୍ଟରୁ…

ଭୁବନେଶ୍ୱର: ଫିଟୁଛି ଆକାଶଙ୍କ ଠକେଇ ପେଡ଼ି। ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଲୋକଙ୍କୁ ଠକିଥିବା ଆକାଶ ପାଠକଙ୍କ ଆକାଉଣ୍ଟର ଚାଲିଛି ଖୋଳତାଡ଼। ଖୋଳତାଡ଼ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଆଉ ୧.୪୭ କୋଟି ଟଙ୍କାର ପ୍ରମାଣ। ଆକାଶ ପାଠକଙ୍କ ପୁନେ ଓ ଭୁବନେଶ୍ୱରରେ ଥିବା ୩ଗୋଟି ଆକାଉଣ୍ଟରେ ଜମା…

ପରୀ ମୃତ୍ୟୁ ମାମଲା: ନୟାଗଡ ଏସ୍‌ପିଙ୍କୁ…

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ମାମଲାରେ ନୟାଗଡ ଏସ୍.ପିଙ୍କୁ ସମନ କରାଯାଇଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ପକ୍ଷରୁ ଏସ୍.ପି ପ୍ରତ୍ୟୁଷ ଦିଓ୍ଵାକରଙ୍କୁ ନୋଟିସ୍ ଜାରି କରାଯାଇଛି। ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ ଉପରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ଏନେଇ…

କରୋନା: ରାଜ୍ୟରେ ସୁସ୍ଥ ହେଲେ ୬୪୨…

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ହ୍ରାସ ପାଉଛି କରୋନା ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୨ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୧୪,୦୨୩ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଟ୍ଵିଟ୍ ଯୋଗେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି। ଆଜି…

ଭାରତୀୟ ଶିକ୍ଷକଙ୍କୁ ‘ଗ୍ଲୋବାଲ୍‌ ଟିଚର’…

ମହାରାଷ୍ଟ୍ର: ଭାରତର ଶିକ୍ଷକଙ୍କୁ ସର୍ବଶ୍ରେଷ୍ଠ ଶିକ୍ଷକ ସମ୍ମାନ। ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଗ୍ଲୋବାଲ୍‌ ଟିଚର ୨୦୨୦ ପୁରସ୍କାର ମିଳିଛି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ପରିଷଦ ସ୍କୁଲର ଏକ ପ୍ରାଇମେରୀ ଶିକ୍ଷକ ୭ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତ। ରଣଜିତ ସିଂହ ଡିସଲେ ଗ୍ଲୋବାଲ…

୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା:…

ମୁମ୍ବାଇ: ଆରଟିଜିଏସ ସେବାକୁ ଆଗାମୀ କିଛି ଦିନ ମଧ୍ୟରେ ୨୪x୭ କରାଯିବ। ଏନେଇ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଆଜି ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ଶ୍ରୀ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏବେ ଆରଟିଜିଏସ (ରିଅଲ ଟାଇମ୍‌ ଗ୍ରସ…

ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ…

ନୂଆଦିଲ୍ଲୀ: ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲେ ଆନ୍ଦୋଳନରତ କୃଷକ। କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି କୃଷକ। ୪ ଥର ବୈଠକ ପରେ ବି ନିଷ୍କର୍ଷ ବାହାରିପାରୁନି। ଏହାସହ ଏବେ ଯାଏଁ କୃଷକ ଆନ୍ଦୋଳନ ଜାରି ରଖିଛନ୍ତି। ନୂତନ କୃଷିବିଲକୁ ବିରୋଧ କରି ପଞ୍ଜାବ, ହରିଆଣା ଓ ଦେଶର ଅନ୍ୟକିଛି ରାଜ୍ୟର…

ଭୁବନେଶ୍ବରରେ ଖୋଲା ଅକାଶ ତଳେ ଶୋଇବା ମନା

ଭୁବନେଶ୍ୱର: ଏଣିକି ଆଉ କେହି ଭୁବନେଶ୍ବରରେ ଖୋଲା ଆକାଶ ତଳେ ଶୋଇବେ ନାହିଁ । ରାସ୍ତାକଡ଼ ଫୁଟପାଥରେ ଶୋଇବାକୁ ମନା କରାଯାଇଛି। ଏ ନେଇ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ବିଏମସି ପକ୍ଷରୁ କୁହାଯାଇଛି, ବାସହୀନ ଲୋକେ ଯେପରି ରାସ୍ତାକଡ଼…