Odisha Link
Bridging the Missing Links in Odisha
Daily Archives

December 12, 2020

ଭକ୍ତଙ୍କ ଅପେକ୍ଷାର ଅନ୍ତ, ଖୋଲିବ…

ପୁରୀ: ଦୀର୍ଘ ନଅ ମାସ ପରେ ଭକ୍ତଙ୍କ ଅପେକ୍ଷାର ଅନ୍ତ ହେବ। ଅତିଶୀଘ୍ର ପୁରୀ ଶ୍ରୀମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। କରୋନା ମହାମାରୀ ପାଇଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦର ବନ୍ଦ ରହିଛି। ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯାଉ ନାହିଁ। କେବଳ ନୀତିକାନ୍ତି ହିଁ…

ଫଲସ ନଷ୍ଟ କରିବା ସହିତ ଘର ଭାଙ୍ଗିଲେ…

ପାଟଣା : ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଶହ ଶହ ଧାନ ଖାଇ ନଷ୍ଟ କରିବା ସହିତ ଗ୍ରାମର ୫ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି। ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ସିରିକୁଆଁ ଗ୍ରାମରେ ଦେଖିବାକୁ ମିଳିଛି। ସିରିକୁଆଁ ଗ୍ରାମର ଦୈତାରି ମହାନ୍ତ, ରାସ ମହାନ୍ତ,…

ଜବତ ହୋଇଥିବା ସୁନାରୁ ୧୦୦ କେଜି ଗାଏବ,…

ଚେନ୍ନାଇ: ସିବିଆଇ ଜବତ କରିଥିବା ୧୦୩ କିଲୋଗ୍ରାମ ଓଜନର ସୁନା ଗାଏବ ହୋଇଯାଇଥିବା ସୂଚନା ମିଳିଛି।ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏହିପରି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏହି ସୁନାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ। ମାଡ୍ରାସ ହାଇକୋର୍ଟ ସିବି-ସିଆଇଡିକୁ ଏହି ଘଟଣାର ତଦନ୍ତ…

ପିପିଲି ଟୋଲ୍ ଗେଟ ସମ୍ମୁଖରେ ବିକ୍ଷୋଭ

ପିପିଲି: ଆଜି ସିପିଆଇ- ଏମଏଲ୍ ପକ୍ଷରୁ ପିପିଲି ଟୋଲ୍ ଗେଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପିପିଲି ଟୋଲ୍ ଗେଟରେ ସମସ୍ତ ଗାଡ଼ିକୁ ଟୋଲ୍ ଟିକସ ମୁକ୍ତ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ସିପିଆଇ- ଏମଏଲର ରାଜ୍ୟ ସଂପାଦକ ଅଶୋକ ପ୍ରଧାନ ଓ ସମାଜବାଦୀ ପାର୍ଟିର ରାଜ୍ୟ…

ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି…

କରଞ୍ଜିଆ: ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ସୂଚନା ମଳିଛି। ଏହି ନିନ୍ଦନୀୟ ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକ୍‌ ଅନ୍ତର୍ଗତ ଖୁଣ୍ଟାକୋଟା ଗାଁରେ ଘଟିଛି। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରକାଶ ଯେ, କେହି ଦୁର୍ବୃତ୍ତ…

ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଚିକିତ୍ସାଧିନରେ ଆଉ ୪ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୦୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ରାଜ୍ୟରେ କରୋନା: ୩୩୫ କରୋନା ଆକ୍ରାନ୍ତ…

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୩୩୬୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୩ଜଣ କ୍ୱାରେଣ୍ଟିନ୍‌…

ଆସନ୍ତା ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର

ପୁରୀ : କରୋନା ମହାମାରୀ କାରଣରୁ ଅନେକ ଦିନ ହେବ ଶ୍ରୀମନ୍ଦିର ବନ୍ଦ ରହିଛି। ତେବେ ଭକ୍ତ ମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି। ଆଜି ମଧ୍ୟାହ୍ନ ୧୨ ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି। ଏହି ବୈଠକରେ ଶ୍ରୀମନ୍ଦିର…

ସୋନିଆ-ମନମୋହନଙ୍କ ପାଇଁ କାନ୍ତାରରେ…

ନୂଆଦିଲ୍ଲୀ: ଶୁକ୍ରବାର ଥିଲା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୮୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରଣବ ମୁଖାର୍ଜୀଙ୍କୁ ନେଇ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ପ୍ରଣବ ମୁଖାର୍ଜୀଙ୍କ ଲିଖୀତ ‘ଦି ପ୍ରେସିଡେନସିଆଲ ଇଅର୍ସ’ ପୁସ୍ତକକୁ ନେଇ ଲାଗି ରହିଛି ଚର୍ଚ୍ଚା। ଦିବଂଗତ…

ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି, ଶଳା ଓ…

ନୂଆପଡ଼ା: ସଡ଼କ ଦୁର୍ଘଟଣାରେ ଶଳା ଓ ଭିଣୋଇ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ସଡ଼କ ଦୁର୍ଘଟଣାଟି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁର ଠାରେ ଘଟିଛି। ମୃତକ ହେଲେ କଲ୍ୟାଣ ବାଗ ଓ ଲଖନ ବାଗ। ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାରୁ ଏହି ଦୁର୍ଘଟଣାଟି ହୋଇଥିଲା। ପ୍ରକାଶ ଯେ,…