Odisha Link
Bridging the Missing Links in Odisha
Daily Archives

December 12, 2020

୯୦୦୦ ଗଞ୍ଜେଇ ଗଛକୁ ନଷ୍ଟ କଲେ ଅବକାରୀ…

ଅନୁଗୋଳ: ୨ ଏକର ୨୫ ଡ଼ିସିମିଲ ଜାଗାରେ ପ୍ରାୟ ୯୦୦୦ ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ଅବକାରୀ ବିଭାଗ। ଏହାର ମୁଲ୍ୟ ପ୍ରାୟ କୋଟିଏ ଟଙ୍କା ହେବାର ଅନୁମାନ କରାଯାଉଚଛି। ଅବକାରୀ ବିଭାଗ ଗଞ୍ଜେଇ ଗଛଗୁଡ଼ିକୁ କାଟି ନଷ୍ଟ କରାଯାଇଛି । ସୂଚନା ଅନୁସାରେ, ଛେଣ୍ଡିପଦା କଣଲୋଇ ଜଙ୍ଗଲରେ ୨ ଏକର ୨୫ ଡ଼ିସିମିଲ…

କମ୍ବିଂ ଅପରେସନରେ ମହିଳା କ୍ୟାଡର ନକ୍ସଲ…

ଫୁଲବାଣୀ: ପୁଲିସର ଗୁଳି ବିନୀମୟରେ ଜଣେ ମହିଳା କ୍ୟାଡର ନକ୍ସଲ ନିହତ ହୋଇଥିବା ସୂଚନାମିଳିଛି। ଏହା ପୁଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି। ସେ ଗଣମାଧ୍ୟକୁ ଦେଇଥିବା ସୂଚନା ଦେଇଛନ୍ତି , କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। କନ୍ଧମାଳ…

ପୁଣି ନୟାଗଡ଼ରୁ ଶିଶୁ କନ୍ୟା ନିଖୋଜ

ନୟାଗଡ଼: ପରୀ ହତ୍ୟାର ତଦନ୍ତ ଜାରି ରହିଥିବା ବେଳେ ପୁଣି ଏକ ଅଭାବନୀୟ ଘଟଣା ସାମ୍ମନା ଆସିଛି। ନୟାଗଡ଼ରୁ ପୁଣି ଜଣେ ଶିଶୁ କନ୍ୟା ନିଖୋଜ। ଗତ କାଲି ଅପରାହ୍ନରେ ରଣପୁର ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ପରୀ ଘଟଣା ଏବେବି ଲୋକଙ୍କ ମନରୁ ଲିଭି ନାହିଁ । ପରୀକୁ କିଏ…

ଦେଶରେ କରୋନା: ୩୦,୦୦୫ ନୂଆ କରୋନା…

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଢ଼ିବାରେ ଲାଗିଛି। ତେବେ ଗତ ୨୪ଘଣ୍ଟାରେ ଦେଶରେ ୩୦,୦୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୪୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୨ ହଜାର ୬୨୮ରେ ପହଞ୍ଚିଛି। ସେହିପରି ମୋଟ…

ଘନ କୁହୁଡ଼ିର ଆସ୍ତାରଣରେ ୮ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ରାସ୍ତା ଭଲ ଭାବରେ ଦେଖା ଯାଉନଥିବା ଯାତାୟାତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ଉପୁଜୁଛି। ତେବେ ଆସନ୍ତା ୩ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି ଘନ କୁହୁଡ଼ି ଲାଗି ରହିବ। ଉପକୂଳ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି…

ଆମେରିକାରରେ ଫାଇଜର ଟିକା ବ୍ୟବହାରକୁ…

ଓ୍ଵାସିଂଟନ୍‌: ଖୁବ୍‌ ଶୀଘ୍ର ସମଗ୍ର ଆମେରିକାରେ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ର ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଉପଲବ୍ଧ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେନ୍‌’ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ କୋଭିଡ୍‌ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ…

ବହୁ ମୁଲ୍ୟର ଗଞ୍ଜେଇ ସହ ୩ଟି ଗାଡ଼ି ଜବତ

କୋରାପୁଟ: ବହୁ ମୁଲ୍ୟର ଗଞ୍ଜେଇ ସହ ୩ଟି ଗାଡ଼ି ଜବତ କରିଛି କୋରାପୁଟ ଜିଲ୍ଲାର ପୁଲିସ। ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୭୦ ଲକ୍ଷରୁ ଅଧିକ ଟଙ୍କା ହେବ ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ପାଡୁଆ ଓ ଲମତାପୁଟ ପୁଲିସ ଏହି ଗଞ୍ଜେଇ ଜବତ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ…

ଗଞ୍ଜାମ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣାଟି ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅଞ୍ଚଳରେ ଘଟିଛି। ମୃତ ଦମ୍ପତି ହେଲେ ପୁରୁଣା ବୁରୁପଡା ଗାଁର ହୀନ ସାମଲ (୬୫) ଓ ବିଷ୍ଣୁ ସାମଲ(୫୫)। ସୂଚନା ଅନୁସାରେ, ଆଜି ଭୋର୍‌ ୪ ଘଣ୍ଟା ସମୟରେ ଫୁଲ କୋବି…

ନବନିଯୁକ୍ତ ୬ କୁଳପତିଙ୍କ ସହ ମନ୍ତ୍ରୀ…

ଭୁବନେଶ୍ବର: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟକୁ ଆଗେଇନେବା ଓ ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ ଏବଂ ଗବେଷଣାର ସନ୍ଦର୍ଭଗୁଡ଼ିକ ପ୍ରମୁଖ ପତି୍ରକାରେ ପ୍ରକାଶନ ଦିଗରେ କୁଳପତିମାନେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ଓ ଏହା…

ବିବାହ ବନ୍ଧନରେ ବାନ୍ଧି ହେଲେ…

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଜଗତର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ। କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ତାଙ୍କର ବାହାଘର ଅନୁଷ୍ଠିତ ହୋଇଯାଇଛି। ସେ ଖୋର୍ଦ୍ଧା ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ ସୌମ୍ୟରଞ୍ଜନ ଶତପଥୀଙ୍କ ହାତ ଧରିଛନ୍ତି। ପବିତ୍ର ଅଗ୍ନିକୁ ସାକ୍ଷୀ…