Odisha Link
Bridging the Missing Links in Odisha
Daily Archives

December 21, 2020

ପରଲୋକରେ କଂଗ୍ରେସ ନେତା ମୋତି ଲାଲ ଭୋରା

ନୂଆଦିଲ୍ଲୀ: କଂଗ୍ରେସ ନେତା ମୋତି ଲାଲ ଭୋରାଙ୍କ ପରଲୋକ। ଆଜି ୯୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତକାଲି ମୋତି ଲାଲ ନିଜ ଜନ୍ମଦିନ ପାଳନ କରିଥିଲେ। ସେ ଦିଲ୍ଲୀର ଫୋର୍ଟିସ୍ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି। ତିନି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା। ତେଣୁ ତାଙ୍କୁ…

କଟକରେ ପୁଣି ଏକ ନକଲି ଘିଅ କାରଖାନା ଠାବ

କଟକ: କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ପିଠାପୁର ମୁନ୍ ଲାଇଟ୍ ଗଳିରୁ ଗୋଟିଏ ଅପମିଶ୍ରିତ ଘିଅ କାରଖାନାକୁ ଠାବ କରିଛି ପୁଲିସ।ଏହି ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖିଛି। ଏହି କାରଖାନାରେ ଦୁର୍ଗା ବ୍ରାଣ୍ଡ ନାଁରେ ଘିଅରେ ଅପମିଶ୍ରଣ କରାଯାଉଥିଲା। ମୋନାଲିସା ହୋଟେଲ ପଛପଟେ ଥିବା ମୁନ ଲାଇଟ୍ ଲେନର ପ୍ରାୟ…

ଇନଷ୍ଟିଚ୍ୟୁଟ୍ ଅଫ ସ୍କଲାର୍ସ ଦ୍ୱାରା…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନର ପ୍ଲେସମେଂଟ ଅଫିସର ସତିଶ କୁମାର ସାମଲ ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ଦ୍ୱାରା ୨୦୨୦ ପାଇଁ ୟଙ୍ଗ ରିସର୍ଚ୍ଚର ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଗତ ଶନିବାର ଦିନ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ସାମଲଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ସନ୍ଦର୍ଭ…

ବ୍ରିଟେନକୁ ବାତିଲ ହେଲା ବିମାନ ଉଡ଼ାଣ

ନୂଆଦିଲ୍ଲୀ: ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କାରଣ ସେଠାରେ ନୂତନ କରୋନା ଭାଇରସ ସୃଷ୍ଟି ହୋଇଛି। ଏହି କାରଣରୁ ଅନେକ ୟୁରୋପୀୟ ଦେଶ ବ୍ରିଟେନରୁ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ସମୟରେ ଭାରତ ସରକାର ମଧ୍ୟ ବ୍ରିଟେନରୁ ଉଡାଣ ଭରୁଥିବା ସମସ୍ତ ବିମାନକୁ ଡିସେମ୍ବର…

ଯଥେଷ୍ଟ ପ୍ରମାଣ ମିଳିବା ପରେ…

ନୟାଗଡ଼: ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାକୁ ଗିରଫ କରାଯାଇଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି। ବୋଥ୍ରା ସ୍ପଷ୍ଟ କରିଛନ୍ତି, ଗତ ୧୦ ଦିନ ମଧ୍ୟରେ ବହୁବାର ପଚରାଉଚରା ପରେ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। କେବଳ…

ପାର୍କିନ୍‌ସନ୍ ରୋଗର ସଚେତନତା ନେଇ ସମ୍…

ଭୁବନେଶ୍ୱର: ପାର୍କିନ୍‌ସନ୍ ରୋଗ (ପିଡି) ଅଥବା ସକମ୍ପ ଅଙ୍ଗଘାତ ଏକ ପ୍ରକାର ସ୍ନାୟୁ ରୋଗ। ଏହା ଏକ ଦୀର୍ଘକାଳୀନ ବେମାରୀ ଯାହାର ଲକ୍ଷଣ ସମୂହ ସମୟକ୍ରମେ ଧୀରେ ଧୀରେ ପ୍ରକାଶ ପାଇଥାଏ। ତେଣୁ ଏହି ପାର୍କିନ୍‌ସନ୍ ରୋଗର ସଚେତନତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌…

ଏନସିବି କାର୍ଯ୍ୟାଳୟରେ ହାଜର ହେଲେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ଼ରେ ଡ୍ରଗ୍ସ ଲିଙ୍କର ଖୁରାଖ ମିଳିଥିଲା। ଏଥିରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ଲିଙ୍କ ଥିବା ସୂଚନା ମିଳିଥିଲା। ଏନସିବି ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲଙ୍କୁ ଡିସେମ୍ବର ୧୬ ପୂର୍ବରୁ ଏନସିବି କାର୍ଯ୍ୟଳୟରେ ପହଞ୍ଚିବାକୁ…

ସକାଳ ୭.୩୦ରୁ ଜଗା ଦର୍ଶନ: ଜିଲ୍ଲାପାଳ

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ପ୍ରସ୍ତୁତି ନେଇ ଜିଲ୍ଲାପାଳ ବଲଓ୍ବନ୍ତ ସିଂହଙ୍କ ସୂଚନା। ସୂଚନା ମୁତାବକ, ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟଙ୍କ ପରିବାର ଦର୍ଶନ କରିବେ। ୨୬ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନର ସୁଯୋଗ ମିଳିବ। ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ…

ଖଳନାୟକରୁ ନାୟକ ସାଜିବେ ସୋନୁ

ମୁମ୍ବାଇ: ଖଳନାୟକରୁ ନାୟକ ସାଜିବେ ଅଭିନେତା ସୋନୁ ସୁଦ୍। କରୋନା ସଂକଟ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ରାଅଲ୍‌ ହିରୋ ସାଜିଥିବା ଅଭିନେତା ସୋନୁ ସୁଦ୍‌ ଏବେ ଚଳଚ୍ଚିତ୍ରରେ ବି ହିରୋ ଭୂମିକାରେ ଅଭିନୟ କରିବେ। ଏନେଇ ସୋନୁଙ୍କ ପାଖରେ ଏବେ ଅଫର୍‌ର ବର୍ଷା। ଏକଦା କେବଳ ଖଳନାୟକ ଭୂମିକା…

ଦ୍ରାବିଡ଼ଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଅ,…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଛନ୍ତି ଖେଳାଳି। ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ବିତୀୟ ଇନିଂସରେ ଟିମ୍‌ ଇଣ୍ଡିଆ ସର୍ବନିମ୍ନ ଟେଷ୍ଟ ସ୍କୋର୍ ପାଇଁ ବ୍ୟାଟିଂକୁ ଦାୟୀ କରାଯାଉଛି। ଟିମ୍‌ ଇଣ୍ଡିଆର…