Odisha Link
Bridging the Missing Links in Odisha
Daily Archives

December 21, 2020

ପରୀ ହତ୍ୟାକାଣ୍ଡ ଅଭିଯୁକ୍ତ ସାବାଳକ:…

ନୟାଗଡ଼: ଆଜି ପରୀ ହତ୍ୟାକାରୀ ତଥା ଅଭିଯୁକ୍ତ ସରୋଜକୁ ପୋସ୍କୋ କୋର୍ଟରେ ହାଜର କରାଯାଇଛି। ଏସ୍‌ଆଇଟି କୋର୍ଟରେ ଏକ ଚାଞ୍ଚଲ୍ୟ କର ତଥ୍ୟ ରଖିଛି। ସେଠାରେ ଅଭିଯୁକ୍ତର ବୟସ ପ୍ରମାଣ ପତ୍ର ଦାଖଲ କରିଛି। ଅଭିଯୁକ୍ତ ନାବାଳକ ନୁହେଁ, ତାର ବୟସ ୧୮ ବର୍ଷ। ପ୍ରକାଶ ଯେ, ଏସ୍‌ଆଇଟି ଟିମ୍ ରବିବାର ସନ୍ଧ୍ୟାରେ…

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ

ମୁମ୍ବାଇ: ଦେଶରେ ଶୀତ ଲହରୀ ବଢ଼ୁଥିବାବେଳେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ କରୋନା ସଂକ୍ରମଣକୁ ନଜରରେ ରଖି ପଦକ୍ଷେପ ନେବାକୁ ସ୍ଥିର କରିଲେଣି। ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାରଠୁ ନାଇଟ୍‌ କର୍ଫ୍ୟୁ ଜାରି କରାଯିବ। ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ୫…

ଆସନ୍ତା ବର୍ଷ ଖୋଲିବ ମା’ ଶାରଳା ମନ୍ଦିର…

ଜଗତସିଂହପୁର : କରୋନା କଟଣା କାରଣରୁ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ କରାଯାଇଥିଲା। ଜାନୁଆରୀ ୩ରେ ଜଗତସିଂହପୁର ଜିଲ୍ଲାର ପ୍ରମୁଖ ମନ୍ଦିର ମା’ ଶାରଳା ମନ୍ଦିର ଓ ଗୋରେଖନାଥ ମନ୍ଦିର ଖୋଲିଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି । କେବଳ ଜାନୁଆରି ୧୪ ତଥା ମକ ସଂକ୍ରାନ୍ତି ଦିନ ମନ୍ଦିର…

ଜଙ୍ଗଲରୁ ମୃତ ହାତୀ ଛୁଆ ଉଦ୍ଧାର

ଲଛିପୁର: ଆଜି ବନ ବିଭାଗ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ସୀମାରେ ଥିବା ବାରପାହାଡ଼ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀଛୁଆର ଉଦ୍ଧାର କରିଛି। ହାତୀ ଛୁଆ ବୟସ ୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଗୋଟିଏ ହାତୀପଲ ଗତ କିଛି ଦିନ ହେଲା ଡୁଙ୍ଗୁରିପାଲି ଥାନା…

ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା…

ଭୁବନେଶ୍ୱର: ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା ପାଇଁ ସ୍ୱତବ ଭାବେ ପ୍ରସ୍ତୁତ ବୋଲି ସୋମବାର ରାଉରକେଲା, ସମ୍ବଲପୁର ଏବଂ ଝାରସୁଗୁଡା ଆଇସିଏଆଇ ଶାଖା ପକ୍ଷରୁ ଆୟୋଜିତ ଭିଏସଏମ ସିରିଜର “ସିଏ: ଦି କାଟାଲିଷ୍ଟ - ଲର୍ଣ୍ଣିଂ, ଅନଲର୍ଣ୍ଣିଂ ଏବଂ ରିଲର୍ଣ୍ଣି” ୱେବିନାରରେ…

ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼…

ଭୁବନେଶ୍ବର : ଆଜି ଦୁର୍ନୀତି ବିରୋଧୀ ଲଢେଇକୁ ଆହୁରି ଜୋରଦାର କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ଆମେ ଯଦି ସ୍ବଚ୍ଛତା ବଜାୟ ନ ରଖିବା ତେବେ ଅସମାନତା, ଦାରିଦ୍ର୍ୟ, ଆଞ୍ଚଳିକ ବୈଷମ୍ୟ, ପ୍ରାକୃତିକ…

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଢ଼େଙ୍କାନାଳ: ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ନାଣ୍ଡିପୁଲିଆରେ ଘଟିଛି।ମୃତକ ଜଣଙ୍କ ହେଲେ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ଗଙ୍ଗାଧର ସାହୁଙ୍କ ପୁତ୍ର ଜ୍ଞାନରଞ୍ଜନ ସାହୁ। ସୂଚନା ଅନୁଯାୟୀ,…

ଅନୁଭବଙ୍କୁ ମହିଳା କମିଶନଙ୍କ ନୋଟିସ୍

ଭୁବନେଶ୍ୱର: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। ଆସନ୍ତା ୨୯ ତାରିଖରେ ଅନୁଭବ ଏବଂ ତାଙ୍କ ବାପା, ମାଙ୍କୁ ମହିଳା କମିଶନ ନିକଟରେ ହାଜର ହେବାପାଇଁ ନୋଟିସ ଜାରି ହୋଇଛି। ଗତ ୧୯ ତାରିଖରେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବ…

୪୬ଲିଟର ଚୋରା ରନ୍ଧା ମଦ ଜବତ, ୪ ଗିରଫ

ବାଙ୍କୀ : ବାଙ୍କୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଆଜି ଅବକାରୀ ବିଭାଗ ବାଙ୍କୀ ଥାନା ଅଧିନ ଶିମିଳିପୁର, କରବର, ଭଗିପୁର ଓ ଅରପୁର ଗ୍ରାମ ଉପରେ ଚଢାଉ କରି ପ୍ରାୟ ୪୬ଲିଟର ବେଆଇନ ଚୋରା ରନ୍ଧା ମଦ ଜବତ୍‍ କରିଛି। ଏଥିସହ ୪ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଶିମିଳିପୁର ଗ୍ରାମର ଭରତ…

ନୂଆ ଲୁକରେ ନଜର ଆସିଲେ କାର୍ତ୍ତିକ

ମୁମ୍ବାଇ : ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏକ ଭିନ୍ନ ଅବତାରରେ ନଜର ଆସୁଛନ୍ତି। ତାଙ୍କର ଏହି ଫଟୋଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ କାର୍ତ୍ତିକଙ୍କୁ ଲମ୍ବା କେଶ ସାଙ୍ଗକୁ ଚଷମା ଆଉ ବ୍ଲୁ ଫର୍ମାଲ ସୁଟରେ ଦେଖିବାକୁ ମିଳିଛି। ତେବେ ତାଙ୍କର ଏହି ଲୁକଟି ଅପକମିଂସିନେମା…