Odisha Link
Bridging the Missing Links in Odisha
Daily Archives

December 21, 2020

ଡାଇବେଟିସ୍‌ ଓ ହାର୍ଟ ରୋଗୀଙ୍କ ପାଇଁ…

ଶୀତ ଋତୁରେ ମେଥି ଶାଗର ବ୍ୟବହାର କରାଯାଏ। କେହି କେହି ପରଟା କରି ଖାଇବାକୁ ଭଲ ପାଇଥାନ୍ତି ତ କିଛି ଲୋକ ମେଥି ଶାଗଭଜା ଖାଇବାକୁ ମଧ୍ୟ ଭଲପାଆନ୍ତି। ମେଥି ଶରୀର ପାଇଁ ଖୁବ୍ ଲାଭଦାୟକ। ଡାଇବେଟିସ୍‌ ଓ ହାର୍ଟ ରୋଗୀଙ୍କ ପାଇଁ ଏହା ଖୁବ୍‌ ଉପକାରୀ। ମଧୁମେହ ପାଇଁ ଉପକାରୀ- ମେଥିଶାଗ ଉଭୟ ଟାଇପ୍ ୧ ଏବଂ…

ସରିଲା ରିମାଣ୍ଡ ଅବଧି, ଜେଲ୍ ଗଲେ ଆକାଶ

ଭୁବନେଶ୍ୱର: ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଜେଲ୍ ଗଲେ ଆକାଶ ପାଠକ। ଆଜି କୋର୍ଟରେ ହାଜର ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ୪ ଦିନିଆ ରିମାଣ୍ଡ ଶେଷ ପରେ ଜୁନିଅର ପାଠକଙ୍କୁ ଭୁବନେଶ୍ୱରର ଏସଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା। ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ପରିଚୟ ଦେଇ…

ମୃତ୍ୟୁ ଏମିତି ବି ଆସେ, ଗୋଟିଏ ଜୁଇରେ…

କେନ୍ଦ୍ରାପଡ଼ା: ମୃତ୍ୟୁ କେବେ ଆଉ କେମିତି ଆସିଥାଏ ତାହା ସମସ୍ତଙ୍କୁ ଅଜଣା ଥାଏ। ମୃତ୍ୟୁ ଅପ୍ରତ୍ୟାଶିତ ଭାବେ ଆସିଥାଏ ଆଉ ଅନେକ ଦୁଃଖ ଦେଇ ଚାଲି ଯାଇଥାଏ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଅନ୍ତର୍ଗତ ମହାବଳଗଣ୍ଡ ପଞ୍ଚାୟତ ହାବଳଗଣ୍ଡ ଗ୍ରାମରେ…

BJDର ରାଜ୍ୟ ପରିଷଦ ବୈଠକ, କର୍ମୀଙ୍କ…

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଜେଡିର ରାଜ୍ୟ ପରିଷଦ ବୈଠକ। ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଜେଡିର ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ସରକାର ଓ ସଙ୍ଗଠନକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମତାମତ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।…

ଜମ୍ମୁ-କାଶ୍ମୀରରେ ଭୂ-କମ୍ପ ଝଟକା

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଭୂ-କମ୍ପ ଝଟକା। ଆଜି ସକାଳ ୮ଟା ୩୩ରେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ଏନସିଏସ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା ୩.୭ ରେକର୍ଡ଼ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ନେଇ ପ୍ରାଥମିକ ସୂଚନାରୁ ଜଣାପଡିଛି। ଏହାପୂର୍ବରୁ ମଧ୍ୟ ଡିସେମ୍ବର…

ନନ୍ଦନକାନନରେ ନୂଆ ଅତିଥି, ମଧ୍ୟପ୍ରଦେଶରୁ…

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ରବିବାର ୮ଟା ସମୟରେ ୪ଟି ପ୍ରଜାତିର ୮ ଜୀବଜନ୍ତୁ ଆସିଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ମଧ୍ୟପ୍ରଦେଶ ଇନ୍ଦୋରର କମଳା ନେହରୁ ପ୍ରାଣୀ ସଂଗ୍ରହାଳୟରୁ ଏହି ଜୀବଜନ୍ତୁଙ୍କୁ…

ବିନା ଅନୁମୋଦନରେ ଲଣ୍ଡନ୍‌ରେ ବିକ୍ରି…

ଲଣ୍ଡନ୍‌: ପତଞ୍ଜଳି କମ୍ପାନୀ ଦ୍ବାରା ପ୍ରସ୍ତୁତ ‘ଇମ୍ୟୁନିଟି ବୁଷ୍ଟର୍‌’ ବଟିକା ‘କରୋନିଲ୍‌’ ବଟିକା ଲଣ୍ଡନ୍‌ର ଦୋକାନମାନଙ୍କରେ ବିକ୍ରୟ ହେଉଥିବା ଜଣାପଡ଼ିଛି। ଲଣ୍ଡନ୍‌ର ଏସୀୟ ଅଧିବାସୀ ବହୁଳ ଅଞ୍ଚଳରେ ଥିବା ଦୋକାନରେ ଭାରତରେ ପ୍ରସ୍ତୁତ ହୋଇଥିବା ଜଡ଼ିବୁଟି ଔଷଧ ‘କରୋନିଲ୍‌’ ବିକ୍ରୟ ହେଉଛି ବୋଲି…

୪୨ କୋଟିର ଜିଏସଟି ଠକେଇ, ୨ ବ୍ୟବସାୟୀ…

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ଦିନକୁ ଦିନ ଗୋଟିଏ ପରେ ଗୋଟେ ଜିଏସ୍‌ଟି ଠକେଇ ମାମଲା ସାମ୍ନାକୁ ଆସୁଛି। କେତେବେଳେ ଚା’ ଦୋକାନୀ, ତ କେତେବେଳେ ପୁଣି ଠେଲାବାଲାଙ୍କ ନାଁରେ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ ହେଉଛି। ଆଜି ପୁଣି ୪୨ କୋଟିର ଜିଏସଟି ଠକେଇ ମାମଲା ସାମ୍ନାକୁ ଆସିଛି।…

୪୦୦ ବର୍ଷ ପରେ ଶନି ଓ ବୃହଷ୍ପତି…

ନୂଆଦିଲ୍ଲୀ: ଆଜି ଆମ ସୌର ଜଗତର ଦୁଇ ବିଶାଳ ଗ୍ରହ ବୃହସ୍ପତି ଓ ଶନି ପରସ୍ପରର ଅତି ନିକଟତର ହେବେ। ଦୁଇ ଗ୍ରହଙ୍କର ସହାବସ୍ଥାନ ଆଜି (ଡିସେମ୍ବର ୨୧) ସନ୍ଧ୍ୟା ୬.୩୦ ରୁ ୭.୩୦ ପର୍ଯ୍ୟନ୍ତ ଭାରତରେ ଦୃଶ୍ୟମାନ ହେବ।ଏଥିପାଇଁ ଗୁଗୁଲ ଆଜି ଏକ ସ୍ୱତନ୍ତ୍ର ଡୁଡଲ ତିଆରି କରିଛି। ଆମେରିକାର ସ୍ପେସ୍ ଏଜେନ୍ସି…

ଟିକାକରଣ ପାଇଁ ୪ ମାସ ତଳୁ ହୋଇଛି…

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତରେ ଆରମ୍ଭ ହୋଇପାରେ ଟିକାକରଣ। ଭାରତରେ ଟିକାକରଣ ପାଇଁ ୪ ମାସ ତଳକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସବୁ ପ୍ରକାରର ଯୋଜନା ଆରମ୍ଭ କରିଥିଲେ। ଏବେ ସବୁ କିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷଜ୍ଞ ଟିମ୍‌ ଟିକାକୁ ଅନୁମତି ଦେବା ପରେ…