Odisha Link
Bridging the Missing Links in Odisha
Daily Archives

January 4, 2021

‘ତ୍ରୀଭଙ୍ଗ’ରେ ଓଡ଼ିଶୀ…

ମୁମ୍ବାଇ: ବଲିଉଡ ଫିଲ୍ମ 'ତ୍ରୀଭଙ୍ଗ’ରେ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ବଲିଉଡକୁ ଚମକାଇବ। ଏହି ଫିଲ୍ମରେ ଅଭିନେତ୍ରୀ କାଜୋଲ ଓଡ଼ିଶୀ ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିବେ। ମୁଣ୍ଡରେ କିରଟି, ଅଣ୍ଟାରେ ବେଙ୍ଗପାଟିଆ ବାନ୍ଧି ଓଡ଼ିଶୀ ନୃତ୍ୟ ଗେଟଅପରେ କାଜୋଲ ନଜର ଆସିଛନ୍ତି। ଅଭିନେତ୍ରୀ କାଜୋଲ…

ବଦନାମ ହେଉଛି ଛେନା ପୋଡ଼ର ଜନ୍ମମାଟି, ଶହେ…

ନୟାଗଡ଼: ରାଜ୍ୟରେ ଏବେ ସବୁଠୁ ଚର୍ଚ୍ଚିତ ଖବର ହେଉଛି ନକଲି ଖାଦ୍ୟ ପଦାର୍ଥ ଓ ସାମଗ୍ରୀ ବିକ୍ରି। ନିକଟରେ ଲଗାତାର ଭାବେ କଟକରେ ନକଲି ଖାଦ୍ୟ ପଦାର୍ଥ ସାମଗ୍ରୀ ବିକ୍ରି ହେଉଥିବା ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଗ୍ରାହକ ଦ୍ବନ୍ଦରେ। ଏପରିକି ନକଲି ଖାଦ୍ୟ ପଦାର୍ଥ ବିକ୍ରି କେବଳ କଟକରେ ନୁହେଁ ଏହା…

ସାଇବର ଠକେଇର ଶିକାର ହେଲେ ଯୁବକ,…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ। ସାଇବର ଠକଙ୍କ ଦ୍ବାରା ୧୬ ଲକ୍ଷ ୩୨ ହଜାର ଟଙ୍କାର ଠକେଇର ଶିକାର ହୋଇ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରୋସିନ୍ ଢ଼ାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ…

ଡାକ୍ତରଖାନା ଫେରାଇଦେଲା, ଅଟୋରେ ହେଲା…

ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବାଟବଣା ହେଉଛି ଜନନୀ ସୁରକ୍ଷା ଯୋଜନା। କେଉଁଠି ଲୋକ ମାନେ ଆମ୍ବୁଲାନ୍ସ ସେବା ନପାଇ ଖଟିଆରେ ପ୍ରସୂତୀଙ୍କୁ ନେଇ ମେଡିକାଲ ଯାଉଥିବାର ଦେଖିବାକୁ ମିଳୁଛି ତ ଆଉ କୋଉଁଠି ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ହଇରାଣ ହେଉଛନ୍ତି ପ୍ରସୂତୀ। ପୁଣିଥରେ ଚିକିତ୍ସା ନପାଇ ହଟହଟା…

ଟିକା ଆସିଲେ ତତ୍‌କ୍ଷଣାତ୍‌ ହେବ…

ଭୁବନେଶ୍ବର: କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ ପରେ ଆଜି DMET ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସୂଚନା ମୁତାବକ, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ ତତ୍‌କ୍ଷଣାତ୍‌ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା…

ସେରମ୍ ଟିକା ପ୍ରସ୍ତୁତିକୁ ଅନୁମତି

ଭୁବନେଶ୍ବର: ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ କୋଭିସିଲ୍ଡ ଭ୍ୟାକ୍ସିନ୍‌ ତିଆରି କରିବାକୁ ଅନୁମତି। କୋଭିସିଲ୍ଡ ଭ୍ୟାକ୍ସିନ୍‌ ତିଆରି ନେଇ ଅନୁମତି ଦେଲେ DCGI। ବିକ୍ରି ଉଦ୍ଦେଶ୍ୟରେ ଟିକା ପ୍ରସ୍ତୁତି ପାଇଁ ସେରମ୍‌କୁ ମିଳିଛି ଅନୁମତି। ଗତକାଲି ବିଶେଷଜ୍ଞ କମିଟି ଟିକାର ଜରୁରୀକାଳୀନ ବ୍ୟବହାର…

ଆଜି ବିଶ୍ୱ ବ୍ରେଲି ଦିବସ

ଭୁବନେଶ୍ବର: ଆଜି ବିଶ୍ୱ ବ୍ରେଲି ଦିବସ। ଦୃଷ୍ଟିହୀନଙ୍କ ପାଇଁ ଉଦ୍ଦିଷ୍ଟ ବ୍ରେଲି ଲିପିର ସ୍ରଷ୍ଟା ଲୁଇ ବ୍ରେଲିଙ୍କ ଜନ୍ମଦିନ। ୧୮୦୯ ମସିହା ଆଜିର ଦିନରେ ଫ୍ରାନ୍‌ସରେ ଜନ୍ମ ଲାଭ କରିଥିଲେ ଲୁଇ ବ୍ରେଲି। ତାଙ୍କ ସ୍ମୃତିରେ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ‘ବିଶ୍ବ ବ୍ରେଲି ଦିବସ’ ରୂପେ ପାଳନ କରାଯାଉଛି।…

ଡି.ପ୍ରକାଶ ରାଓଙ୍କୁ ପୁଣି ବ୍ରେନ୍‌…

କଟକ: କରୋନାରେ ଆକ୍ରାନ୍ତହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ସମାଜସେବୀ, ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନର ପ୍ରବକ୍ତା ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ। ରବିବାର ରାତିରେ ପ୍ରକାଶ ରାଓଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଛି। ମିଳିଥିବା ସୂଚନା ମୁତାବିକ ପ୍ରକାଶ ରାଓଙ୍କୁ…

ଅଜଣା ଜନ୍ତୁ ଆତଙ୍କ, ମରିଗଲେ ୧୨ ଛେଳି

ଦେବଗଡ଼: ଅଜଣା ଜନ୍ତୁ ଆତଙ୍କରେ ମରିଗଲେ ୧୨ଟି ଛେଳି। ନିଆଳିରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କର ମୃତ୍ଯୁ ହୋଇଥିଲା ବେଳେ ଏବେ ଦେବଗଡ ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ ସୃଷ୍ଟି ହୋଇଛି। ଦେବଗଡ ଜିଲ୍ଲା ବାରକୋଟର ଚକଡିହୀ ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ଛେଳିଙ୍କର ମୃତ୍ଯୁ ହୋଇଥିବା ବେଳେ ୨୫ରୁ ଅଧିକ…

ମାହାଙ୍ଗା ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ…

ଭୁବନେଶ୍ବର: ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ବେଳେ ଏହା ପଛରେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ ହୋଇଛି। ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ (୭୩) ତଥା ତାଙ୍କର ସହଯୋଗୀ ଦାଦା ଦିବ୍ୟସିଂହ ବରାଳ (୮୦)ଙ୍କୁ ବିଭତ୍ସ ଭାବେ…