Odisha Link
Bridging the Missing Links in Odisha
Daily Archives

January 15, 2021

ଟ୍ରାଏଲ ରୁମରେ ଯୁବତୀଙ୍କ ଫଟୋ ଉଠାଇବା…

କେନ୍ଦୁଝର: ଲେଡିଜ୍ ଟ୍ରାଏଲ ରୁମରେ ଯୁବତୀଙ୍କ ଫଟୋ ଉଠାଇବା ବେଳେ ଧରା ପଡିଲେ ଯୁବକ। ଏପରି ଏକ ଘଟଣା କେନ୍ଦୁଝର ଟାଉନଥାନା ଗାନ୍ଧୀଛକ ନିକଟରେ ଥିବା ଏକ ସପିଂ ମଲ୍‌ ପରିସରରେ ଘଟିଛି।ଗ୍ରାହକଙ୍କ ପକ୍ଷରୁ ଏ ନେଇ ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଯୁବକ ଜଣକ ହେଲେ କେନ୍ଦୁଝର ଟାଉନ ଥାନା ମାଗୁର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୧ ମୃତ

ନୂଆଦିଲ୍ଲୀ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ସକାଳେ କର୍ଣ୍ଣାଟକ ଧାରଓ୍ଵାଡ଼ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଛନ୍ତି। ହୁବ୍ଦାଲ୍ଲି-ଧାରଓ୍ଵାଡ଼ ବାଇପାସ୍‌ ରାସ୍ତାରେ ଏକ ଟେମ୍ପୋ ଟ୍ରାଭ୍‌ଲର୍‌ ଏବଂ ଏକ ଟିପର୍‌ ସାମ୍ନାସାମ୍ନି ଧକ୍କା…

ଆଜିଠୁ ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା…

ବ୍ରହ୍ମଗିରି: ଆଜିଠୁ ଚିଲିକାରେ ଉଦ୍ଦିଦ ଓ ପ୍ରାଣୀ ଗଣନା କାର୍ଯ୍ୟ ଆରମ୍ଭ। ଗଣନାରେ ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ)ର ଏକ ୧୮ ଜଣିଆ ଟିମକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସାତପଡ଼ା ପଟୁ ୮ଟି ଓ ବାଲୁଗାଁ ପଟୁ ୧୦ଟି ଟିମ୍ ଏହି କାର୍ଯ୍ୟରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଚିଲିକା ହ୍ରଦର ସୁରକ୍ଷା ଓ…

ଦେଶବ୍ୟାପୀ ସ୍ଥଳ ସେନା ଦିବସ ପାଳିତ

ନୂଆଦିଲ୍ଲୀ: ଆଜି ହେଉଛି ୭୩ତମ ସ୍ଥଳ ସେନା ଦିବସ। ପ୍ରତିବର୍ଷ ଜାନୁଆରୀ ମାସ ୧୫ ତାରିଖକୁ ସେନା ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ସାରା ଦେଶରେ ପରେଡ ଓ ବିଭିନ୍ନ ପ୍ରକାର ରଣକୌଶଳ ମାଧ୍ୟମରେ ବୀର ସୈନିକମାନଙ୍କୁ ସ୍ମରଣ କରାଯାଇଥାଏ। ପ୍ରତ୍ୟେକ ସେନା ମୁଖ୍ୟାଳୟମାନଙ୍କରେ ସେନା ଦିବସ ପାଳନ…

ଭୁବନେଶ୍ୱରର ୬ଟି ସ୍ଥାନରେ ହେବ ଟିକାକରଣ,…

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ କରୋନା ଟିକାକରଣ। ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରର ୬ଟି ସ୍ଥାନରେ ଟିକାକରଣ ହେବ। ପ୍ରତି ସେଣ୍ଟରରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ…

ନିଖୋଜ ଯୁବକଙ୍କ କଟା ମୁଣ୍ଡ ଉଦ୍ଧାର

ସୁନ୍ଦରଗଡ଼: ନିଖୋଜ ଯୁବକଙ୍କ କଟା ମୁଣ୍ଡ ଉଦ୍ଧାର। କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂହ ନିଖୋଜ ନିଖୋଜ ପରଦିନ ଠାରୁ ବିଭିନ୍ନ ସ୍ଥାନରୁ ମିଳୁଛି ରମେଶ ସିଂହ ଶରୀରର ବିଭନ୍ନ ଅଂଶ। ଗତକାଲି କଟା ହାତ ଓ ଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି କଟା ମୁଣ୍ଡ ଉଦ୍ଧାର କରାଯାଇଛି। ଭବାନରପୁର ଶୀତଳଭଣ୍ଡାର…

ପେଟ୍ରୋଲ୍ ପମ୍ପ୍‌ରେ ବୋମାମାଡ

ନୟାଗଡ: ପେଟ୍ରୋଲ ପମ୍ପରେ ବୋମାମାଡ। ନୟାଗଡ ଖଣ୍ଡପଡା ଥାନା ସିଙ୍ଗାପଡା ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଛି। ସାମାନ୍ୟ ବଚସାକୁ ନେଇ ପେଟ୍ରୋଲ ପମ୍ପରେ ବୋମାମାଡ ହୋଇଥିବା ସୂଚନା ମିଳିଛି। ପେଟ୍ରୋଲ ପମ୍ପରେ ବୋମା ପକାଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ବୋମାମାଡ ପଳରେ ନିଆଁ ଲାଗି…

କଟକରୁ ପୁଣି ନକଲି ଜର୍ଦ୍ଦା ଜବତ

କଟକ: ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ। ଆଜି ପୁଣି ଥରେ କଟକ ସଦର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ସାଶୋଳ ଗାଁରୁ ୪ କ୍ବିଣ୍ଟାଲ ଗୁଣ୍ଡି, ଜର୍ଦ୍ଦା ଜବତ ହୋଇଛି।ନକଲି ଗୁଣ୍ଡି ପ୍ରସ୍ତୁତ ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖିଛି। ୩ ଟି ଗୋଦାମରେ ସଦର ଥାନା ପୋଲିସର…

ଲେଉଟିଲା ଶୀତ, ଖସିଲା ପାରଦ

ଭୁବନେଶ୍ବର: ରାଜ୍ୟରେ କିଛି ଦିନର ବ୍ୟବଧାନ ପରେ ଲେଉଟିଛି ଶୀତ। ଆଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରରେ ମଧ୍ୟ ତାପମାତ୍ରା ତଳକୁ ଖସିଛି। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ଓ ଫୁଲବାଣୀଠାରେ ୯.୫ ଡିଗ୍ରି ରେକର୍ଡ ହୋଇଛି। ବି‌ଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ…

ଆଜିଠୁ ୯ ଦିନ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ଆଜିଠୁ ୯ ଦିନ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ପ୍ରତିବର୍ଷ ଭଳି ଚଳିତବର୍ଷ ଜାନୁଆରୀ ୧୫ରୁ ୨୩ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଏହି ସମୟରେ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶରଞ୍ଜନ ଦାଶ ସୂଚନା ଦେଇଛନ୍ତି।…