Odisha Link
Bridging the Missing Links in Odisha
Daily Archives

January 18, 2021

ଉଷୁନା ଚାଉଳ ନେଉନି କେନ୍ଦ୍ର: ବିଜେଡି

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନେଉନଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ ଅଭିଯୋଗ କରିଛନ୍ତି। ସାମ୍ବାଦିକ…

ସାଇବର ଠକେଇ, ୨.୬୫ ଲକ୍ଷ ଟଙ୍କା ଲୁଟ୍

କଳାହାଣ୍ଡି: ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକେଇ ମାମଲା। ବିଭିନ୍ନ ଉପାୟରେ ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଲୁଟୁଛନ୍ତି ସାଇବର ଠକ। ଏବେ ସାଇବର ଠକ୍‌ ନୂଆ ଚାଲ୍‌ ଆପଣାଇଛନ୍ତି। ବିନା ଓଟିପିରେ ଆକାଉଣ୍ଟରୁ ହୋଇଯାଉଛି ଟଙ୍କା ଗାଏବ। ୨୦ ହଜାର ଟଙ୍କାର ଲୋଭ ଦେଖାଇ ଆକାଉଣ୍ଟରୁ ଲୁଟି ନେଲେ ୨ ଲକ୍ଷ…

ବନ୍ଦ ହେଲା ମେଡ୍-ଇନ୍‌-ଇଣ୍ଡିଆ ଆପ୍‌…

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଆପ୍‌ ହ୍ବାଟସ୍‌ଆପ୍‌ର ନୋଟିଫିକେସନ୍‌, ଡାଟା ପ୍ରାଇଭେସିକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ଏକଦା ସୋସିଆରେ ମିଡିଆରେ ଚହଳ ପକାଇଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍‌ "ହାଇକ୍"କୁ ନେଇ ଆସିଛି ବଡ଼ ଖବର। ମେସେଜିଂ ଆପ୍‌ ହାଇକ୍‌ ଏବେ ସବୁଦିନ ପାଇଁ ବନ୍ଦ…

ଘୁଞ୍ଚିଲା କୃଷକଙ୍କ ଟ୍ରାକ୍ଟର ରାଲି…

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଲାଣି ତଥାପି କୌଣସି ସମାଧାନ ବାହାରୁନି। କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଫଳାଫଳ ବାହାରି ପାରିନି। ଏହାରି ମଧ୍ୟରେ ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ସୁପ୍ରିମକୋର୍ଟରେ ଣୁଣାଣି ଘୁଞ୍ଚିଛି।…

ଅର୍ଣ୍ଣବଙ୍କ ନାଁରେ ଭୁବନେଶ୍ୱର…

ଭୁବନେଶ୍ୱର: ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ ଏତଲା। ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅର୍ଣ୍ଣବଙ୍କ ନାଁରେ ଏତଲା ଦେଇଛି ଏନଏସୟୁଆଇ।। ଏତଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଦାବି କରାଯାଇଛି। ଏଥିସହ ଅର୍ଣ୍ଣବଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଉ…

ରାଜ୍ୟସଭାରେ ବଢ଼ୁଛି ଆଞ୍ଚଳିକ ଭାଷାର…

ନୂଆଦିଲ୍ଲୀ: ସଂସଦରେ ବଢ଼ୁଛି ଆଞ୍ଚଳିକ ଭାଷାର ବ୍ୟବହାର। ୨୦୧୮ ମସିହା ପରଠୁ ରାଜ୍ୟସଭାରେ ବଢ଼ତିବାରେ ଲାଗିଛି ଆଞ୍ଚଳିକ ଭାଷାର ବ୍ୟବହାର। ରାଜ୍ୟସଭାରେ ଆଞ୍ଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ବିତର୍କରେ ଭାଗ ନେବାପାଇଁ ସାଂସଦମାନଙ୍କ ଭିତରେ ଆଗ୍ରହ ବଢ଼ୁଛି। ଏନେଇ ରାଜ୍ୟସଭା ସଚିବାଳୟ…

ପୋଖରୀଆ ଗ୍ରାମରେ ଜମୁଛି ଭିଡ଼, କାରଣ…

ରାଇରଙ୍ଗପୁର: ରାଇରଙ୍ଗପୁର: ରାଇରଙ୍ଗପୁର ତିରିଂ ଝରାଡ଼ିଫାଣ୍ଡି ଅନ୍ତର୍ଗତ ପୋଖାରିଆ ଗ୍ରାମରେ ଜମୁଛି ଭିଡ଼। ଶନିବାର ଦିନଠୁ ସେହି ଗ୍ରାମରେ ଜମିବାରେ ଲାଗିଛି ଭିଡ଼। ଏହି ଭିଡ଼ ପଛର କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ। ଗ୍ରାମରେ ଭିଡ଼ର କାରଣ ପାଲଟିଛି ଏକ ବିରଳ ଛେଳି ଛୁଆ। ଏହି ଛେଳି ଛୁଆର ୪ଟି ଆଖି…

ବେତନଟୀରେ ଲଜ୍ଜା, ସ୍କୁଲ୍‌ ଛାତ୍ରୀଙ୍କୁ…

ବେତନଟୀ: ସ୍କୁଲ୍ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ। ସ୍କୁଲରୁ ଫେରୁଥିବା ସମୟରେ ଜଣେ ଛାତ୍ରୀଙ୍କୁ ବାଟରୁ ଉଠାଇ ନେଇ ଜଙ୍ଗଲରେ ଦୁଷ୍କର୍ମ। ଏହି ଘଟଣାରେ ଅଭିଯୁକ୍ତ ହରିଶ୍ଚନ୍ଦ୍ର ସିଂ (୩୭)କୁ ଗାଁ ଲୋକେ କାବୁ କରିଥିଲେ ମଧ୍ୟ ସେ ଚକ୍‌ମା ଦେଇ ଖସି ପଳାଇଥିଲା। ପରେ ତାକୁ ଜଳେଶ୍ବର ଅଞ୍ଚଳରୁ ପୁଲିସ ଗିରଫ…

ଶାଶୁ-ଶ୍ବଶୁରଙ୍କୁ ହତ୍ୟା କଲା ଜ୍ବାଇଁ

ବିଜନୌର: ଶାଶୁ-ଶ୍ବଶୁରଙ୍କୁ ନିର୍ମମ ଭାବେ ହତ୍ୟା କଲା ଜ୍ବାଇଁ। ଅନ୍ୟ ଜଣେ ଜ୍ବାଇଁ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଛି ଅଭିଯୁକ୍ତ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ୪ଟି ଟିମ୍ ଗଠନ କରିଛି।…

ଜେସିବିରୁ ୧୧ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର: ଜେସିବିରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର। ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀଗୁମୁଲା ଗାଁ ନୂଆ ବନ୍ଧ ନିକଟରୁ ୨ଟି ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପକୁ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ, ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ସମୟରେ ଜେସିବି ମସିନ…