Odisha Link
Bridging the Missing Links in Odisha
Daily Archives

January 18, 2021

ଘର ବିକିବେ ଅଭିନେତ୍ରୀ କରିସ୍ମା

ମୁମ୍ବାଇ : ଘର ବିକ୍ରି କରିବେ ଅଭିନେତ୍ରୀ କରିସ୍ମା କପୁର। ସେ ତାଙ୍କ ପୁରୁଣା ଘର ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କରିସ୍ମା ତାଙ୍କ ଘରକୁ ୧୦.୧ କୋଟି ଟଙ୍କାରେ ବିକିବେ ବୋଲି ସୂଚନା ମିଳିଛି। ସେ ଘରଟିକୁ ୨୦୨୦ରେ କିଣିଥିଲେ। କରିସ୍ମା ବର୍ତ୍ତମାନ 'ରୋଜ୍‌ କୁଇନ୍‌' ନାମକ ଏକ ବିଲ୍ଡିଂର ୧୦ମ…

ଲାଞ୍ଚ ନେଇ ମହିଳା ପ୍ରିନ୍ସପାଲ ଗିରଫ

କଣ୍ଟାବାଜି: ମହିଳା ପ୍ରିନ୍ସପାଲଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ୮୦ ହଜାର ଟଙ୍କା ଲାଞ୍ଚ ନେଇ କଲେଜ ପ୍ରିନ୍ସପାଲ ଗିରଫ। ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ମିନତି ରଥଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲାଇବ୍ରେରୀଆନ ଛୁଟିରେ ଥିବାରୁ କାଗଜ ପତ୍ର ଠିକ କରାଇବା ପାଇଁ…

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ;…

ଟିଟିଲାଗଡ଼: ମୁରିବାବାଲ ବ୍ଲକ ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଯୋଗୁଁ ଗର୍ଭବତୀ ହୋଇ ଥିବା ଅଭିଯୋଗ ଆଣିଛନ୍ତି। ସେ ଟିଟିଲାଗଡ଼ ହସ୍ପିଟାଲ ଆହାର କେନ୍ଦ୍ର କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୪ ମାସ ତଳେ ଭାଇକୁ ଚିକିତ୍ସା ନେଇ ଯାଇଥିବା ବେଳେ ତାଙ୍କୁ ଦୁଷ୍କର୍ମ…

ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର…

ମାଲକାନଗିରି : ବିକ୍ରି ହୋଇଥିବା ୪ ମାସର ଶିଶୁ ପୁତ୍ର ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା କମିଟ। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସହରର ହାଟପଦା ସାହିରୁ ଶିଶୁଟିକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଉଦ୍ଧାର ପରେ ମା’ଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁସାରେ, କୁନି ଖିଲଙ୍କର ପୂର୍ବରୁ…

ପୁଣି କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ

କଟକ : ଡି-ବ୍ରଦର୍ସ ପୁଣି ଥରେ କୋର୍ଟରେ ହାଜର ହୋଇଛନ୍ତି। ଦୁଇ ଭାଇଙ୍କୁ କଟକ ଏସଡିଜେଏମ କୋର୍ଟରେ ହାଜର କରାଇଛନ୍ତି କମିଶନରେଟ୍ ପୁଲିସ । ଧଳ ସାମନ୍ତ ସହଯୋଗୀକୁ ଗିରଫ କରିବା ସମୟରେ ତାଙ୍କ ନିକଟରୁ ଜବତ ହୋଇଥିବା ବେଆଇନ ବନ୍ଧୁକ ରଖିବା ଘଟଣାରେ ଉଭୟ ଭ୍ରାତାକ ନାଁରେ ମାମଲା ରୁଜୁ ହୋଇଥିଲା। ପୁଲିସ…

ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ

ନବରଙ୍ଗପୁର: ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ଅନ୍ତର୍ଗତ ଚକଲାପଦର ଘାଟି ପାଖରେ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଚଚା ଗ୍ରାମର ରାଜେନ୍ଦ୍ରୀ ସିଂହ ଯାଦବ ଏବଂ ମନ ମାଝୀ ଦୁହେଁ ମିଶି ଏକ ବାଇକ ଯୋଗେ କଂଗ୍ରା…

ମାଟି କପରେ ଚା’ ପିଇବାର ଉପକାରିତା…

ପ୍ରାୟତଃ ଲୋକମାନେ ସକାଳର ଆରମ୍ଭ ଚା’ରୁ ହିଁ କରିଥାନ୍ତି। ଏଥିସହ ଅଫିସରେ ମଧ୍ୟ ଚା’ ଖଟି ଏନର୍ଜି ଡ୍ରିଙ୍କ ଭଳି କାମ କରେ। ଯଦି ଚା’ ମାଟି କପରେ ମିଳେ ତେବେ ତା’ର ମଜା ଟିକେ ନିଆରା। କାଚ, ଡିସ୍ପୋଜାଲ କପ୍ ବଦଳରେ ପ୍ରାୟତଃ ଲୋକମାନେ ମାଟି କପରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ମାଟି କପରେ ଚା’…

ଜାଣନ୍ତୁ ଏଭଳି ଏକ ସହର, ଯେଉଁଠି ୭୦ ବର୍ଷ…

ନରୱେ: ପୃଥିବୀରେ ଏମିତି ଏକ ସହର ରହିଛି ଯେଉଁଠି କାହାର ମୃତ୍ୟୁ ହୋଇ ନାହିଁ। ବର୍ଷ କି ଦୁଇ ବର୍ଷ ନୁହେଁ ଗତ ୭୦ ବର୍ଷ ହେଲା ସେହି ସହରରେ କାହାର ମୃତ୍ୟୁ ହୋଇ ନାହିଁ। ଆପଣଙ୍କୁ କଥାଟା ବିଶ୍ବାସ ହେଉ ନଥାଇ ପାରେ ମାତ୍ର ଏହା ସତ। ଏହା ଏମିତି ଏକ ସହରର ଯେଉଁଠି କେହି ମୃତ୍ୟୁବରଣ କରନ୍ତି ନାହିଁ ।…

ଫେସ୍‌ବୁକ୍‌ ଓ ଟ୍ବିଟର୍‌ ଅଧିକାରୀଙ୍କୁ…

ନୂଆଦିଲ୍ଲୀ: ସାରା ଦେଶରେ ହ୍ବାଟସ୍‌ଆପ୍‌ର ଗୋପନୀୟତା ନୀତିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଫେସ୍‌ବୁକ୍ ଓ ଟ୍ବିଟର୍‌ର ଅଧିକାରୀଙ୍କୁ ସଂସଦୀୟ କମିଟିର ସମନ। ନାଗରିକମାନଙ୍କ ଅଧିକାରର ସୁରକ୍ଷା, ସୋସିଆଲ୍ ମିଡିଆର ଅପବ୍ୟବହାର ଓ ଡିଜିଟାଲ୍ ଜଗତରେ ମହିଳାଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା…

ଆଜି ସନ୍ଧ୍ୟା ଯାଏ ମହଲତ ଦେଲା କଂଗ୍ରେସ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଏନେଇ ଦଳ ପକ୍ଷରୁ ଆଜି ସନ୍ଧ୍ୟା ସୁଦ୍ଧା ମହଲତ ଦିଆଯାଇଛି। ସନ୍ଧ୍ୟା ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରିକି…