Odisha Link
Bridging the Missing Links in Odisha

ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୁଳପତି ପ୍ରଫେସର ଅର୍କ କୁମାର ଦାସ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଅର୍କ କୁମାର ଦାସ ୩ ବର୍ଷ ଯାଏଁ କୁଳପତି ଦାୟିତ୍ବରେ ରହିବେ। ଏନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ସେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ଅଛନ୍ତି।

Comments are closed.