Odisha Link
Bridging the Missing Links in Odisha
Daily Archives

January 23, 2021

ସଡ଼କ ଦୁର୍ଘଟଣା; ଚାଲିଗଲା ୩ ଜୀବନ

ଉମରକୋଟ: ଛତିଶଗଡ଼ର ଜବଲପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ମେନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଡ୍ରାଇଭିଂ ଲାଇସେନ୍ସ କାମ ପାଇଁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ତୋହର ଓ…

୫ ମାସରେ ୩୧ ଥର କରୋନା ପଜିଟିଭ୍ ହେଲେ…

ଭରତପୁର: ୫ ମାସରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହେଲେ ମହିଳା। ଏଭଳି ଏକ ବିରଳ ଘଟଣା ଘଟିଛି ରାଜସ୍ଥାନର ଭାରତପୁର ଜିଲ୍ଲାରେ। ଜଣେ ମହିଳା ପାଞ୍ଚ ମାସ ପୂର୍ବେ କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହେବା ପରେ ୩୧ ଥର କରୋନା ପରୀକ୍ଷା କରିବା ସହ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଆରବିଏମ୍…

ସୋଆ ପକ୍ଷରୁ ନେତାଜୀଙ୍କ ୧୨୫ତମ ଜନ୍ମ…

ଭୁବନେଶ୍ଵର: ଓଡ଼ିଶାର ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ବିଶ୍ଵବିଦ୍ୟାଳୟ ପରିସରରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଯୋଗ ଦେଇ ବିଶ୍ଵବିଦ୍ୟାଳୟର କୁଳପତି…

ପୁଣି ସୀମାରେ ସୁଡ଼ଙ୍ଗ ଠାବ

ନୂଆଦିଲ୍ଲୀ: ପୁଣି ସୀମାରେ ସୁଡ଼ଙ୍ଗ ଠାବ।ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତଭାରତ-ପାକ୍‌ ସୀମାରୁ ପ୍ରାୟ ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର ଏହି ସୁଡଙ୍ଗକୁ ଠାବ କରିଛନ୍ତି ବିଏସଏଫ୍ ଯବାନ୍। ୧୦ ଦିନ ପୂର୍ବରୁ ସୀମାରେ ଆଉ ଏକ ବିରାଟ ସୁଡ଼ଙ୍ଗ ଠାବ ହୋଇଥିଲା।ସୁଡ଼ଙ୍ଗ ଠାବ ହେବା ପରେ ପାଟ୍ରୋଲିଂ…

ଗୋଷ୍ଠୀ ସଂଘର୍ଷ: ୨ ମୃତ

ବାଲାଙ୍ଗିର: ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଦେଖା ଦେଇଛି। ସଂଘର୍ଷରେ ୨ ଜରଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି ଦେଓଗାଁ ଥାନା ଜରାସିଙ୍ଗା ଗାଁରେ। ଏଥିରେ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ଗୁରୁତର ୪ ଜଣଙ୍କ ମଧ୍ୟରୁ ବୁର୍ଲା ସ୍ଥାନାନ୍ତର ବେଳେ…

ଖୁବ୍ ଶୀଘ୍ର ଅଚଳ ହେବ ପୁରୁଣା ୫, ୧୦ ଓ…

ନୂଆଦିଲ୍ଲୀ: ଅଚଳ ହେବ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ‌! ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌କୁ ବଜାରରୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଯୋଜନା କରୁଥିବା ଜଣାପଡ଼ିଛି। ଆର୍‌ବିଆଇ ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ୍‌ ସୁଦ୍ଧା ଏହି ପୁରୁଣା…

ଘନ କୁହୁଡି ପାଇଁ ୧୦ ଜିଲ୍ଲାକୁ ୟେଲୋ…

ବଲାଙ୍ଗିର: ରାଜ୍ୟର ୧୦ ଜିଲ୍ଲାରେ ଘନ କୁହୁଡି ଆଶଙ୍କା। ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୦ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି। ଏନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୮ଟି ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଅନୁଗୁଳ ଓ…

ନେତାଜୀଙ୍କ ପ୍ରେରଣାରେ ଆଗକୁ ବଢୁଛି ଦେଶ:…

ପଶ୍ଚିମବଙ୍ଗ: ଓଡ଼ିଶାର ବରପୁତ୍ର ନେତାଜୀ ସୁଭାଷ ବୋଷଙ୍କ ପାଖରେ ଏ ସାରା ଦେଶ ଋଣୀ। ଆଜି ୧୩୦ କୋଟିରୁ ଅଧିକ ଲୋକଙ୍କ ଦେହରେ ଆଜି ଯେଉଁ ରକ୍ତ ବିନ୍ଦୁ ବୋହୁଛି। ଆଜି ପ୍ରତିିଟି ଭାରତୀୟ ନିଜ ଛାତିରେ ହାତ ରଖିଲେ ସୁବାଷ ବୋଷଙ୍କ ନାଁ ଶୁଭିବ। ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀ ଉତ୍ସବ ପାଳନ କରି ଏପରି…

ପତ୍ନୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ୍ କଲା…

ଆଗ୍ରା: ପତ୍ନୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ୍ କଲା ସ୍ୱାମୀ। ଏଭଳି ଏକ ଲଜ୍ଜାଜନକ ଓ ଘୃଣ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରା ଅଞ୍ଚଳରେ। ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀଙ୍କର ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି। ଏହି ଖବର ଜାଣିବା ପରେ ପତ୍ନୀ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ଏନେଇ ତଦନ୍ତ ଜାରି…

ଆମେରିକାର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ…

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ମୁତୟନ ହୋଇଥିବା ୧୫୦ରୁ ଅଧିକ ସୁରକ୍ଷାକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଆମେରିକାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଜାନୁଆରୀ ୨୦ରେ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ତେବେ ଏହି…