Odisha Link
Bridging the Missing Links in Odisha
Daily Archives

February 24, 2021

ବଡ଼ ପରଦାରେ ନଜର ଆସିବେ କୁମାର ବିଶ୍ୱାସ

ମୁମ୍ବାଇ: ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି ପ୍ରସିଦ୍ଧ କବି ତଥା ରାଜନେତା କୁମାର ବିଶ୍ୱାସ। ସାହିତ୍ୟ ମଞ୍ଚରେ କବିତା ପାଠ, ଅନ୍ନା ହଜାରେଙ୍କ ଆନ୍ଦୋଳନର ପ୍ରମୁଖ ଚେହାରା ପାଲଟିବା ପରେ ଏବେ ରାଜନୀତିରେ ନିଜର ଭାଷଣ ପାଇଁ ଚର୍ଚ୍ଚାରେ ରହୁଥିବା କୁମାର ବିଶ୍ୱାସ ଖୁବଶୀଘ୍ର ବଲିଉଡରେ ପ୍ରବେଶ…

ରାଜଧାନୀରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା। ଏକ ଇନୋଭା ଗାଡ଼ି ଧକ୍କାରେ ୪ଟି ବାଇକ ଚୁନା ହୋଇଯାଇଛି। ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ପ୍ରଥମେ ବାଣୀବିହାରରେ ଏକ ଇନୋଭା କାର ବାଇକକୁ ଧକ୍କା ଦେଇଥିଲା। ପୁଲିସ କାରଟିକୁ…

ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ଦିଆଯିବ…

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଆଜି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆସନ୍ତା ମାର୍ଚ୍ଚ ପହିଲାରୁ ବୟସ୍କ ଲୋକଙ୍କୁ ଦିଆଯିବ କରୋନା ଟିକା। ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛିନ୍ତି। ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ୫ ଲକ୍ଷ ଟଙ୍କାର ନଗଦ ଜମା ସହ ୨ ଜଣ ଜାମିନଦାରଙ୍କ ବଦଳରେ ପ୍ରଦୀପଙ୍କୁ ଜାମିନ ମିଳିଛି। ୨୪…

ସମୟ ଦେଇନାହାନ୍ତି, ମାଗିଛି ଓଡ଼ିଶା!

ଭୁବନେଶ୍ବର: କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗରେ ନୂଆ ମୋଡ଼ ନେଇଛି। ଆନ୍ଧ୍ର ଜବାବ ପ୍ରତି ଜବାବ ପାଇଁ ରାଜ୍ୟ୪ ସପ୍ତାହା ସମୟ ମାଗିଛି। ସୁପ୍ରିମକୋର୍ଟଙ୍କ ଠାରେ ରାଜ୍ୟ ୪ ସପ୍ତାହ ସମୟ ମାଗିଥିବା ଏନେଇ ସୂଚନା ମିଳିଛି। ଆଜି ବିଧାନସଭାରେ ମୁଲତବି ଆଲୋଚନାରେ ଉତ୍ତ ଦେଇଛନ୍ତି…

ଘୋଷଣା ହେଲା +୨ ପରୀକ୍ଷା ସୂଚୀ

ଭୁବନେଶ୍ବର: ଚଳିତ ବର୍ଷ +୨ ପରୀକ୍ଷା ପାଇଁ ସୂଚୀ ପ୍ରକାଶ ପାଇଛି। ଆସନ୍ତ ମେ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମେ ୧୮ରୁ ଜୁନ୍ ୧୨ ଯାଏଁ ଚାଲିବ ଯୁକ୍ତ ଦୁଇ ପରୀକ୍ଷା। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ସହ ଧନ୍ଦାମୂଳକ ଶିକ୍ଷାର…

ଘାରିଛି କରୋନା ଦ୍ବିତୀୟ ଲହରି, ସଂଧ୍ୟା…

ଭୁବନେଶ୍ବର: ଦୀର୍ଘ ଏଗାର ମାସ ହେବ କଲବଲ କରୁଛି କରୋନା। କିଛି ଦିନ ହେବ କରୋନା ଟିକା ଆସିବା ପରେ ଲୋକମାନଙ୍କ ମନରୁ ଭୟ ଦୂର ହୋଇ ଯାଇଥିଲା। କିନ୍ତୁ ଏହାରି ଭିତରେ ଆସିଛି କରୋନାକୁ ନେଇ ଆଉ ଏକ ବଡ଼ ଖବର। ଏବେ ସାରା ଦେଶରେ ଘାରିଛି କରୋନାର ଦ୍ବିତୀୟ ଲହରି ଚିନ୍ତା। ମହାରାଷ୍ଟ୍ର ସମେତ ଦେଶର ୫ ରାଜ୍ୟରେ…

ହାତୀ ଆକ୍ରମଣରେ ମା’ ଓ ପୁଅ ମୃତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ପଞ୍ଚାୟତ ଅଖରାଦାଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରିନା ମୁଣ୍ଡା ଓ ପୁଅ ସାହିଦ ମୁଣ୍ଡା।…

ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସରେ ପଡ଼ୁଥିବା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କୋଣ ଅନୁକୋଣରେ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ମାସରେ ବ୍ୟାଙ୍କ ୧୧ ଦିନ ବନ୍ଦ ରହିବ। ଆରବିଆଇ ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ କିଛି ଅତିରିକ୍ତ ଛୁଟି ଦିବସ ରହିବା କିଛି ଆଞ୍ଚଳିକ ଉତ୍ସବ ପଡ଼ୁଥିବାରୁ…

ରାଜ୍ୟରେ କରୋନା: ୬୮ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୮୩୫ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣ…