Odisha Link
Bridging the Missing Links in Odisha

ଅପମିଶ୍ରଣ ପେଟ୍ରୋଲ ପମ୍ପ ସିଲ

ଭୁବନେଶ୍ୱର: ଅପମିଶ୍ରଣ ପେଟ୍ରୋଲ ପମ୍ପ ସିଲ । ବରମୁଣ୍ଡା ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଟିତୁଣ୍ଡ ପରେ ସିଲ ହୋଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ କିଛି ଗ୍ରାହକ ଏ ନେଇ ଅଭିଯୋଗ କରିଥିଲେ।

ପେଟ୍ରୋଲ ପକାଇବା ପରେ ଗାଡିରେ ପେଟ୍ରୋଲ ରହିନଥିଲା । ଏମିତି ହେବା ପରେ କିଛି ଗ୍ରାହକ ସେଠାରେ ଏକାଠି ହୋଇ ପାଟିତୁଣ୍ଡ କରି ଏନେଇ ଅଭିଯୋଗ ଆଣିଥିଲେ । ପରେ ପୋଲିସ ପେଟ୍ରୋଲ ପମ୍ପରେ ପହଂଚି ଆଜିୁ ତାକୁ ସିଲ୍ କରିଥିବା ସୂଚନା ମିଳିଛି।

Comments are closed.