ଗୋଟିଏ ଝିଅକୁ ପ୍ରେମ କରି ଜୀବନ ହାରିଲେ…
ରାଜସ୍ଥାନ: କାହାକୁ କେତେବେଳେ ଆଉ କେମିତି ପ୍ରେମ ହୋଇଥାଏ ତାହା ସମସ୍ତଙ୍କୁ ଅଜଣା। ସେମିତି ଗୋଟିଏ ଝିଅକୁ ଭଲ ପାଉଥିଲେ ଦୁୁଇ ଜଣ ସମ୍ପର୍କୀୟ ଭାଇ। ଏପରିକି ଦୁଇ ଭାଇ ନିଜ ହାତରେ ଝିଅର ନାଁ ଲେଖିଥିଲେ। ହେଲେ ହଠାତ୍ ଦୁଇ ଭାଇ ଟ୍ରେନ୍ ଆଗକୁ ଡେଇଁ କରିଛନ୍ତି ଆତ୍ମହତ୍ୟା। ଏଭଳି ଚରମ ପଦକ୍ଷେପ କ'ଣ ପାଇଁ…