Odisha Link
Bridging the Missing Links in Odisha
Daily Archives

March 11, 2021

ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରକୁ ଆକ୍ରମଣ। ଗତକାଲି ନନ୍ଦିଗ୍ରାମରେ ମମତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଅଭିଯୋଗ ମୁତାବକ ତାଙ୍କ ଗୋଡ ଉପରେ ଗାଡି ଚଢାଇ ଆଘାତ କରିବାକୁ ଉଦ୍ୟମ ହୋଇଛି। ମମତା ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମମତାଙ୍କ ଆଶୁ ଆରୋଗ୍ୟ…

କୂଅରେ ପଡ଼ିଲା ହାତୀ, ଉଦ୍ଧାର କାର୍ଯ୍ୟ…

ବନ୍ତଳା: କୂଅରେ ପଡ଼ିଲା ହାତୀ। ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ହାତୀ ପଡି ଦୀର୍ଘ ୮ଘଣ୍ଟା ହେଲା ଛଟପଟ ହେଉଛି। ରାତି ପ୍ରାୟ ୨ଟା ବେଳେ ହାତୀଟି ଏହି କୂଅରେ ପଡ଼ିଥିବା ବେଳେ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ…

ମହାଶିବରାତ୍ରୀ ଅବସରରେ ଦେଶବାସୀଙ୍କୁ…

ହରିଦ୍ୱାର: ଆଜି ପବିତ୍ର ମହା ଶିବରାତ୍ରୀ। ମହା ଶିବରାତ୍ରୀ ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍‌ କରି ଲେଖିଛନ୍ତି, ମହା ଶିବରାତ୍ରୀର ପବିତ୍ର ବେଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଦେବୀ ପାର୍ବତୀ ଏବଂ ଭଗବାନ…

ମହା ଶିବରାତ୍ରୀରେ ଆପଣାନ୍ତୁ ଏହି ଉପାୟ,…

ଭୁବନେଶ୍ୱର: ଆଜି ପବିତ୍ର ମହା ଶିବରାତ୍ରି। ସାରା ଦେଶରେ ମହା ଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶୈବପୀଠ। ସନାତନ ଧର୍ମରେ ମହା ଶିବରାତ୍ରୀର ଅନେକ ବିଶେଷ ମହତ୍ୱ ରହିଛି। ଚଳିତ ବର୍ଷ ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହା ଶିବରାତ୍ରି ପଡ଼ିଛି। ଆଜିର ଦିନରେ ଭକ୍ତ ମାନେ ଶିବଙ୍କୁ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ

ଆଗ୍ରା: ମହାଶିବରାତ୍ରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ସକାଳୁ ସକାଳୁ ଜାତୀୟ ରାଜପଥରେ ଟ୍ରକ୍‌ ଓ ସ୍କୋପ୍ରିଓ ମୁହାଁମୁହିଁ ଧକ୍କା ହୋଇଛି। ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ଇଟମାଦପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।…

ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ୩…

କାମାକ୍ଷାନଗର: ରାଜ୍ୟର ବିଭିନ୍ନ ଜଙ୍ଗଲ ଏବେ ଜଳୁଛି। ଜଙ୍ଗଲରେ ନିଆଁ ନେଇ ଚିନ୍ତାରେ ରାଜ୍ୟବାସୀ। ଏହାରି ମଧ୍ୟରେ ଆଜି ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ନେଇ ବନ ବିଭାଗ ୩…

ଭାରତୀୟ ନୌସେନାରେ ସାମିଲ ହେଲା ‘INS…

ମୁମ୍ବାଇ: ଭାରତୀୟ ନୌସେନାରେ ସାମିଲ ହୋଇଛି ଆଉ ଏକ ବୁଡ଼ାଜାହାଜ। ଯାହା ଭାରତୀୟ ନୌସେନାକୁ ଆହୁରି ଶକ୍ତିଶାଳୀ କରିପାରିଛି। ଭାରତର ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଅତ୍ୟାଧୁନିକ…

ଆଜି ପବିତ୍ର ମହାଶିବରାତ୍ରୀ, କୋଭିଡ…

ଭୁବନେଶ୍ବର: ଆଜି ପବିତ୍ର ମହାଶିବରାତ୍ରୀ। ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶୈବ ପୀଠ। କରୋନା ଭିତରେ ପାଳନ ହେବ ଜାଗର। ବହୁ ବିବାଦ ପରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଜାଗର ଜାଳିବାକୁ ଭକ୍ତଙ୍କୁ ମିଳିଛି ଅନୁମତି। ମହାଶିବରାତ୍ରୀକୁ ସୁରୁଖୁରୁରେ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ…