Odisha Link
Bridging the Missing Links in Odisha
Daily Archives

March 11, 2021

କର୍ଣ୍ଣାଟକ ବିପକ୍ଷରେ ପୃଥ୍ବୀ ଖେଳିଲେ…

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଓ ଟି-୨୦ ସିରିଜରୁ ବାଦ ପଡ଼ିଥିବା ପୃଥ୍ବୀ ଶ' ବିଜୟ ହଜାରେ ଟ୍ରଫିରେ କରୁଛନ୍ତି ଦମଦାର ପ୍ରଦର୍ଶନ। ନୂଆଦିଲ୍ଲୀରେ ଖେଳା ଯାଉଥିବା ବିଜୟ ହଜାରେ ଟ୍ରଫିର ସେମି ଫାଇନାଲ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛନ୍ତି ମୁ‌ମ୍ବାଇ ଦଳର ଅଧିନାୟକ ପୃଥ୍ବୀ ଶ'। କର୍ଣ୍ଣାଟକ…

ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ ସଦସ୍ୟ

ଭୁବନେଶ୍ୱର: ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ କେନ୍ଦ୍ରୀୟ ଟିମ ସଦସ୍ୟ ଓଡ଼ିଶାରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଅମିତ ମଲ୍ଲିକ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଟିମ୍‌ର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ମଧ୍ୟ ଭୁବନେଶ୍ୱରରେ ଅଛନ୍ତି। କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଅମିତ ଓ…

ଦେଶରେ କରୋନା: ଏହି ସହରକୁ ପୁଣି ଫେରିଲା…

ମହାରାଷ୍ଟ୍ର: କରୋନା କାୟା ପୁଣି ଦିନକୁ ଦିନ ବିଢିବାରେ ଲାଗିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ର‌ଖି ନାଗପୁରକୁ ସମ୍ପୂର୍ଣ୍ଣ ଲକ-ଡାଉନ୍ କରାଯାଇଛି। ଏନେଇ ମନ୍ତ୍ରୀ ନିତିନ ରାୱତ ଆଜି ଏହାର ଘୋଷଣା କରିଛନ୍ତି। ନାଗପୁରରେ ମାର୍ଚ୍ଚ ୧୫ ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍…

ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ…

ବ୍ୟାଙ୍ଗ୍‌କକ୍: ମହାମାରୀ କରୋନା ସଂକ୍ରମଣ କବଳରୁ ବର୍ତ୍ତିବା ପାଇଁ ସମସ୍ତେ ସାନିଟାଇଜରର ବ୍ୟବହାର କରୁଛନ୍ତି। ହେଲେ ସାମ୍ବାଦିକ ପ୍ରଶ୍ନବାଣରୁ ବର୍ତ୍ତିବା ପାଇଁ ସାମ୍ବାଦିକଙ୍କ ଉପରକୁ ସାନିଟାଇଜର ସ୍ପ୍ରେ କରି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ। ଥ୍ୟାଇଲାଣ୍ଡରୁ ଆସିଛି ଏମିତି ଏକ ଖବର। ଥ୍ୟାଇଲାଣ୍ଡର…

ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ। ଏନେଇ କାଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଆଉ କିଛି ଆତଙ୍କୀ ଲୁଚି ରହିଥିବାର ସୂଚନା ମିଳିଛି ଫଳରେ…

ସାନ ଭାଇ ଓ ଭାଇ ବୋହୂକୁ ହତ୍ୟାକଲା ବଡ଼…

ଭୋପାଳ: ବଡ଼ ଭାଇ ସାଜିଲା ସଇତାନ। ସାନ ଭାଇ ଓ ଭାଇ ବୋହୂକୁ ହତ୍ୟାକଲା ବଡ଼ ଭାଇ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମଧ୍ୟପ୍ରଦେଶରେ। ବଡ଼ଭାଇର ବିବାହ ପୂର୍ବରୁ ସାନଭାଇର ବିବାହକୁ ନେଇ ଚାପରେ ରହୁଥିଲା ବଡ଼ଭାଇ। ଶେଷରେ କ୍ରୋଧରେ ଉଭୟଙ୍କୁ କରାଢ଼ିରେ ହାଣି ହତ୍ୟା କରିଛି ବଡ଼ଭାଇ। ପୁଲିସର ସୂଚନା ମୁତାବକ,…

୨୬ରେ ଭାରତ ବନ୍ଦ ଡାକରା ଦେଲେ କୃଷକ…

ନୂଆଦିଲ୍ଲୀ: ଦୀର୍ଘ ୪ମାସ ହେଲାଣି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଚାଷୀ। ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିବା ପରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ। ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ। ଗତକାଲି ସିଂଘୁ…

୩ ଦିନ ଯାଏଁ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଆଶଙ୍କା। ପାଣିପାଗ ବିଭାଗ ସୂଚନା ମୁତାବକ, ପଶ୍ଚିମା ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଆସନ୍ତା ୩ ଦିନ କେତେକ ଜିଲ୍ଲାରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ହୋଇପାରେ। ଯଦିଓ ରାଜ୍ୟର ଅନେକ ଜାଗାରେ ବର୍ଷା ସମ୍ଭାବନା ନାହିଁ,…

ଅଧିକ ଭିଡ଼ ହେଲେ ବନ୍ଦ ହେବ ଦୀପଦାନ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ। ମହାଶିବରାତ୍ରି ପାଇଁ ଉପଲକ୍ଷେ ରାଜ୍ୟର ସମସ୍ତ ଶୈବ ପୀଠରେ ମହାଦେବଙ୍କ ଆରାଧନା କରାଯାଉଛି। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁମାନେ ଲିଙ୍ଗରାଜଙ୍କର ଦର୍ଶନ କରୁଛନ୍ତି। ତେବେ ଲିଙ୍ଗରାଜ ମନ୍ଦିରରେ ଅତ୍ୟଧିକ ଗହଳି ହେଲେ ଦୀପ ଦାନ ବନ୍ଦ…

ଖାଇକୁ ଖସିଲା ବସ୍; ୨୭ ମୃତ, ୩୯ ଆହତ

ଜାକର୍ତ୍ତା: ଖାଇକୁ ଖସିଲା ପର୍ଯ୍ୟଟକ ବସ୍।‌ ବ୍ରେକ୍‌ ଫେଲ୍‌ କାରଣରୁ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ପର୍ଯ୍ୟଟକ ବସ୍‌ ଖାଇରେ ଖସି ପଡ଼ିଛି। ଦୁର୍ଘଟଣାରେ ପ୍ରୟତଃ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ ଏବଂ ଉଦ୍ଧାରକାରୀମାନେ କହିଛନ୍ତି। ସୂଚନା ମୁତାବକ,…