Odisha Link
Bridging the Missing Links in Odisha
Daily Archives

March 13, 2021

ଟି୨୦ରେ ଭାରତର ସବୁଠାରୁ ସଫଳ ବୋଲର ଚହଲ,…

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ପରାଜୟ ବରଣ କରିଛି ଟିମ୍‌ ଇଣ୍ଡିଆ। ଭ୍ରମଣକାରୀ ଇଂଲଣ୍ଡ ଦଳ ବିରାଟ ବାହିନୀକୁ ୮ ଓ୍ବିକେଟରେ ମାତ୍‌ ଦେଇଛି। ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ହାରିଥିବା ସତ୍ତ୍ବେ ଦଳର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ କରିଛନ୍ତି ରେକର୍ଡ। ଟିମ୍‌ ଇଣ୍ଡିଆର ଲେଗ୍‌…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ, ୧୨…

ଯୋଧପୁର: ରାଜସ୍ଥାନର ଯୋଧପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଏକ ପର୍ଯ୍ୟଟକ ବସ୍ ଓ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ୧୨ ଜଣ ଆହତଙ୍କ ମଧ୍ୟରୁ ୬ ଜଣ ଶିଶୁ ଥିବା ଜଣାପଡ଼ିଛି। ସମସ୍ତ ମୃତାହତ ବ୍ୟକ୍ତି ଦିଲ୍ଲୀର…

୧୬ରୁ ଭିସୁଟ୍‌ରେ ଅଫଲାଇନ୍ କ୍ଲାସ୍ ଆରମ୍ଭ

ସମ୍ବଲପୁର: ଆସନ୍ତା ୧୬ ତାରିଖରୁ ବୁର୍ଲା ଭିସୁଟରେ ଅଫଲାଇନ୍ କ୍ଲାସ୍ ଆରମ୍ଭ। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା କାରଣରୁ ସମସ୍ତ ସେମିଷ୍ଟାର ଓ କ୍ଲାସକୁ ବାତିଲ କରାଯାଇଥିଲା। ଭିସୁଟର ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ…

ଜମ୍ମୁ-କଶ୍ମୀରରେ ୭ ଆତଙ୍କବାଦୀ ସହଯୋଗୀ…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ୭ ଆତଙ୍କବାଦୀ ସହଯୋଗୀ ଗିରଫ। ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାର ଏକାଧିକ ଅଞ୍ଚଳରୁ ୭ଜଣ ସହଯୋଗୀ ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଛି। ଜମ୍ମୁ ଓ କଶ୍ମୀର ପୁଲିସ ଏନେଇ ସୂଚନା ଦେଇଛି। ୭ଜଣ ଯାକ ଆତଙ୍କବାଦୀ ସଙ୍ଗଠନ ‘ହିଜବୁଲ୍‌ ମୁଜାହିଦୀନ’ର ସହଯୋଗୀ ବା ‘ଓଭର୍‌…

ଗଣଶିକ୍ଷା ମନ୍ତ୍ରୀଙ୍କର ଅଚାନକ ସ୍କୁଲ…

ପୁରୀ: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କର ଅଚାନକ ସ୍କୁଲ ପରିଦର୍ଶନ। ପୁରୀ ଜିଲ୍ଲାକୁ ଅଚାନକ ଗସ୍ତ କରି ସ୍କୁଲରେ ଶିକ୍ଷାଦାନ ପ୍ରସଙ୍ଗରେ ପିଲାଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ। ଏଥିସହ ଅଭ୍ୟାସ ବୋର୍ଡ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ…

କାଳବୈଶାଖୀ ସହ ବଜ୍ରପାତ ଆଶଙ୍କା, ୧୧…

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ଉତ୍ତର ଉପକୂଳ ଓଡ଼ିଶା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହେଇପାରେ। ସେହିପରି…

ଝାରସୁଗୁଡାରୁ ଚେନ୍ନlଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡାରୁ ଚେନ୍ନlଇକୁ ଉଡ଼ିବ ବିମାନ। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆସନ୍ତା ୨୮ ତାରିଖରୁ ଝାରସୁଗୁଡ଼ାରୁ ଚେନ୍ନlଇକୁ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ସାତ ଦିନ ସ୍ପାଇସ ଜେଟ୍ ବିମାନ ସେବା ଯୋଗାଇବ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା…

ଅଗଷ୍ଟ ପହିଲାରେ NEET ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ପହିଲାରେ ହେବ ଚଳିତ ବର୍ଷର ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET। ଏ ନେଇ ଗତକାଲି ସୂଚନା ଦେଇଛି ନାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)। ସାରା ଦେଶରେ ଇଂରାଜୀ ଓ ହିନ୍ଦୀ ସମେତ ୧୧ଟି ଭାଷାରେ ପରୀକ୍ଷା ହେବ। ଅଫଲାଇନରେ…

ଭୁବନେଶ୍ୱରରେ ୬ କୋଟିରୁ ଉର୍ଦ୍ଧ୍ବ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ଜାଲ୍‌ ବିଲ୍ ତିଆରି କରି ସରକାରଙ୍କୁ କୋଟି କୋଟି ଟଙ୍କାର ଜିଏସ୍‌ଟି ଫାଙ୍କିଛି ଡି.ଡି. ବିଲ୍ଡର୍ସ ଲିମିଟେଡ୍। ଭୁବନେଶ୍ୱର ଲୁଇସ୍ ରୋଡ ସ୍ଥିତି ଡିଡି ବିଲ୍ଡର୍ସ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ କରିଛି…

ଆଜିଠୁ ୪ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ

ନୂଆଦିଲ୍ଲୀ: ଆଜିଠୁ ଆସନ୍ତା ୪ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ ରହିବ। ମୋବାଇଲ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଂକୁ ବାଦ୍‌ ଦେଲେ ଦେଶରେ ଥିବା ସମସ୍ତ ବ୍ୟାଙ୍କ୍‌ ବନ୍ଦ ରହିବ। ଆଜିଠାରୁ ଆସନ୍ତା ମଙ୍ଗଳବାର ଯାଏ ବ୍ୟାଙ୍କର ବ୍ରାଞ୍ଚ ଗୁଡ଼ିକରେ କୌଣସି ଆର୍ଥିକ କାରବାର ହେବନାହିଁ। କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକର…