Odisha Link
Bridging the Missing Links in Odisha
Daily Archives

March 18, 2021

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ…

ପୁରୀ: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବରକୁ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଓଡ଼ିଶା ସମେତ ୬ ରାଜ୍ୟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମି ବିକ୍ରି ପ୍ରସଙ୍ଗକୁ ନେଇ ସ୍ପଷ୍ଟୀକରଣ ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ। ଜମି ବିକ୍ରି ଯୋଜନା ଖବର…

ବିଜେପିରେ ଯୋଗ ଦେଲେ ‘ରାମ’

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ରାମାୟଣରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ। ଆଜି ନୂଆଦିଲ୍ଲୀଠାରେ ଥିବା ବିଜେପି କାର୍ଯ୍ୟାଳୟଠାରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଲୋକପ୍ରିୟ ଅଭିନେତା ଅରୁଣ…

ଅଟୋ ଡ୍ରାଇଭରଙ୍କ ଡ୍ୟାନ୍ସ ଭିଡିଓ…

ମୁମ୍ବାଇ: ସୋସିଆଲ ମିଡିଆ କେତେ ବେଳେ କାହାର ଭାଗ୍ୟ ବଦଳାଇ ଦେବ ତାହା କହିହେବନି। ରାତାରାତି କାହାକୁ ଷ୍ଟାର କରିବାରେ ସୋସିଆଲ ମିଡିଆର ଅବଦାନ ଅନେକ। ସୋସିଆଲ ମିଡିଆ ଜଣେ ଅଟୋ ଡ୍ରାଇଭରଙ୍କ ଭାଗ୍ୟ ବଦଳାଇ ଦେଇଛି। ଖୁସିରେ ନାଚୁ ନାଚୁ ରାତାରାତି ହୋଇଗଲେ ଷ୍ଟାର ଏବଂ ମିଳିଲା ଫିଲ୍ମ ଅଫର। କଥାଟା…

ବଜ୍ରପାତ ଆଶଙ୍କା, ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ଆସନ୍ତା କାଲିଠୁ ୨ ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। କାଲି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ପାଣିପାଗ ବିଭାଗ। ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ…

‘ଚେହେରେ’ରେ ନଜର ଆସିଲେ ରିୟା,…

ମୁମ୍ବାଇ: ରିଲିଜ୍‌ ହେଲା ନିର୍ଦ୍ଦେଶକ ରୁମି ଜାଫରୀଙ୍କ ଫିଲ୍ମ ‘ଚେହେରେ'ର ଟ୍ରେଲର। ଫିଲ୍ମର ଟ୍ରେଲରରେ ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ମୁଖ୍ୟ ଭୂମିକାରେ ଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ଫିଲ୍ମରେ ଚଜର ଆସିଛନ୍ତି। 'ଚେହରେ’କୁ ନେଇ ଦୀର୍ଘ ଦିନ ଧରି ସସ୍ପେନ୍ସ ଲାଗି ରହିଥିଲା।…

ବଢ଼ିଲା ସୁନା ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: ବଢ଼ିଲା ସୁନା ଦର। ଅନ୍ତର୍ଜାତୀୟ ସ୍ତରରେ ସୁନା ଦାମ୍ ବୃଦ୍ଧି ଯୋଗୁଁ ଘରୋଇ ମାର୍କେଟ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏମସିଏକ୍ସରେ ସୁନା ଦର ଦ୍ୱିପ୍ରହର ସାଢେ ୧୨ଟା ସୁଦ୍ଧା ପ୍ରାୟ .୮୮ ପ୍ରତିଶତ ଅର୍ଥାତ୍ ୪୦୦ ଟଙ୍କା ବୃଦ୍ଧି ସହିତ ୪୫୨୩୬ ଟଙ୍କା ପ୍ରତି ୧୦ ଗ୍ରାମରେ…

ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ଫାଇନ୍

ଗଞ୍ଜାମ: ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ପାଇଁ‌ ଫାଇନ୍। ଏଭଳି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମ୍ନାକୁ ଆସିଛି। କରୋନା ମହାମାରୀ କାରଣରୁ ନୂଆ ଟ୍ରାଫିକ୍‌ ନିୟମକୁ କେହାଳ କରାଯାଇଥିବା ବେଳେ ଏବେ କ୍‌ଡାଉନ୍‌ ହଟିବା ପରେ ପୁଣି ଗାଡ଼ି ଚେକିଂକୁ କଡ଼ା କଡ଼ି କରାଯାଇଛି। ମାତ୍ର ହେଲମେଟ୍‌ ପାଇଁ ଟ୍ରକ୍‌…

ସ୍ୱାଧୀନତା ସଂଗ୍ରାମୀ ରତ୍ନାକର ନନ୍ଦଙ୍କ…

ବୋଲଗଡ : ସ୍ୱାଧୀନତା ସଂଗ୍ରାମୀ ରତ୍ନାକର ନନ୍ଦଙ୍କ ପରଲୋକ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଞ୍ଚଳରେ ଶୋକାକୁଳ ଛାଇ ଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ଶେଷ ସମୟରେ ସେ ଭୁବନେଶ୍ୱରରେ ପୁଅ ଅଶୋକ କୁମାର ନନ୍ଦ ପାଖରେ ରହୁଥିଲେ, ବାର୍ଦ୍ଧକ୍ୟ ଜନିତ କାରଣରୁ ପରଲୋକ ହେବାପରେ,…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ନୂଆଦିଲ୍ଲୀ: ନନ୍ଦିଗ୍ରାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ରାଲିରେ ଉପରକୁ ଆକ୍ରମଣ। ଏହି ଆକ୍ରମଣରେ ବିଜେପିର ଜଣେ କର୍ମକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣରେ ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ପୁରନ୍‌ ଚନ୍ଦ୍ର ପାତ୍ରଙ୍କର ମୁଣ୍ଡ ଫାଟିଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଲାପଟପ୍‌ ବଦଳରେ ମିଳିବ ୩୦ ହଜାର ଟଙ୍କା

ଭୁବନେଶ୍ୱର : ଯୁକ୍ତ ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ପରିବର୍ତ୍ତେ ମିଳିବ ଟଙ୍କା। ଚଳିତବର୍ଷରୁ ଲାପଟପ୍‌ ବଦଳରେ ୩୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ । ଏଥିପାଇଁ ମେଧାବୀ ଛାତ୍ରଛାତ୍ରୀ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ପୂର୍ବରୁ ଆବେଦନର ଶେଷ ତାରିଖ ଚଳିତ ମାସ…