Odisha Link
Bridging the Missing Links in Odisha
Daily Archives

March 21, 2021

ଉଦଘାଟିତ ହେଲା ରାଉରକେଲା ଆଇଜିଏଚ୍…

ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସି ଆଜି ରାଉରକେଲାରେ ପହଞ୍ଚିଛନ୍ତି। ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ ରାଉରକେଲା ଆଇଜିଏଚ୍ ସୁପରସ୍ପେସିଆଲିଟି ହସ୍ପିଟାଲ୍‌ର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ର ଉଦ୍ଦେଶ୍ୟରେ ଆଇଜିଏଚ୍ ସୁପରସ୍ପେସିଆଲିଟି…

ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା…

ପୁରୀ: ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ। ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କର ଆଶୀର୍ବାଦ ଲୋଡିଛନ୍ତି। ଗୋବିନ୍ଦା କହିଛନ୍ତି, ମୋ ଉପରେ ଭଗବାନଙ୍କ ବହୁତ କୃପା ରହିଛି। ଅନେକ ଅସୁବିଧାରୁ ମହାପ୍ରଭୁ ମତେ ମୁକ୍ତ କରିଛନ୍ତି।…

ଆଜି ପୃଥିବୀ ନିକଟତର ହେବ ଏହି ଗ୍ରହାଣୁ

ନୂଆଦିଲ୍ଲୀ: ଆଜି ପୃଥିବୀ ନିକଟତର ହେଇ ଗତି କରିବ ଗ୍ରହାଣୁ। ‘୨୦୦୧ ଏଫ୍‌ଓ୩୨’ ପ୍ରକାଣ୍ଡ ଗ୍ରହାଣୁ ଅତି କ୍ଷୀପ୍ର ବେଗରେ ପୃଥିବୀ ନିକଟତର ହେଇ ଗତି କରିବ।ଭାରତୀୟ ସମୟ ରବିବାର ରାତି ପ୍ରାୟ ୯.୩୦ରେ ଏହି ଗ୍ରହାଣୁ ପୃଥିବୀର ନିକଟତର ହେବ ବୋଲି ଫ୍ରାନ୍‌ସ୍‌ର ସର୍ବବୃହତ୍‌ ଜ୍ୟୋତିର୍ବିଜ୍ଞାନ ଗବେଷଣା…

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ କରୋନା

ନୂଆଦିଲ୍ଲୀ: ପୁଣି ମହମାରୀ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଲାଣି। ଦେଶରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଲୋକସଭା ବାଚସ୍ପତି ଓମ ବିର୍ଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୧୯ ତାରିଖରେ ସେ ଆକ୍ରାନ୍ତ ଚିହ୍ନଟ ପରେ ଗତକାଲି ତାଙ୍କୁ ଦିଲ୍ଲୀ…

କାଳବୈଶାଖୀ ଆଶଙ୍କା, ୬ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି। କାଳବୈଶାଖୀ ନେଇ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ନୂଆପଡ଼ା, ସୁନ୍ଦରପଦା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ଅପରାହ୍ନରେ ବେଳକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା…

କଟକଣା ଭିତରେ ହେବ ବୁଢ଼ୀ ଠାକୁରାଣୀ…

ଭୁବନେଶ୍ବର: ଚଳିତ ବର୍ଷ ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାକୁ ଅନୁମତି ମିଳିଛଇ। ଏନେଇ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି। ତେବେ କରୋନା କଟକଣାକୁ ମାନି ୭ ଦିନ ମଧ୍ୟରେ ଯାତ୍ରା କରାଇବାକୁ କୁହାଯାଇଛି। ଏହା ସହିତ ପରବର୍ତ୍ତୀ ସମୟରେ ଏହି ଅବଧି…

ତାମିଲନାଡ଼ୁ ନିର୍ବାଚନ: ଦୁଇ…

ଚେନ୍ନାଇ: ରାଜନୀତିର ରଙ୍ଗରେ ରଙ୍ଗେଇ ହେଲାଣି ତାମିଲନାଡ଼ୁ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତତି ଚଳାଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏଥିପାଇଁ ରାଜ୍ୟ ରାଜନୀତିରେ ତାତି ମଧ୍ୟ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ତାମିଲନାଡୁର ସ୍ବାସ୍ଥ୍ୟମନ୍ତ୍ରୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା…

ଯବାନଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନାଗିରି: ମାଓବାଦୀ ମାନଙ୍କର ବର୍ବରତା କାଣ୍ଡ ଦେଖିବାକୁ ମିଳିଛି। ଯବାନଙ୍କୁ ପ୍ରଥମେ ଅପହରଣ ଏବଂ ପରେ ହତ୍ୟା କରିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ। ମାଓବାଦୀ ମାନେ ଯବାନଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି।…

ପାଠପଢ଼ା ସହିତ ଛାତ୍ରଛାତ୍ରୀମାନଙ୍କର ସମାଜ…

ରାଉରକେଲା: ଆଜି ରାଉରକେଲାର ଏନଆଇଟିରେ ଅଷ୍ଟାଦଶ ସମାବର୍ତ୍ତନ ସମାରୋହରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଦେଶର ଟେକ୍ନୋଲୋଜି କ୍ଷେତ୍ରରେ ଏନଆଇଟିର ଭୂମିକା ପ୍ରଶଂସନୀୟ। ଏହା ସହିତ ଏନଆଇଟି ଛାତ୍ରଛାତ୍ରୀମାନଙ୍କର ସମାଜ ପ୍ରତି ଅବଦାନ ରହିଛି।…

ଚର୍ଚ୍ଚାରେ ଇଂଲଣ୍ଡର ଏହି ଖେଳାଳି,…

ଅହମ୍ମଦାବାଦ: ଭ୍ରମଣକାରୀ ଇଂଲଣ୍ଡ ଦଳକୁ ୫ମ ଟି-୨୦ମ୍ୟାଚରେ ହରାଇ ସିରିଜ କବଜା କରିଛି ଟିମ୍‌ ଇଣ୍ଡିଆ। ଭାରତୀୟ ଟିମ୍‌ ୩-୨ରେ ଜିତି ସିରିଜ ହାତେଇବାରେ ସଫଳ ହୋଇଛି। ଟି-୨୦ ସିରିଜରେ ୨୩୧ ରନ କରିଥିବା ବିରାଟ କୋହଲିଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ମିଳିଥିଲା। ଟିମ୍‌ ଇଣ୍ଡିଆର ସିରିଜ…