Odisha Link
Bridging the Missing Links in Odisha
Daily Archives

March 26, 2021

ନକଲି ନର୍ସିଂ ସାର୍ଟିଫିକେଟ୍ ଦେଇ…

ଭୁବନେଶ୍ୱର: ନକଲି ନର୍ସିଂ ସାର୍ଟିଫିକେଟ୍ ଦେଇ ଲକ୍ଷାଧିକ ଟଙ୍କା ଲୁଟ। ଏପରି ଅଭିଯୋଗ ଆଇଗଣିଆ ଅଞ୍ଚଳରେ ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ବିରୋଦ୍ଧରେ ଆସିଛି। ୬୦ରୁ ଅଧିକ ନର୍ସିଂ ଛାତ୍ରଛାତ୍ରୀ ଏହି ଅଭିଯୋଗରେ ଖଣ୍ଡଗିରି ଥାନାରେ ଧାରଣା ଦେଇଛନ୍ତି । ପ୍ରକାଶ ଯେ, ଖଣ୍ଡଗିରି ଥାନା ଆଇଗଣିଆ ଅଞ୍ଚଳରେ ଏକ ଉଚ୍ଚ…

ଦ୍ବିତୀୟ ଦିନିକିଆ: ପ୍ରଥମେ ବ୍ୟାଟିଂ…

ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍। ଇଂଲଣ୍ଡ ଦିନିକିଆ ଦଳର ନିୟମିତ ଅଧିନାୟକ ଇଅନ୍‌ ମୋର୍ଗାନ ଆହତ ହୋଇଥିବାରୁ ଜୋସ୍‌ ବଟଲର ଅଧିନାୟକ ପଦ ତୁଲାଇଛନ୍ତି। ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ…

ପର୍ବପର୍ବାଣିରେ ପାଇଁ କଟକଣା ଲାଗାଇଲେ…

ଭୁବନେଶ୍ବର: ପୁଣି କାୟା ମେଲାଇ ଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ପର୍ବପର୍ବାଣୀରେ କଟକଣା ଲଗାଇଛନ୍ତି। ସର୍ବସାଧାରଣ…

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ: ଭାରତରେ…

ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ପୁଣେରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍। ପ୍ରଥମ ମ୍ୟାଚ୍‌ ଜିତିଥିବା ଟିମ୍‌ ଇଣ୍ଡିଆ ପାଖରେ ରେକର୍ଡର କରିବାର ବଡ଼ ସୁଯୋଗ ରହିଛି। ଭାରତ ମାଟିରେ ଇଂଲଣ୍ଡ ବିପକ୍ଷରେ ଲଗାତାର ୬ଷ୍ଠ ସିରିଜ ଜିତିବାର ସୁଯୋଗ ରହିିଛି। ସବୁଠାରୁ ବଡ଼କଥା ହେଲା…

ମାଟ୍ରିକ ପରୀକ୍ଷା : ସ୍କ୍ୱାଡ୍‌ ଗଠନ କଲା…

କଟକ : ମାଟ୍ରିକ ପରୀକ୍ଷା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ମେ’ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ  ପକ୍ଷରୁ ୨ ପର୍ଯ୍ୟାୟରେ ସ୍କ୍ୱାଡ୍‌ ଗଠନ କରାଯାଇଛି। ୩୨୨୧ଟି ସେଣ୍ଟର ଚୂଡାନ୍ତ ହୋଇଥିବା ପରୀକ୍ଷା…

ରାଜ୍ୟରେ ୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ…

ଭୁବନେଶ୍ବର : ରାଜ୍ୟରେ ୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୬୯୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା…

ହୋଲି ପାଇଁ କମିଶନରେଟ୍ ପୋଲିସର କଟକଣା

ଭୁବନେଶ୍ୱର: ହୋଲି ପାଇଁ କମିଶନରେଟ୍ ପୋଲିସର କଟକଣା ଜାରି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ହୋଲିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛି କମିଶନରେଟ୍ ପୋଲିସ। ସରକାରୀ ନିୟମ ଅନୁଯାୟୀ ହୋଲି ଖେଳିବାକୁ କମିଶନରେଟ୍ ପୋଲିସ…

ରେଭେନ୍ସାରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ

କଟକ: ରେଭେନ୍ସାରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ। ରେଭେନ୍ସା ମହାନଦୀ ହଷ୍ଟେଲରୁ ପୁଣି ୨ ଜଣ ବିଦ୍ୟାର୍ଥୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରେଭେନ୍ସାରୁ ମୋଟ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଜଣେ ଛାତ୍ରଙ୍କ ସହିତ ମନସ୍ତତ୍ବ ବିଭାଗରେ ଦୁଇ ଅଧ୍ୟାପିକା ମଧ୍ୟ ପଜିଟିଭ୍…

୨ଦିନିଆ ବାଂଲାଦେଶ ଗସ୍ତରେ ମୋଦୀ

ନୂଆଦିଲ୍ଲୀ: ୨ଦିନିଆ ବାଂଲାଦେଶ ଗସ୍ତରେ ମୋଦୀ। କୋଭିଡ୍ ପର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଯାଇ ନ ଥିବା ବେଳେ ଆଜି ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ସକାଳ ୭:୪୫ରେ ବାଂଲାଦେଶ ଅଭିମୁଖେ ଯାତ୍ରା କରିଛନ୍ତି। ମୋଦୀ ପୂର୍ବାହ୍ନ ୧୦ଟାରେ ଢାକାରେ ପହଞ୍ଚିବେ। ସେଠାରେ…

ପୁଣି ଡରାଇଲାଣି କରୋନା, ଦିନକରେ ୫୯,୧୧୮…

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ଦେଶରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ଆଜି ଦେଶରେ ଦୈନିକ ସଂକ୍ରମଣ ୬୦ ହଜାର ଛୁଇଁବ। ଗତ ୨୪ ଘଣ୍ଟାରେ…