Odisha Link
Bridging the Missing Links in Odisha
Daily Archives

April 20, 2021

UGC-NET ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ହେଲା UGC-NET ପରୀକ୍ଷା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି NTA ପକ୍ଷରୁ ପରୀକ୍ଷା ସ୍ଥଗିତ କରାଯାଇଛି। ପରୀକ୍ଷା ନେଇ ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପରୀକ୍ଷାର ୧୫ ଦିନ ପୂର୍ବରୁ ସଂଶୋଧିତ…

କାଳବୈଶାଖୀ ଆଶଙ୍କା, ୧୦ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣର ପ୍ରାୟ ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି। ଏନେଇ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯିବା ସହ ୧୦…

ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କଲେ…

ଭୁବନେଶ୍ୱର: କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ରାଜ୍ୟରେ କଟକଣାକୁ କଡାକଡି କରାଯାଇଛି। ସଂକ୍ରମଣରେ ବ୍ରେକ୍‌ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡଲାଇନରେ…

ଝାଡ଼ଖଣ୍ଡରେ ଲକଡାଉନ ଲାଗୁ

ଝାଡ଼ଖଣ୍ଡ: କାୟା ମେଲାଉଛି ମହାମରୀ କରୋନା। ଦିନକୁ ଦିନ ସଂକ୍ରମିତଙ୍କ ହାର ଦ୍ରୁତ ଗତିର ବଢ଼ିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। କରୋନା ସଂକ୍ରମଣକୁ ଦୃଷ୍ଟିର ରଖି ଝାଡ଼ଖଣ୍ଡରେ ୮ ଦିନିଆ ଲକଡାଉନ ଲାଗୁ କରିଛନ୍ତି ରାଜ୍ୟ ସରକାର। ଝାଡ଼ଖଣ୍ଡ ସରକାର ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ…

ରାହୁଲ ଗାନ୍ଧିଙ୍କୁ କରୋନା

ନୂଆଦିଲ୍ଲୀ: ​ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କରୋନା। କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ନିଜେ ରାହୁଲ ଗାନ୍ଧି ସୂଚନା ଦେଇଛନ୍ତି।ରାହୁଲ ନିଜ ଟୁଇଟର ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନାର ସାମାନ୍ୟ ଲକ୍ଷଣ ଥିଲା, ଟେଷ୍ଟରୁ କରେନା ପଜିଟିଭ ଜଣାପଡିଛି। ସର୍ମ୍ପକରେ…

କରୋନା: ଭାରତୀୟ ବିଦ୍ୟା ଭବନ ସିଲ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ଆଜି ଭୁବନେଶ୍ୱରରେ କୋଭିଡ ନିୟମ ଉଲ୍ଲଂଘନ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ସିଲ କରିଛି। ଏହି ସବୁ ଶିକ୍ଷାନୁଷ୍ଠାନରେ କୋଭିଡ କଟକଣା ନିୟମ ଉଲ୍ଲଂଘନ ହୋଇଥିବାରୁ ଏହାକୁ ବନ୍ଦ କରିଛି ବିଏମସି। ସୂଚନାଯୋଗ୍ୟ…

କରୋନା: ସ୍ଥଗିତ ରହିଲା ଡିଏଲ‌ ଓ ଏଲଏଲ‌…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡିଏଲ ଓ ଏଲଏଲ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ। ଆସନ୍ତା ୨୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରାଯାଇଛି।…

ଟ୍ରେନରେ ଚାଲିଗଲା ସୁରତ ଫେରନ୍ତାଙ୍କ…

ଖଲ୍ଲିକୋଟ: ପୁଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ସଂକ୍ରମଣକୁ ରୋକିବା ଲାଗି ନାଇଟ କର୍ଫ୍ୟୁ ଓ ସଟଡାଉନ୍ ଭଳି କଟକଣା ଲାଗୁ କରାଯାଇଛି । ଏଭଳି ପରିସ୍ଥିତିରେ ଘର ଛାଡ଼ି ବାହାରେ ରହୁଥିବା ବ୍ୟକ୍ତିବିଶେଷ ତଥା ପ୍ରବାସୀ ମାନେ ଏବେ ଘର ମୁହାଁ ହୋଇଛନ୍ତି। ଏମିତି ଜଣେ ବ୍ୟକ୍ତି…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି…

ବଲାଙ୍ଗିର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ସ୍ଥାୟୀ କୁଳପତି ଭାବରେ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରପ୍ରାପ୍ତ କୁଳପତି ତଥା ସମ୍ବଲପୁର ଗଙ୍ଗାଧର ବିଶ୍ୱବିଦ୍ୟାଳୟର କୁଳପତି ଏନ.ନାଗରଜ୍ଜୁଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ଆଜି ପ୍ରଫେସର…

ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ କାୟା ମେଲାଉଛି କରୋନା। ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବିଏମସି। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଭିଡିଓ ବାର୍ତ୍ତା ଜାରି କହିଛନ୍ତ ଯେ, ଭୁବନେଶ୍ବରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ…