Odisha Link
Bridging the Missing Links in Odisha
Daily Archives

April 28, 2021

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ…

ଭୁବନେଶ୍ୱର: କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟ୍‌କୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଏହି ରାଙ୍କିଙ୍ଗ ପ୍ରଦାନ କରାଯିବା ପରେ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତ ହୋଇଛି। କ୍ୟୁଏସ୍‍ ମାନଦଣ୍ଡର ସମସ୍ତ ବର୍ଗରେ…

ଆସନ୍ତା ୫ଦିନ ଯାଏଁ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୫ଦିନ ଯାଏଁ କାଳବୈଶାଖୀ ଆଶଙ୍କା ରହିଛି। କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଝଡ଼ବର୍ଷା ଓ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ନବରଙ୍ଗପୁର,…

ରାଜଧାନୀରେ ଗଡିଲା କୋଭିଡ୍‌ ଟେଷ୍ଟ୍…

ଭୁବନେଶ୍ୱର: ରାଜଧାନୀରେ ଅଣାୟତ୍ତ ହେଲାଣି କରୋନା। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢ଼ୁଥିବା ବେଳେ ଭାଙ୍ଗୁଛି ରେକର୍ଡ। କରୋନାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଲାଣି।। ଏହାରି ମଧ୍ୟରେ ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଗଡିଲା କୋଭିଡ୍‌ ଟେଷ୍ଟ୍ ଭ୍ୟାନ୍। ଭୁବନେଶ୍ୱରର କ୍ୟାପିଟଲ…

ଟ୍ୱିନ ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି…

ଭୁବନେଶ୍ୱର: ଟ୍ୱିନ ସିଟିରେ ଅଣାୟତ୍ତ ହେଲାଣି କରୋନା। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। କରୋନାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ରାଜଧାନୀ ଭୁବନେଶ୍ୱର ଏକରକମ ରେଡ ଜୋନକୁ ଆସିଯାଇଛି। କଟକରେ ବି ଅବସ୍ଥା ସମାନ।…

ଭୁବନେଶ୍ୱରରେ ଲାଗୁ ହୋଇପାରେ…

ଭୁବନେଶ୍ୱର: ରାଜଧାନୀରେ ଅଣାୟତ୍ତ ସ୍ଥିତି ସୃଷ୍ଟି କଲାଣି କରୋନା। ଏପ୍ରିଲରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଲାଗୁ ହୋଇପାରେ କଣ୍ଟେନମେଣ୍ଟ ଜୋନ୍। ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା…

ନିଜକୁ ଗୁଳି କରି BSF ଯବାନଙ୍କ…

କଲ୍ୟାଣସିଂହପୁର: ନିଜକୁ ଗୁଳି କରି BSF ଯବାନଙ୍କ ଆତ୍ମହତ୍ୟା। ରାଇଫଲରେ ଶତ୍ରୁକୁ ଦମନ କରିବା ପରିବର୍ତ୍ତେ  ନିଜକୁ ଗୁଳି କରିଛନ୍ତି ଯବାନ। ଭଳି ଏକ ଅଭାବନୀୟ ଘଟଣା ଘଟିଛି କଲ୍ୟାଣସିଂହପୁର ଅଞ୍ଚଳରେ। ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କାଶୀପୁର ଥାନା ବିଏସଏଫ ୬୮ ବାଟାଲିୟନର ଜଣେ ଯବାନ।…

ଆଜି ଅପରାହ୍ନରୁ ଟିକା ପଞ୍ଜୀକରଣ ଆରମ୍ଭ,…

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହେବ ଟିକା ପଞ୍ଜୀକରଣ। ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ କରାଯିବ। ଆରୋଗ୍ୟ ସେତୁ, ଉମଙ୍ଗ ଆପ, କୋୱିନ ପୋର୍ଟାଲରେ ଟିକା ନେବା ପାଇଁ ପଞ୍ଜିକରଣ କରିହେବ। ପଞ୍ଜିକରଣ ପାଇଁ ନାମ, ଠିକଣା, ଆଧାର କାଡର଼୍ ଆଦି ଭଳି ତଥ୍ୟ ପ୍ରଦାନ କରାଯିବ। ତୃତୀୟ…

ବେଟିଂ ରାକେଟର ପର୍ଦ୍ଧାଫାସ, ୫୦ ଲକ୍ଷ…

ଭୁବନେଶ୍ୱର: ବେଟିଂ ବେଳେ ଜବତ ହୋଇଛି ୫୦ ଲକ୍ଷ ଟଙ୍କା। ରାଜ୍ୟ ବାହାରୁ କିଛି ଲୋକ ଭୁବବେଶ୍ୱରରେ ବେଟିଂ କରୁଥିବା ବେଳେ ପୁଲିସ ଚଢଉ କରିଛି। ଓୟୋ ରୁମରେ ବେଟିଂ ରାକେଟର ପର୍ଦ୍ଧାଫାସ କରିଛି କମିଶନରେଟ ପୁଲିସ। ଚଢଉ ପୁଲିସ ଗୋଟିଏ କାର ସହ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ…

ପୁରୀରେ ହେବ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଲମ୍ବ ଡିଆଁ ମାରୁଛି ସଂକ୍ରମଙ୍କ ସଂଖ୍ୟା। ଆଜି ୮୦୦୦ ପାର କରିଛି ଦୈନିକ ସଂକ୍ରମଣ। ଏହାରି ଭିତରେ ପିପିପି ମୋଡରେ ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କରାଯିବ। ହସ୍ପିଟାଲ ନିର୍ମାଣ ନେଇ…

ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ିଚାଲିଛି କରେନା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏମବିବିଏସ୍ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଆସନ୍ତା ୩୦ ତାରିଖରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦ୍ୱିତୀୟ ଏମବିବିଏସ୍ ପରୀକ୍ଷା ହେବାର ଥିଲା। ତେବେ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସ୍ୱାସ୍ଥ୍ୟ…