Odisha Link
Bridging the Missing Links in Odisha
Daily Archives

April 30, 2021

କରୋନା ଦ୍ୱିତୀୟ ଲହର ଏତେ ଭୟାନକ ହେବ…

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସୂଚନା। ପ୍ରେସମିଟ୍‌ ଜରିଆରେ ସୂଚନା ନେଇ ସ୍ୱାସ୍ଥ୍ୟ ବିଭାଗର ACS କହିଛନ୍ତି ଯେ, କୋଭିଡ୍‌ ନିୟମ ମାନିଲେ ହିଁ କରୋନାକୁ ଆମେ ରୋକିପାରିବା। ଦ୍ୱିତୀୟ ଲହର ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ।…

କୋଭିଡ୍‌ ରୋଗୀଙ୍କୁ ଠକି ୨ ଗିରଫ

ନୂଆଦିଲ୍ଲୀ: ରାଜଧାନୀରେ ଅମ୍ଳଜାନର ଅଭାବ ଗୁରୁତର ହୋଇଥିବା ବେଳେ ଏହାର ଫାଇଦା ନେଉଛନ୍ତି ଠକ। ଅକ୍ସିଜେନ୍‌ ପାଇଁ ବିକଳ ଲୋକଙ୍କୁ ଚଢ଼ାଦରରେ ନିଆଁଲିଭା ଗ୍ୟାସ୍‌ ବିକ୍ରି କରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ସେମାନଙ୍କ ଠାରୁ ୫ଟି ଫାୟାର୍‌ ଏକ୍‌ଷ୍ଟିଙ୍ଗୁଇସର୍‌ ସିଲିଣ୍ଡର ଜବତ…

କରୋନା ପଜିଟିଭ ଥିଲେ ନିଅନ୍ତୁ ନାହିଁ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। କରୋନା ଏବେ ଲମ୍ବ ଡିଆଁ ମାରି ଦୈନିକ ୮୦୦୦ରୁ ଅଧିକ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହେଉଛନ୍ତି। ଯାହା ଚିନ୍ତାଜନକ ପରିସ୍ଥି୍ତି ସୃଷ୍ଟି କଲାଣି। ଏହାରି ଭିତରେ କରୋନା ଟିକାକୁ ନେଇ  ଏକ ବଡ଼ଖବର…

ନୟାଗଡ଼: କରୋନା ପଜିଟିଭ୍‌ ଜଣାପଡ଼ିବାରୁ…

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ଉଭୟଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଭୟ ଓ ବିଷାଦରେ ଆତ୍ମହତ୍ୟା କରିଛନ୍ତି ଗୋଟିଏ ଦମ୍ପତି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଞ୍ଚଳରେ।…

+୨ ପରୀକ୍ଷା ବାତିଲ ଦାବି, ମେ ୬ ରେ…

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିବା ବେଳେ ଆଜି ତୃତୀୟ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି। ଗତ ୨୬ତାରିଖରେ କରିଥିବା ପ୍ରତିବାଦରେ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ପୁଲିସ ଗିରଫ କରି…

କଟକ ପାଇଁ ନୂଆ କଟକଣା, ସିଏମସି କମିଶନର…

କଟକ: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ବିଶେଷକରି ଟ୍ବିନସିଟିରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ସଂକ୍ରମଣ। ଏହାକୁ ନଜରରେ ରଖି କଟକରେ ସହର ପାଇଁ ଜାରି କରାଯାଇଛି ନୂଆ କଟକଣା। ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇ…

ପରଲୋକରେ ବରିଷ୍ଠ ସାମ୍ବାଦିକ ରୋହିତ…

ନୂଆଦିଲ୍ଲୀ: ପରଲୋକରେ ଆଉ ଜଣେ ବରିଷ୍ଠ ସାମ୍ବାଦିକ। ଜାତୀୟ ଗଣମାଧ୍ୟମ ଆଜତକର ବରିଷ୍ଠ ସମ୍ବାଦିକ ତଥା ଜଣାଶୁଣା ନ୍ୟୁଜ ଆଙ୍କର ରୋହିତ ସରଦାନାଙ୍କ ଦେହାନ୍ତ ହୋଇଛି। ସେ ନିକଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୂୁ ହୋଇଥିବା ସୂଚନା…

ମେ’ ପହିଲାରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହାଫଳରେ ଚିନ୍ତାରେ ବିଏମସି। ନିକଟରେ ପଟିଆ ଅଞ୍ଚଳ କରୋନାର ନୂଆ ହଟ୍‌ସ୍ପଟ୍‌ ହୋଇଥିବା ବେଳେ ତାହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ମେ' ୧ ତାରିଖରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ…

ସାଢ଼େ ୪ଟାରେ ଅତିରିକ୍ତ ମୁଖ୍ୟ ଶାସନ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ମହାମାରୀ କରୋନା ଆକ୍ରାନ୍ତରେ ଅଧିକ ଲୋକଙ୍କ ଚାଲି ଯାଉଛି ଜୀବନ। ରାଜ୍ୟରେ କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ରାଜ୍ୟ ସରକାର ଲଗାଇଛନ୍ତି କଟକଣା। ଏସବୁ ସତ୍ତ୍ବେ ରାଜ୍ୟରେ କରୋାନ ସଂକ୍ରମଣ ବଢ଼ିବାରେ ଲାଗିଛି। ଯାହାକୁ…

ପରଲୋକରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ନେଉଛି ଶତାଧିକ ଜୀବନ। ଦେଶରେ ଦୈନନ୍ଦିନ ଜୀବନ ନେବାରେ ଲାଗିଛି ମହାମାରୀ କରୋନା। ଏସବୁ ମଧ୍ୟରେ ଆଜି ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବ୍‌ଜିଙ୍କ ଦେହାନ୍ତ ହୋଇଛି। ମହାମାରୀ କରୋନାରେ ତାଙ୍କର ମୃତ୍ୟୁ ହୋଇଛି। ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ…