Odisha Link
Bridging the Missing Links in Odisha
Daily Archives

May 10, 2021

ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍‌ ରୋଗୀ…

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ୍‌ ରୋଗୀ ଚିହ୍ନଟ। ୭୧ ବର୍ଷୀୟ ରୋଗୀଙ୍କ ଶରୀରରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି।ରୋଗୀ ଜଣଙ୍କ ଏବେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଚିହ୍ନଟ ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣା ପଡିଛି। ସାରା ଦେଶରେ…

ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରସ୍ତାବକୁ…

ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ ନିମନ୍ତେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଷୟିକ କମିଟି ଗଠନ କରିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ ବୈଠକରେ କୋଭିଡ୍…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୯୭୦୬…

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭୦୬ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୮୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ…

ରାଜଧାନୀରୁ ଆଉ ୯୬୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କାୟା ମେଲାଉଛି ମହାମାରୀ କରୋନା। ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୯୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୧ ଜଣ ଓ ସ୍ଥାନୀୟ ଅଂଚଳରୁ ୭୮୧ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ…

ହୋମ ନିଆଁ ଜଳିବା ପୂର୍ବରୁ ଜଳିଲା ଚିତା,…

ଝାରୁସୁଗଡା: ନିଷ୍ଠୁର ସାଜିଲା ଭାଗ୍ୟ। ରାତି ପାହିଲେ ହୋଇଥାନ୍ତା ବାହାଘର। ମାତ୍ର ଘରକୁ ଫେରିଲା ପୁଅର ମୃତଦେହ। ଏଭଳି ଏକ ଦୁଃଖଦ ଘଟଣା ଦେ‌ଖିବାକୁ ମିଳିଛି ଝାରୁସୁଗଡା ଜିଲ୍ଲା ୧୯ ଖଣ୍ଡ ମୌଜାର କଣ୍ଢେଇକେଲା ଗାଁରେ। ଶନିବାର ଦିନ ବାହାଘର ହେବାର ଥିବା ବେଳେ କରୋନାର ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି…

କିସାନ୍‌ ସୋସିଆଲ୍‌ ଆର୍ମୀର ୪ କର୍ମୀଙ୍କ…

ନୂଆଦିଲ୍ଲୀ: ଦିଲ୍ଲୀର ଟିକ୍ରୀ ସୀମାରେ ଚାଲିଥିବା କୃଷି ଆନ୍ଦୋଳନ ସମର୍ଥନରେ ଯାଇଥିବା ଜଣେ ମହିଳା କର୍ମୀଙ୍କୁ ବାଟରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ଯୁବତୀ ପରେ କୋଭିଡ୍‌ ଆକ୍ରାନ୍ତ ହୋି ମୃତ୍ୟୁବରଣ କରିଛନ୍ତି। 'କିସାନ୍‌ ସୋସିଆଲ୍‌ ଆର୍ମୀ'ର ୪ ଜଣ ସଦସ୍ୟଙ୍କ ନାମରେ ମୃତ…

କରୋନା ପରେ ଆତଙ୍କ ସୃଷ୍ଟି କରିଛି…

ନୂଆଦିଲ୍ଲୀ: ସାରା ଦେଶରେ କରୋନାର ଦ୍ରୁତ ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ବୋଝ ଉପରୁ ଲଳିତା ବିଡ଼ା ସାଜିଛି ବ୍ଲାକ୍‌ ଫଙ୍ଗସ ରୋଗ। କରୋନା ପରେ ଆତଙ୍କ ସୃଷ୍ଟି କରିଛି ‘ବ୍ଲାକ୍ ଫଙ୍ଗସ୍’। ଦେଶରେ ଅନେକ ଡାକ୍ତରଖାନାରୁ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ରୋଗ ହୋଇଥିବା ମାମଲା ସାମ୍ନାକୁ…

ହୋଲସେଲ୍ ବ୍ୟବସାୟୀଙ୍କ ପାଇଁ ବଦଳିଲା ୧…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ହୁହୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୀବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ବିଗିଡିବାରେ ଲାଗିଏହାକୁ ଦୃଷ୍ଟିରେ ରଖି ଜନଗହଳି କମାଇବା ପାଇଁ ଭୁବନେଶ୍ୱର ୧ ନମ୍ବର ହାଟ ନିୟମକୁ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର ୧ ନମ୍ବର…

ମେ’ ୧୯ ପରେ ଘରୋଇ ହସ୍ପିଟାଲରେ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନାକୁ ମାତ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଏହାରି ମଧ୍ୟରେ ଆଜି ଘରୋଇ ହସ୍ପିଟାଲରେ ଟିକାକରଣ ପ୍ରସଙ୍ଗରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜ…

ମାନବିକତା ଆଗରେ ଫିକା ପଡ଼ିଲା ଧର୍ମ,…

ସୁନ୍ଦରଗଡ: ମାନବିକତା ଆଗରେ ଫିକା ପଡିଯାଇଛି ଧର୍ମ। ସବୁ ଧର୍ମର ଉର୍ଦ୍ଧ୍ବରେ ହେଉଛି ମଣିଷପଣିଆ। ଏହାର ଜ୍ୱଳନ୍ତ ଉଦାହରଣ ଦେଖି ବାକୁ ମିଳିଛି ସୁନ୍ଦରଗଡ ଜିଲ୍ଳାରେ। କରୋନା କାଳରେ ବହୁଲୋକ ନିଜ ଭାଇ ବନ୍ଧୁ କୁଟୁମ୍ବ ପରିବାରର ଶବକୁ କାନ୍ଧ ଦେବା ତ ଦୂରର କଥା ମୁହଁ ମୋଡି ଦେଉଥିବା ବେଳେ ଜଣେ ମୁସଲମାନ…