Odisha Link
Bridging the Missing Links in Odisha
Daily Archives

May 22, 2021

ଚାଷୀଭାଇ ମାନଙ୍କ ପାଇଁ ଉନ୍ମୋଚନ ହେଲା ୨…

କଟକ: ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ନୁଜିଭିଡୁ ସିଡ୍ ଲିମିଟେଡ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏମ୍ ପ୍ରଭାକର ରାଓ ଉତ୍ସାହର ସହ ଏକ ନୂତନ ପ୍ରକାରର ହାଇବ୍ରିଡ୍ ଲଙ୍କା ଏନ୍‌ସିଏଚ୍ -୧୨୩୩ (ସିରି) ଉନ୍ମୋଚନ କରିଛନ୍ତି। ଯେଉଁଥିରେ ଏକ ଲକ୍ଷରୁ ଅଧିକ ଚାଷୀ ଭାଇମାନଙ୍କ ଅନଲାଇନରେ ଅଂଶଗ୍ରହଣ…

ଏଲୋପାଥି ବିରୁଦ୍ଧରେ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ: ଏଲୋପାଥି ମେଡିସିନ୍‌କୁ ନେଇ ବେପରୁଆ ମନ୍ତବ୍ୟ ଦେଇ ଅଡ଼ୁଆରେ ଯୋଗ ଗୁରୁ ରାମଦେବ। ବାବାଙ୍କ ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ)। ଏଲୋପାଥି ଔଷଧକୁ ନେଇ ଅଣବବୈଜ୍ଞାନିକ ମନ୍ତବ୍ୟ ଦେବା ସହ ମେଡିକାଲ ସାଇନ୍ସ…

ପୁଣି ଥରେ FIH ଅଧ୍ୟକ୍ଷ ହେଲେ ଧୃବ…

ବ୍ୟୁରୋ: ଅନ୍ତର୍ଜାତୀୟ ହକି ସଂଘର (FIH) ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ଡ. ନରିନ୍ଦର ଧୃବ ବାତ୍ରା। ପୂର୍ବରୁ ସେ ସଂଘର ସଭାପତି ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଥିବା ୪୭ତମ ଏଫ୍‌ଆଇଏଚ୍‌ କଂଗ୍ରେସରେ ତାଙ୍କୁ ଏହି ପଦ ପାଇଁ ନିର୍ବାଚିତ କରାଯାଇଛି।…

ସର୍ବନିମ୍ନ ମଜୁରୀ ଦରରେ ସଂଶୋଧନ, ଉନ୍ନତ…

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସର୍ବନିମ୍ନ ମଜୁରୀ ଦରକୁ ସଂଶୋଧନ କରିଛନ୍ତି ସରକାର। ଏହାଦ୍ୱାରା ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ୧.୫ କୋଟି ଶ୍ରମିକ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି। ଏଥିପାଇଁ ଶ୍ରମ ଓ…

ଭିକେ ପାଣ୍ଡିଆନ୍‌ ପାଇଲେ FIH…

ଭୁବନେଶ୍ବର: ଓଡ଼ିଶା ପ୍ରଶାସନର ସବୁଠୁ ଚର୍ଚ୍ଚିତ ଚେହେରା ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ମିଳିଛି ସମ୍ମାନଜନକ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍‌ସ ଆଓ୍ବାର୍ଡ। ଅନ୍ତର୍ଜାତୀୟ ହକି ସଂଘ ପକ୍ଷରୁ ପ୍ରଦତ୍ତ ଏହି ସମ୍ମାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ଏକମାତ୍ର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା 'ୟାସ'ର ମୁକାବିଲା ପାଇଁ ଏକ ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ବ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସବୁ…

ସୁଗମ ଅକ୍ସିଜେନ୍ ଯୋଗାଣ ପାଇଁ ଓଡ଼ିଶା…

ଭୁବନେଶ୍ୱର: ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ନିଜର ଅଭିଜ୍ଞ କର୍ମଚାରୀଙ୍କ ସହଯୋଗରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଜରିଆରେ ସିଙ୍ଗାପୁରର ଏମ୍‌ଭି ଆନ୍ନା ମାରିଆ ଦ୍ୱାରା ୪୦ ଲିଟର ଧାରଣ କ୍ଷମତାଯୁକ୍ତ ୨୪ଟି ମେଡିକାଲ୍ ଅକ୍ସିଜେନ୍ ସିଲିଣ୍ଡର, ୫ଟି ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ଏବଂ…

ଏଣିକି କୋଭିଡ ଓ୍ୱେବସାଇଟ୍‌ରୁ…

ଭୁବନେଶ୍ୱର: କୋଭିଡ ରିପୋର୍ଟ ସରଳୀକୃତ କରିବା ନେଇ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ ଗହାଣ କରିଛନ୍ତି। ଏଣିକି ଅନ୍‌ଲାଇନ୍ ମାଧ୍ୟମରେ କୋଭିଡ ଓ୍ୱେବସାଇଟ୍‌ରୁ ରିପୋର୍ଟ ପାଇପାରିବେ ଲୋକେ। ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ନମୁନା ଦେଇଥିବା ବ୍ୟକ୍ତି ରାଜ୍ୟ ସରକାରଙ୍କ…

ଭୁବନେଶ୍ୱରରୁ ଆଉ ୧୦୭୬ ନୂଆ ପଜିଟିଭ…

ଭୁବନେଶ୍ୱର: ଭୁବନେଶ୍ୱରରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ହୁ ହୁ ହୋଇ ସଂକ୍ରମଣ ବଢିଚାଲିଛି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୨୮ ପଜିଟିଭ୍ ଚିହ୍ନଟ…

ବ୍ଲାକ ଫଙ୍ଗସ୍: ଦେଶରେ ୮୮୪୮ ଆକ୍ରାନ୍ତ…

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ଦେଶରେ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍‌ ମହାମାରୀ ଦ୍ରୁତଗତିରେ ବ୍ୟାପୁଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୮ ହଜାର ୮୪୮ଟି ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ବ୍ଲାକ ପଙ୍ଗସରେ ୨୦୦ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି…