Odisha Link
Bridging the Missing Links in Odisha
Daily Archives

May 25, 2021

ଆଜି ଅପରାହ୍ନରେ ବାତ୍ୟା ସ୍ଥିତି ସମୀକ୍ଷା…

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ମୁହାଁ ହେଉଛି। ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ବେଳେ ପ୍ରଶାସନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି।  ବାତ୍ୟା ୟାସ୍‌ ନେଇ ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା…

ବର୍ଷା ଓ ବାତ୍ୟାର ସୂଚନା ଦିଏ…

ପୁରୀ: ଶ୍ରୀମନ୍ଦିରର ନୀଳଚକ୍ରରେ ଧଳା ବାନା ପଛରେ ରହିଛି ଅନେକ ରୋଚକ କଥା। ବର୍ଷା ଓ ବାତ୍ୟାର ସୂଚନା ଦେଇଥାଏ ଶ୍ରୀମନ୍ଦିରର ଧବଳ ବାନା। ଲୋକକଥା ଅଛି ବାନା ଉଡିବ ଧବଳ, ବର୍ଷା ହେବ ପ୍ରବଳ। ଯେତେବେଳେ ବି ଧଳା ରଙ୍ଗର ବାନା ଲାଗେ ସେତେବେଳେ ପ୍ରବଳ ବର୍ଷା ହୋଇଥାଏ ବୋଲି କୁହାଯାଏ।  ଆଜି ମଧ୍ୟ…

ବାତ୍ୟା ୟାସ୍: ବାଲେଶ୍ୱର ଓ ଭଦ୍ରକରେ ୨ରୁ…

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ୟାସ୍ ପ୍ରଭାବରୁ ଉପକୂଳ ଓଡ଼ିଶାରେ ଆଂଶିକ ବର୍ଷା ସହିତ ପବନ ଆରମ୍ଭ ହୋଇଛି। ଆଇଏମ୍‌ଡି ସୂଚନା ଅନୁସାରେ, ଭଦ୍ରକରୁ ବାଲେଶ୍ବର ମଧ୍ୟରେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ୟାସ୍ ସ୍ଥଳଭାଗ ଛୁଇଁବା ସମୟରେ ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘିବ। ସମୁଦ୍ରରେ ୨…

ପାରାଦୀପ ଠାରୁ ୨୮୦ କିମି ଦୂରରେ ବାତ୍ୟା…

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ‘ୟାସ୍’। ଆଜି ଅପରାହ୍ନରେ ସିଭିୟର୍ ସାଇକେ୍ଲାନିକ୍ ଷ୍ଟର୍ମ ଭୀଷଣକାୟ ରୂପ ନେଇ ଭେରି ସିଭିୟର୍ ସାଇକେ୍ଲାନିକ୍ ଷ୍ଟ୍ରମ୍‌ରେ ପରିଣତ ହେବ। ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ବାତ୍ୟା ପାରାଦୀପ ଠାରୁ ୨୮୦ କିମି ଦୂରରେ।…

ମେ’ ୨୯ରେ ମନ୍ତ୍ରୀ ପରିଷଦ ବୈଠକ,…

ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର। ମେ'୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁେ୍ଠି ହେବ ବୋଲି ସୂଚନା ରହିଛି। ମିଳିଥିବା ସୂଚନା…

ଧାମରା ପାଖରେ ଅତିକ୍ରମ କରିବ ୟାସ୍,…

ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା ୟାସ୍। ଘଣ୍ଟାକୁ ୧୦ କିମି ବେଗରେ ଉପକୂଳ ମୁହାଁ ହେଉଛି ବାତ୍ୟା। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ୟାସ୍। ୨୬ ତାରିଖ ଭୋର ସୁଦ୍ଧା ଧାମରା ପାଖରେ ଏହା କେନ୍ଦ୍ରୀଭୂତ ହେବ ଏବଂ ମଧ୍ୟାହ୍ନରେ ସ୍ଥଳଭାଗ…

ରାଜ୍ୟରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି କଟକଣା। ହେଲେ ଏବେ ବି କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇ ନାହିଁ କଟକଣା। ଦିନକୁ ଦିନ ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରାଜ୍ୟରେ ୨୪ ଘଣ୍ଟା…

ପାରାଦୀପରୁ ୩୬୦ କିମି ଦୂରରେ ବାତ୍ୟା…

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା 'ୟାସ୍'। ଆଜି ଅପରାହ୍ନରେ ସିଭିୟର୍ ସାଇକେ୍ଲାନିକ୍ ଷ୍ଟର୍ମ ଭୀଷଣକାୟ ରୂପ ନେଇ ଭେରି ସିଭିୟର୍ ସାଇକେ୍ଲାନିକ୍ ଷ୍ଟ୍ରମ୍‌ରେ ପରିଣତ ହେବ। ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ବାତ୍ୟା 'ୟାସ୍‌' ପାରାଦୀପରୁ ୩୬୦ କିଲୋମିଟର…

ଦିନକରେ ୧୦,୯୩୯ ଆକ୍ରାନ୍ତ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି କଟକଣା। ହେଲେ ଏବେ ବି କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇ ନାହିଁ କଟକଣା। ଦିନକୁ ଦିନ ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ। ଦିନକରେ ରାଜ୍ୟରେ ୧୦,୯୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ…

ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମଦାସ

ଭୁବନେଶ୍ବର: ଆଉ ଶୁଭିବନି ଲୋକପ୍ରିୟ ସଂଳାପ 'ଡୋଣ୍ଟ ଓ୍ବରି ମେକ୍‌ ମେରି ରିପିଟ୍‌ ହରି'। ଲୋକପ୍ରିୟ ଟେଲିଭିଜନ ପ୍ରବଚକ ଚାରଣ ରାମଦାସଙ୍କର ସୋମବାର ରାତିରେ ମୃତ୍ୟୁ ହୋଇଛି। କିଛିଦିନ ତଳେ ସେ କୋଭିଡରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେଉଥିଲେ। ହେଲେ ସୋମବାର ରାତି ପ୍ରାୟ ୧୦ ଟା ସମୟରେ ପୁରୀରରେ ଆଖି…