Odisha Link
Bridging the Missing Links in Odisha
Daily Archives

May 26, 2021

ବାତ୍ୟାରେ ଚାଲିଗଲା ୨ ଜଣଙ୍କ ଜୀବନ

ଭୁବନେଶ୍ବର: ବଡ଼ ବିପତ୍ତିରୁ ରକ୍ଷା ପାଇଲା ଓଡ଼ିଶା। ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପ୍ରଭାବରେ ଉତ୍ତର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନ୍ୟପଟେ ବାତ୍ୟା ‘ୟାସ’ ଯୋଗୁ ୨ଜଣଙ୍କର ମୃତ୍ୟୁ ହୋଇଥିବାର ପ୍ରାଥମିକ ସୂଚନା ମିଳିଥିବାବେଳେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି ବୋଲି ରାଜ୍ୟ…

ରାଜ୍ୟରେ କରୋନା: ବାତ୍ୟା ପରେ ବଢ଼ିପାରେ…

ଭୁବନେଶ୍ବର: ବଡ଼ ବିପତ୍ତିରୁ ବଞ୍ଚିଲା ଓଡ଼ିଶା। ବାତ୍ୟା ‘ୟାସ୍’ ସ୍ଥଳଭାଗ ଛୁଇଁବା ପରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିଛି। ବାତ୍ୟା ୟାସ୍‌ ଯୋଗୁଁ ୧୨୮ଟି ଗାଁ ଜଳବନ୍ଦୀ ରହିଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୮ଟି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦେବା…

ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ବାଭାବିକ…

ଭୁବନେଶ୍ବର: ସରିଲା ବାତ୍ୟା 'ୟାସ୍'ର ପ୍ରକୋପ। ଧୀରେ ଧୀରେ ସ୍ଥିତି ସୁଧାରିବାରେ ଲାଗିଛି। ବାତ୍ୟା ୟାସ୍‌ ପାଇଁ ମଙ୍ଗଳବାର ସନ୍ଧ୍ୟାରୁ ବିମାନ ସେବା ବନ୍ଦ ଥିବାବେଳେ ଆଜି ସନ୍ଧ୍ୟା ୭ଟାରୁ ପୁଣି ସ୍ବାଭାବିକ ହେୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବରକୁ ସମସ୍ତ ବିମାନ ସେବାକୁ ବାତିଲ କରିଥିବା…

୭ ଦିନ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ୧୨୮…

ଭୁବନେଶ୍ବର: ବଡ଼ ବିପତ୍ତିରୁ ବଞ୍ଚିଲା ଓଡ଼ିଶା। ବାତ୍ୟା 'ୟାସ୍' ସ୍ଥଳଭାଗ ଛୁଇଁବା ପରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିଛି। ବାତ୍ୟା ୟାସ୍‌ ଯୋଗୁଁ ୧୨୮ଟି ଗାଁ ଜଳବନ୍ଦୀ ରହିଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୮ଟି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦେବା…

ବାତ୍ୟା ପରେ ବୁଢାବଳଙ୍ଗ ନଦୀରେ ବନ୍ୟା…

ଭୁବନେଶ୍ବର: ସ୍ଥଳଭାଗରେ ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ହେଲେ ବାତ୍ୟା ୟାସ୍‌ର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଯାହାଫଳରେ ଏବେ ବାତ୍ୟା ଭୟ ପରେ ବନ୍ୟା ଭୟ ଆଶଙ୍କା କରାଯାଉଛି। ବାତ୍ୟା ୟାସ୍‌ ସ୍ଥଳଭାଗ ଛୁଇଁଥିବା ବେଳେ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି…

ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା…

ଭୁବନେଶ୍ବର: ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ। ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କଲା ବାତ୍ୟା ୟାସ୍। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଲେ। ବାତ୍ୟା ୟାସ ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୩୦ରୁ ୧୫୦କିମି ଥିଲା। ଆଗାମୀ ୩…

ରାମଦେବଙ୍କୁ ହଜାରେ କୋଟିର ମାନହାନୀ…

ଉତ୍ତରାଖଣ୍ଡ: ଏଲୋପାଥି ଚିକିତ୍ସାକୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ଆଇଏମଏ ଉତ୍ତରାଖଣ୍ଡ ପକ୍ଷରୁ ରାମଦେବଙ୍କ ନାଁରେ ହଜାରେ କୋଟି ଟଙ୍କାର ମାନହାନୀ ନୋଟିସ ପଠାଯାଇଛି। ରାମଦେବଙ୍କୁ ଆଇଏମଏ ଉତ୍ତରାଖଣ୍ଡ ପଠାଇଥିବା ନୋଟିସ୍‌ରେ କହିଛି ଯେ, ଯଦି ୧୫…

ନୂଆ ‘ଡିଜିଟାଲ୍‌ ନିୟମ’କୁ ଚାଲେଞ୍ଜ୍‌…

ନୂଆଦିଲ୍ଲୀ: ଆଜି ଲାଗୁ ହେଉଥିବା ସରକାରଙ୍କ ନୂଆ ‘ଡିଜିଟାଲ୍‌ ନିୟମାବଳି’କୁ ଚାଲେଞ୍ଜ୍ କରି ଦିଲ୍ଲୀ ହାଇକୋର୍ଟରେ ମାମଲା ଦାଏର କରିଛି ‘ହ୍ବାଟ୍‌ସ୍‌ଆପ୍‌’। ଏହି ନୂଆ ‘ଡିଜିଟାଲ୍‌ ନିୟମ’ କାରଣରୁ ବ୍ୟବହାରକାରୀଙ୍କ ଗୋପନୀୟତା ଉଲ୍ଲଂଘନ ହେବ ବୋଲି ‘ହ୍ବାଟ୍‌ସ୍‌ଆପ୍‌’ କହିଛି। ସରକାର ଲାଗୁ କରୁଥିବା…

ପଛୁଆ ପବନ ଅତି ଭୟଙ୍କର, ଖରାହେଲେ ବି ଘରୁ…

ଭୁବନେଣ୍ବର: ପଛୁଆ ପବନ ନେଇ ସତର୍କ କରାଇଛନ୍ତି ଏସଆରସି। ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଲ୍ୟାଣ୍ଡଫଲ୍ ବେଳେ ପବନ ହେବା ପରେ ପବନ ସାମାନ୍ୟ କମିପାରେ। ଯେତେବେଳେ ବାତ୍ୟାର କେନ୍ଦ୍ର ତଥା ମଝି ଭାଗ ଅତିକ୍ରମ କରୁଥିବ, ସେତେବେଳେ ଖରା ମଧ୍ୟ ହୋଇପାରେ। କିନ୍ତୁ ବାତ୍ୟା ଚାଲିଗଲା…

ବାତ୍ୟା ୟାସରେ ପ୍ରଥମ ମୃତ୍ୟୁ

ଆନନ୍ଦପୁର: ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହାର ପ୍ରଭାବରେ ପବନର ବେଗ ବଢ଼ିବା ସହ ପ୍ରବଳ ବର୍ଷା ହେଉଛି। ଏହାରି ମଧ୍ୟରେ ବାତ୍ୟା ୟାସରେ ପ୍ରଥମ ମୃତ୍ୟୁ ଘଠିଛି। ବାତ୍ୟାର ପ୍ରଭାବରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ଆଜି ସକାଳୁ ଏହି ଘଟଣା…