Odisha Link
Bridging the Missing Links in Odisha
Monthly Archives

May 2021

ବାତ୍ୟା ପାଇଁ ଓଡ଼ିଶାକୁ ୫୦୦ କୋଟିର…

ଭୁବନେଶ୍ୱର: ବାତ୍ୟା ପାଇଁ ଓଡ଼ିଶାକୁ ୫୦୦ କୋଟିର ପ୍ୟାକେଜ୍‌ ଘୋଷଣା କଲା କେନ୍ଦ୍ର। ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବା ସହ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଘୋଷଣା ହୋଇଛି। ବାତ୍ୟା ପାଇଁ ମୋଟ ହଜାରେ କୋଟିର ସହାୟତା ଘୋଷଣା କରାଯାଇଥିବା ବେଳେ ୫୦୦ କୋଟି ପଶ୍ଚିମବଙ୍ଗ ଓ…

ନକଲି ସାମ୍ବାଦିକ ଗିରଫ, ଲୁଟୁଥିଲେ ଟଙ୍କା

ବରଗଡ: ଗିରଫ ହେଲେ ନକଲି ସାମ୍ବାଦିକ। ନିଜକୁ ସାମ୍ବାଦିକର ପରିଚୟ ଦେଇ ଲୁଟୁଥିଲେ ଟଙ୍କା। ଏହି ନକଲି ସାମ୍ବାଦିକଙ୍କୁ ଗିରଫ କରିଛି ବରଗଡ ପୁଲିସ। ନିଜକୁ ସାମ୍ବାଦିକର ପରିଚୟ ଦେଇ ଏକ ବୋଲେରୋ ଗାଡରେ News 24 ଲେଖି ବିଭିନ୍ନ ପଞ୍ଚାୟତକୁ ଯାଇ ଯୋଗାଣ ସହାୟକଙ୍କଠାରୁ ଆଦାୟ କରିଛନ୍ତି ଟଙ୍କା।ଏନେଇ ଖବର ପାଇ…

ଘୁଞ୍ଚିଲା ଟିକା ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର: ଟିକା ପାଇଁ ଆଜି ହେବାକୁ ଥିବା ଗ୍ଲୋବାଲ୍ ଟେଣ୍ଡରକୁ ଘୁଞ୍ଚାଇଛନ୍ତି ରାଜ୍ୟ ସରକାର। ଟିକା ଟେଣ୍ଡର ପ୍ରକିୟାକୁ ୧ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି। ତେବେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର୍ ଆରମ୍ଭ କରିଥିଲେ। ଆଜି ସରିବାକୁ ଥିବା ଏହି ପ୍ରକ୍ରିୟା…

ଆର୍ଥିକ ସହାୟତା ନମାଗି ଟ୍ୱିଟରରେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ବ୍ୟତୀତ ତୁରନ୍ତ କୌଣସି…

ସହାୟତା ନୁହେଁ, ଲୋଡ଼ା ସ୍ଥାୟୀ ପ୍ରତିକାର

ଭୁବନେଶ୍ବର: ବାତ୍ୟା ‘ୟାସ୍‌’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ବିମାନବନ୍ଦରରେ ସେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି।ପ୍ରଧାନମନ୍ତ୍ରୀ ପ୍ରାୟ ୧ ଘଣ୍ଟା ଧରି ଭୁବନେଶ୍ୱର ବିମାନ ବନ୍ଦରରେ ରହିଥିଲେ। ସେଠାରେ ସେ…

ଆଜି ସଭରକର ଜୟନ୍ତୀ: ସିନେମା ଘୋଷଣା କଲେ…

ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସଭରକରଙ୍କର ଆଜି ୧୩୮ତମ ଜୟନ୍ତୀ ଦିବସ ଅବସରରେ ତାଙ୍କୁ ନେଇ ଏକ ଚଳଚ୍ଚିତ୍ର ଘୋଷଣା କରିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ମହେଶ ମଞ୍ଜେରକର। ଏହି ସିନେମାଟିକୁ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି ପ୍ରଯୋଜକ ସଂଦୀପ ସିଂହ ଓ ଅମିତ ଓ୍ବାଧବାନୀ। ସିନେମାର ନାମ…

ବାତ୍ୟାଞ୍ଚଳ ପରିଦର୍ଶନ କଲେ ପିଏମ୍‌ ମୋଦୀ

ଭୁବନେଶ୍ୱର: ଭୁବନେଶ୍ବର ବିମାନ ବନ୍ଦରରେ ବାତ୍ୟା ୟାସ୍‌ ଜନିତ କ୍ଷୟକ୍ଷିତ ସମ୍ପର୍କରେ ସମୀକ୍ଷା କରିଛନ୍ତି ପିଏମ୍‌ ମୋଦୀ। ଏହାପରେ ସେ ବାତ୍ୟାଞ୍ଚଳ ପରିଦର୍ଶନ ଅଭିମୁଖେ ଯାତ୍ରା କରିଛନ୍ତି। ଆକାଶ ମାର୍ଗରୁ ମୋଦୀ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଓ ବାଲେଶ୍ୱରର ସ୍ଥିତି ପରିଦର୍ଶନ…

ଭୁବନେଶ୍ବରରେ ପିଏମ୍‌ ମୋଦୀ, ବାତ୍ୟା…

ଭୁବନେଶ୍ବର: ବାତ୍ୟା ‘ୟାସ୍‌’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ବିମାନବନ୍ଦରରେ ସେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରୁଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାୟ ୧ ଘଣ୍ଟା ଧରି ଭୁବନେଶ୍ୱର ବିମାନ ବନ୍ଦରରେ ରହିଥିଲେ। ସେଠାରେ…

ରାଜ୍ୟରେ ଉପରମୁହାଁ କରୋନା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସ୍ଥିତି। ରାଜ୍ୟରେ ଦୁଇ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୧୦ ହଜାର ତଳେ ରହିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା ଗ୍ରାଫ୍‌ ଉପରମୁହାଁ ହେବାରେ ଲାଗିିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୨୧୬ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ୩୩ ଜଣ ଆକ୍ରାନ୍ତଙ୍କ…

ଲାଗି ରହିିବ ଗୁଳୁଗୁଳି, ଜୁନ୍‌ ୧୦…

ଭୁବନେଶ୍ବର: ଓଡ଼ିଶାରେ ସ୍ବାଭାବିକ ସମୟ କିମ୍ବା ତା'ଠାରୁ ଆଗୁଆ ଆସିପାରେ ମୌସୁମୀ। ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୟାସ୍‌ ବାତ୍ୟା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହକୁ ବିଗାଡ଼ିବ ନାହିଁ। ଏଥିସହିତ ମୌସୁମୀ ପ୍ରବାହ ପାଇଁ ଏହା ଅନୁକୂଳ ପଥ ପ୍ରସ୍ତୁତ କରିଛି। ଅନୁମାନ କରାଯାଉଛି, ଆସନ୍ତା…