Odisha Link
Bridging the Missing Links in Odisha
Daily Archives

June 9, 2021

୧୦ଟି ଶିଶୁକୁ ଏକା ସାଙ୍ଗରେ ଜନ୍ମ ଦେଇ…

ନୂଆଦିଲ୍ଲୀ: ଆପଣମାନେ ଜଣେ ମହିଳା ଯାଆଁଳା ଶିଶୁ କିମ୍ବା ଏକା ସାଙ୍ଗରେ ୩ ଟି ଶିଶୁ ଜନ୍ମ କରିଥିବା କଥା ଶୁଣିଥିବେ ଓ ଦେଖିଥିବେ। ହେଲେ ଆପଣ କେବେ ଜଣେ ମହିଳା ୧୦ଟି ଶିଶୁକୁ ଏକା ସାଙ୍ଗରେ ଜନ୍ମ ଦେବା କଥା ଶୁଣିଛନ୍ତି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଦକ୍ଷୀଣ ଆଫ୍ରିକାରୁ ଆସିଛି…

ପଦ୍ମ ଧରିଲେ ଜିତିନ୍‌

ନୂଆଦିଲ୍ଲୀ: ପଦ୍ମ ଶିବିରରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ। ଆଜି ହାତ ଛାଡ଼ି ପଦ୍ମ ଧରିଲେ ଜିତିନ୍‌। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଲେ ଜିତିନ ପ୍ରସାଦ। ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଜିତିନ ପ୍ରସାଦ ରାଷ୍ଟ୍ରମନ୍ତ୍ରୀ ଥିଲେ। ଜିତିନ ୨୦୦୧ରେ…

ଇକମୋ ପାଇଁ ସରିଛି ଟେଣ୍ଡର ପ୍ରକ୍ରିୟା:…

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜ୍ୟରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି। ଯେଉଁଥି ପାଇଁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ବହୁ କଷ୍ଟରେ ପଇସା ଯୋଗାଡ କରି ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେଇ ଇକମୋ ଚିକିତ୍ସା…

୧୦ରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଜାରି ରହିଛି। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଏହା ମୌସୁମୀକୁ ସକ୍ରିୟ କରିବ। ଓଡ଼ିଶାରେ ଆସନ୍ତା ଦୁଇଦିନ (୯ ଜୁନ ଓ ୧୦ ଜୁନ୍‌) ଭିତରେ ପହଞ୍ଚିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ବୁଧବାର…

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ନୀତି ରଞ୍ଜନ ସେନଙ୍କୁ ରାଜ୍ୟ ଶ୍ରମ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ପୁରୀ ଡିଆରଡିଏର ଅତିରିକ୍ତ ପିଡି, ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଯାଜପୁର ଉପଜିଲ୍ଲାପାଳ,…

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା…

ପ୍ୟାରିସ୍‌: ଦକ୍ଷିଣ ଫ୍ରାନ୍‌ସ୍ ଗସ୍ତରେ ଥିବା ବେଳେ ଲୋକଙ୍କ ସମ୍ମୁଖରେ ମଙ୍ଗଳବାର ଦିନ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଉମାନୁଲ୍‌ ମାକ୍ରନ୍‌ଙ୍କ ଗାଲରେ ଜଣେ ବ୍ୟକ୍ତି ଚାପୁଡା ମାରିଛନ୍ତି। ଏହି ଘଟଣାଟି ଗଣତନ୍ତ୍ର ପ୍ରତି ଅପମାନ ବୋଲି ଫ୍ରାନ୍‌ସ୍‌ର ପ୍ରଧାନମନ୍ତ୍ରୀ ଜିନ୍‌ କ୍ୟାସଟେକ୍ସ୍‌ କହିଛନ୍ତି।…

ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ…

ଭୁବନେଶ୍ବର: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୬ ବର୍ଷୀୟ ଅଭିଷେକ ମହାପାତ୍ର। ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଅଭିଷେକ। ଗତକାଲି ଆର୍ଥିକ ସମସ୍ୟା ଯୋଗୁଁ ହୋଇପାରିନଥିଲା ଏୟାର ଆମ୍ବୁଲାନ୍ସ ବ୍ୟବସ୍ଥା। ଗତ ୨୨ ଦିନ ହେଲା ଅଭିଷେକ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ କରୋନା ସଂକ୍ରମିତ ହୋଇ…

ଜୁଲାଇରୁ ଆରମ୍ଭ ହୋଇପାରେ ସଂସଦର…

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ଆସନ୍ତା ଜୁଲାଇରୁ ସଂସଦର ମୌସୁମୀ ଅଧିବେଶନ ବସିବ। ଏହାପୂର୍ବରୁ ଚଳିତ ମାସ ୧୬ ତାରିଖରୁ ସଂସଦୀୟ କମିଟିଗୁଡ଼ିକ କାମ କରିବା ଆରମ୍ଭ କରିବେ। ଜୁନ୍‌ ୧୬ ଓ ୨୩ ତାରିଖରେ ପବ୍ଲିକ ଆକାଉଣ୍ଟସ କମିଟିର ବୈଠକ ମଧ୍ୟ ଡକାଯାଇଛି। ଶ୍ରମିକ ବ୍ୟାପାର…

୭୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ…

ସୋର: ୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଉଦ୍ୟମ। ପ୍ରତିରୋଧ କରିବା ବେଳେ ମାରଣାସ୍ତ୍ରରେ ଆକ୍ରମଣ କଲେ ଯୁବକ। ଯୁବକଙ୍କ ଆକ୍ରମଣରେ ବୃଦ୍ଧା ଗୁରୁତର ଅଛନ୍ତିl ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆରୁହାବାଡ଼ ମାଝୀସାହି ଗ୍ରାମରେ। ସୂଚନା ମୁତାବକ, ଆରୁହାବାଡ଼ ମାଝୀସାହି…

ଘରୋଇ ହସ୍ପିଟାଲ ପାଇଁ ଟିକା ଦର ଧାର୍ଯ୍ୟ…

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲ ପାଇଁ ଧାର୍ଯ୍ୟ ହେଲା ଟିକା ଦର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକା ଦର ଧାର୍ଯ୍ୟ କରାଯାଇଛି। କୋଭାକ୍ସିନ ଟିକା ଦର ୧୪୧୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଥିସହ କୋଭିସିଲ୍ଡ ଟିକା ଦର ୭୮୦ ଟଙ୍କା ଧାର୍ଯ୍ୟ ହୋଇଛି। ସ୍ପୁଟନିକ ଟିକା ଦର ୧୧୪୫ ଟଙ୍କା ଧାର୍ଯ୍ୟ ହୋଇଛି।…