Odisha Link
Bridging the Missing Links in Odisha
Monthly Archives

July 2021

କୁବେର ପିଏସ୍‌ ବିରଞ୍ଚି ସାହୁ ଗିରଫ,…

ଭୁବନେଶ୍ବର: ଗିରଫ ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍‌ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁ। ଆୟ ବହିର୍ଭୂତ ଠୁଳ ଅଭିଯୋଗରେ କୁବେର ପିଏସ୍‌ଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏପର୍ଯ୍ୟନ୍ତ ତାଙ୍କ ନିକଟରୁ ୩ କୋଟି ୭୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରାଯାଇଥିବା…

Tokyo Olympics: ଡିସକସ୍‌ ଥ୍ରୋ…

ଟୋକିଓ: ବିଶ୍ବ କ୍ରୀଡ଼ା ମହାକୁମ୍ଭ 'ଅଲିମ୍ପିକ୍ସ'ର ନବମ ଦିନରେ ପଦକ ଆଶା ବଢ଼ାଇଲେ ଭାରତୀୟ ଖେଳାଳି। ଭାରତର ଡିସ୍‌କସ୍‌ ଥ୍ରୋ ଖେଳାଳି କମଲପ୍ରିତ କୌର ଦମଦାର ପ୍ରଦର୍ଶନ କରିଛନ୍ତି। ଟୋକିଓ ଡିସ୍କସ୍ ଥ୍ରୋ ଯୋଗ୍ୟତା ଗ୍ରୁପ୍ ବିରେ କମାଲ କରିଛନ୍ତି କମଲପ୍ରୀତ କୌର। ଏଥିସହିତ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି…

ଆଜି ଅପରାହ୍ନ ସାଢ଼େ ୩ଟାରେ ହେବ ବଡ଼ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ଅଙ୍କୁଶ। ଏସବୁ ମଧ୍ୟରେ ଆଜି (ଶନିବାର) ଆସିବ ଅଗଷ୍ଟ ଗାଇଡ୍‌ ଲାଇନ୍। ଅଗଷ୍ଟ ମାସ ପାଇଁ ଗାଇଡ୍‌ ଲାଇନ୍‌ ଘୋଷଣା କରିବେ ରାଜ୍ୟ ସରକାର। ଅପରାହ୍ନ ସାଢ଼େ ୩ଟା ସମୟରେ ହୋଇପାରେ ଘୋଷଣା। ଜୁଲାଇ ମାସ…

ଭାଙ୍ଗିଗଲା ଇନ୍ଦ୍ରାବତୀ ମେଗା ଲିଫ୍ଟ…

ଧର୍ମଗଡ଼: ଭାଙ୍ଗିଗଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ। ଯାହାରିଫଲରେ ପ୍ରାୟ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏଥିସହିତ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଅନ୍ତର୍ଗତ ମାଝିଗୁଡ଼ା ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଯାଇଛି। ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀରୁ ପ୍ରଥମ ଥର ପାଇଁ ଉଠା…

ଶିଶୁ ଯୌନ ନିର୍ଯାତନା ମାମଲା: ଡାଡି…

ଢେଙ୍କାନାଳ: ପ୍ରକାଶ ପାଇଲା ଢେଙ୍କାନାଳ ଡ୍ରିମ୍ ସେଣ୍ଟର ଶିଶୁ ଯୌନ ନିର୍ଯାତନା ମାମଲା। ନିର୍ଦ୍ଦୋଷରେ ଖଲାସ ହେଲେ ବହୁ ଚର୍ଚ୍ଚିତ ଡାଡି ଓରଫ ଗୁଡ୍ ନ୍ୟୁଜ ଇଣ୍ଡିଆର ଅଧ୍ୟକ୍ଷ ଫୟାଜ ରେହମାନ। ତାଙ୍କ ସହଯୋଗୀ ଉଦିତ୍ ଲିମାଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ପକ୍ସୋ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ…

ଟୋକିଓ ଟ୍ରାକରେ ନିରାଶ କଲେ ଦୂତି,…

ଯାଜପୁର: ଟୋକିଓ ଟ୍ରାକରେ ୧୦୦ ମିଟର ରାଉଣ୍ଡରେ ଦୌଡ଼ିଥିଲେ ଓଡ଼ିଆ ଝିଅ ଦୂତି ଚାନ୍ଦ। ହେଲେ କ୍ବାଲିଫାଏ କରିବାରେ ବିଫଳ ହୋଇଥିଲେ ଦୂତି। ଯାହାରିଫଳରେ ଦୂତିଙ୍କ ପରିବାର ଓ ଯାଜପୁରରେ ଥିବା ତାଙ୍କ ଗ୍ରାମବାସୀ ନିରାଶ ହୋଇଛନ୍ତି। କେବଳ ସେତିକି ନୁହେଁ କିଟ୍‌ ଓ ଦୂତିଙ୍କ କୋଚଙ୍କୁ ଦାୟୀ କରିଛନ୍ତି ତାଙ୍କ…

ମମତାଙ୍କ ‘ଗଣତନ୍ତ୍ର ବଞ୍ଚାଅ, ଦେଶ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଜି ମାରିବା ପରେ ଦିଲ୍ଲୀ ଦଖଲ କରିବା ମୁଡରେ ମମତା ବାନାର୍ଜୀ। ଦିଦିଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ ସାରା ଦେଶର ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ଏଥିସହିତ ମିଶନ ୨୦୨୪ ପାଇଁ ଏବେଠୁ ସଜବାଜ ହେଉଛନ୍ତି ଦିଦି। ଦିଲ୍ଲୀ ଦଖଲ ମୁଡରେ ଥିବା…

Tokyo Olympics: ହ୍ୟାଟ୍ରିକ୍‌ ବିଜୟ ସହ…

ଟୋକିଓ: ଟୋକିଓରେ ଭାରତୀୟ ପୁରୁଷ ହକି ଦଳଦର ଦମଦାର ପ୍ରଦର୍ଶନ। ଅଲିମ୍ପିକର ପୁଲ-ଏର ଶେଷ ମୁକାବିଲାରେ ପୁରୁଷ ହକି ଦଳ କରିଛି ଶାନଦାର ପ୍ରଦର୍ଶନ। ପୁଲ ଏର ଶେଷ ମୁକାବିଲାରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଥିସହ ଆୟୋଜକ ଜାପାନକୁ ଜୋରଦାର ଝଟକା…

ବାରଙ୍ଗ ନାବାଳିକା ଦୁ‌ଷ୍କର୍ମ ମାମଲା:…

କଟକ: ବାରଙ୍ଗ ଅଞ୍ଚଳରେ ୨୦୧୬ ମସିହାରେ ଘଟିଥିବା ୯ ବର୍ଷର ନାବାଳିକା ଦୁଷ୍କର୍ମ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କଟକ ପକ୍ସୋ ଅଦାଲତ। ୧୭ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଜେଲଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ।  ଛାତ୍ରଛାତ୍ରୀମାନେ http://cbseresults.nic.in ୱେବସାଇଟରୁ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ପାସ୍‌ ହାର ୯୯.୩୭% ରହିଛି।  ଛାତ୍ରଙ୍କ ପାସ୍ ହାର ୯୯.୧୩ ପ୍ରତିଶତ ରହିଥିବା  ବେଳେ ୯୯.୬୭ ଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷ ଯୁକ୍ତ ଦୁଇ…