Odisha Link
Bridging the Missing Links in Odisha
Daily Archives

August 23, 2021

ଆଜିଠୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

କେନ୍ଦ୍ରାପଡ଼ା: ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ଦେଶୀୟ ପକ୍ଷୀ ଗଣନା। ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ୭ଦିନ ପର୍ଯ୍ୟନ୍ତ ଚାଲିବ। ଗଣନା ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମରେ ୭ ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଗୋଟିଏ ଟିମ୍‌ ମଠଆଡ଼ିଆ ଓ ଅନ୍ୟ ଟିମ୍‌ ଲକ୍ଷ୍ମୀପ୍ରସାଦ,…

ଆଜିଠୁ ଖୋଲିଲା ଭୁବନେଶ୍ୱରର ସବୁ…

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ ଖୋଲିଲା। କରୋନା ଯୋଗୁଁ ପ୍ରାୟ ୩ ମାସ ଧରି ସବୁ ମନ୍ଦିର ଏବଂ ଅନ୍ୟ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ଆଜି ଖୋଲିଛି। କେବଳ ଡବଲ ଡୋଜ୍ ଟିକା ନେଇଥିବା ଭକ୍ତଙ୍କୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରୁଛନ୍ତି। ତେବେ ମନ୍ଦିର ଖୋଲିଥିବା ବେଳେ କୋଭିଡ…

ଭାରତୀୟ ହକି ଖେଳାଳିଙ୍କ ନାଁରେ ୧୦ଟି…

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ରେ କାଂସ୍ୟ ପଦକ ବିଜୟୀ ହୋଇଥିବା ଭାରତୀୟ ହକି ଖେଳାଳିଙ୍କ ନାମାନୁସାରେ ୧୦ଟି ସ୍କୁଲ୍‌ର ପୁନଃ ନାମକରଣ। ପଞ୍ଜାବର ପ୍ରାୟ ୧୦ଟି ସରକାରୀ ସ୍କୁଲ୍‌ର ପୁନଃନାମକରଣ ହୋଇଛି। ପଞ୍ଜାବ ସ୍କୁଲ୍‌ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର୍‌ ସିଂହ କହିଛନ୍ତି, ଭାରତୀୟ ପୁରୁଷ ହକି ଦଳରେ…

ଆଫଗାନିସ୍ତାନକୁ ଫେରି ପାରିବେ ଗନୀ ଓ…

କାବୁଲ: ଆଫଗାନିସ୍ତାନକୁ ଫେରି ପାରିବେ ରାଷ୍ଟ୍ରପତି ଅଶରଫ୍‌ ଗନୀ ଏବଂ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍‌। ତାଲିବାନ୍‌ ତାଙ୍କୁ କ୍ଷମା କରି ଦେଇଛିବା ଇଚ୍ଛା କଲେ ସେ ଦୁହେଁ ଆଫଗାନିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ବରିଷ୍ଠ ତାଲିବାନ୍ ନେତା ଖଲିଲ୍‌ ଉର୍‌ ରହମନ୍‌ ହକ୍କାନୀ କହିଛନ୍ତି।…

କାବୁଲରୁ ବିମାନରେ ସ୍ଥାନାନ୍ତରଣ ବେଳେ…

କାବୁଲ: କାବୁଲରୁ ଆମେରିକୀୟ ବିମାନରେ ସ୍ଥାନାନ୍ତରଣ ବେଳେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା। ଜର୍ମାନୀର ରାମଷ୍ଟେନ ଏୟାରବେସରେ ଅବତରଣ କରିବା କ୍ଷଣି, ବ୍ୟକ୍ତିବିଶେଷଙ୍କୁ ବିପଜ୍ଜନକ ସ୍ଥାନରୁ ସ୍ଥାନାନ୍ତରଣ କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସାମରିକ ବିମାନରେ ଥିବା ଜଣେ ଆଫଗାନ ମହିଳା ଗୋଟିଏ…

ରାଜ୍ୟରେ କରୋନା ନେଲା ଆଉ ୬୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୭୬୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୪୨୬କୁ ବୃଦ୍ଧି ପାଇଛି।…

ରାଜ୍ୟରେ ଦିନକରେ ୧୦୧ ଛୁଆ କରୋନା…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣର ହାର। ଗତ ୨୪ ଘଣ୍ଟା ମଧ୍ୟରେ ୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୧୬୯୮ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୪୪୩ କ୍ୱାରେଣ୍ଟାଇନ୍‌ରୁ…

ଆଜିଠୁ ୟୁଟ୍ୟୁବରେ ପାଠପଢିବେ +୨…

ଭୁବନେଶ୍ୱର: ଆଜିଠୁ ଅନଲାଇନ୍ ମୋଡରେ ୟୁଟ୍ୟୁବରେ ପାଠପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ୟୁ ଟ୍ୟୁବରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ଶିକ୍ଷାଗ୍ରହଣ କରିବେ। ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁ ଟ୍ୟୁବରେ ପାଠ ପଢାଯାଉଛି। ଏଥିରେ ସଫଳତା ପରେ ଯୁକ୍ତ ଦୁଇ ପିଲାଙ୍କ ପ୍ରତି ଏଭଳି…

କଟକଣା ଭିତରେ ଖୋଲିଲା ବାବା…

ଆରଡି: କଟକଣା ଭିତରେ ଦୀର୍ଘ ୪ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଭକ୍ତଙ୍କ ଦର୍ଶନ ନେଇ ଏସଓପି ଜାରି କରିଛି ଜିଲ୍ଲା ପ୍ରଶାସନ। ସ୍ୱତନ୍ତ୍ର ବ୍ୟାରିକେଡରେ ମନ୍ଦିର ମଧ୍ୟକୁ ପ୍ରବେଶ କରି ବାବାଙ୍କୁ ଦର୍ଶନ କରିପାରିବେ ଭକ୍ତ। ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଅଧିକ ବୟସର…

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା…

ପୁରୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ସକାଳ ୭ଟାରୁ ସଂଧ୍ୟା ୭ ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ପ୍ରତି ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ। ଏହି ଦୁଇ ଦିନ ମନ୍ଦିର ସାନିଟାଇଜ୍ କରାଯିବ।…