Odisha Link
Bridging the Missing Links in Odisha
Monthly Archives

August 2021

ରାଜ୍ୟରେ କରୋନା ନେଲା ଆଉ ୬୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୬୩୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯୬୯କୁ ବୃଦ୍ଧି ପାଇଛି। ଏନେଇ…

ରାଜ୍ୟରେ ୧୧୦ ଛୁଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୩୬୭ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୭୧ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ…

ଏମ୍ସରେ ସ୍ନେକ୍‌ ହେଲ୍ପଲାଇନ୍‌ ଆପ୍‌ ଏବଂ…

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ଓ ସ୍ନେକ୍ ହେଲପ୍ ଲାଇନ ସଂଗଠନର ମିଳିତ ଉଦ୍ୟମରେ ଏମ୍ସ ପରିସରରେ ଦ୍ୱିଭାଷୀ ‘ସ୍ନେକ୍ ହେଲ୍ପଲାଇନ୍’ ଆପ୍ ଏବଂ ୱେବସାଇଟର ଉନ୍ମୋଚନ ହୋଇଛି । ସାପ କାମୁଡିଲେ କି ପ୍ରକାର ଆଶୁ ଚିକିତ୍ସା କରିବେ ଓ ଆପଣଙ୍କ ଅଂଚଳରେ କେଉଁମାନେ ସାପ ଉଦ୍ଧାରକାରୀ ଅଛନ୍ତି ସ୍ନେକ ହେଲ୍ପଲାଇନରୁ…

ସରିଲା ଡେଡ୍‌ଲାଇନ: ଆଫଗାନ ଛାଡିଲା…

କାବୁଲ: ସରିଲା ଡେଡ୍‌ଲାଇନ, ଆଫଗାନ ଛାଡିଲା ଆମେରିକା। ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଉଡିଲା ଆମେରିକାର ଶେଷ ବିମାନ। ସି-୧୭ ବିମାନ ରାତି ପାଖାପାଖି ୩ଟା ୨୯ରେ କାବୁଲ ଏୟାରପୋର୍ଟରୁ ଉଡାଣ ଭରିଥିଲା। ଏହି ଉଡାଣ ସହ ଆଫଗାନିସ୍ତାନରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିଛି ଆମେରିକା। ବିମାନ…

ତାଲିବାନକୁ ସମର୍ଥନ ନକଲେ ୯/୧୧ ପରି…

ଇସଲାମାବାଦ: ତାଲିବାନକୁ ଖୋଲାଖୋଲି ଭାବେ ସମର୍ଥନ କରୁଛି ପାକିସ୍ତାନ। ଗତକାଲି ପାକିସ୍ତାନୀ ଜାତୀୟ ସୁରକ୍ଷା ପରାମର୍ଶଦାତା ମୋଇଦ ୟୁସୁଫଙ୍କ ବିବୃତ୍ତିରେ ଏହାର ପ୍ରମାଣ ଦେଖିବାକୁ ମିଳିଛି। ଅବଶ୍ୟ ମୋଇଦ ପରେ ନିଜର ବିବୃତ୍ତିକୁ ବଦଳାଇ ଦେଇଛନ୍ତି। ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ମୋଇଦ…

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ…

ପାକିସ୍ତାନ: ପବିତ୍ର ଜନ୍ମାଷ୍ଟମୀରେ ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ। ଶୀକୃଷ୍ଣଙ୍କ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ସଂପ୍ରଦାୟର ଲୋକମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ଥିବା ବେଳେ ଏକ ବିଶୃଙ୍ଖଳିତ ଗୋଷ୍ଠୀ ମନ୍ଦିରରେ ଭଙ୍ଗାରୁଜା କରିଥିଲେ। ଏହା…

ଆଜିଠୁ ରାଜଧାନୀରେ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ହେବ ସେରୋ ସର୍ଭେ। ମଙ୍ଗଳବାର ଓ ବୁଧବାର ସେରୋ ସର୍ଭେ ଜାରି ରହିବ। ବିଏମ୍‌ସି ପକ୍ଷରୁ ୫ଟି ଓ୍ୱାର୍ଡରେ ସେରୋ ସର୍ଭେ କରାଯିବ। ଆଜି ଓ ଆସନ୍ତା କାଲି ସେରୋ ସର୍ଭେ କରାଯିବ। ଆଇସିଏମଆର ଅନୁରୋଧ କ୍ରମେ ଵିଏମସି ପକ୍ଷରୁ ୫ଟି ୱାର୍ଡରେ ଏହି ସର୍ଭେ କରାଯିବ।…

ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ

ଭୁବନେଶ୍ବର: ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ। ପାର୍ବଣ ପାଇଁ ସରକାର କେଉଁ କଟକଣା କୋହଳ କରିବେ ଓ ଲାଗୁ କରିବେ ସେ ଉପରେ ସମସ୍ତଙ୍କ ନଜର ରହିଛି। କରୋନା କଟକଣା ଯୋଗୁଁ ଜୀବିକା ପ୍ରଭାବିତ ହେଇଥିବାରୁ ସପ୍ତାହନ୍ତ ଲକଡାଉନ, ନାଇଟ୍ କର୍ପ୍ୟୁ ହଟାଇବାକୁ ଦାବି ହେଉଛି। ଏପଟେ ପାର୍ବଣ ଋତୁ ଆସୁଥିବାରୁ…

ଶ୍ରୀମନ୍ଦିର ଶୈଳୀରେ ଲକ୍ଷ୍ନୌରେ ନିର୍ମାଣ…

ଲକ୍ଷ୍ନୌ: ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମାଣ ହେବ ଏକ ଜଗନ୍ନାଥ ମନ୍ଦିର। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ନିର୍ମାଣ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର। ଏଥିପାଇଁ ଜମି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୁରୀ ଶ୍ରୀମନ୍ଦିର ଶୈଳୀରେ ଲକ୍ଷ୍ନୌରେ…

ନରମିଗଲା ସ୍ବର, ଡରିଗଲେ କି ତାରା?

ଭୁବନେଶ୍ବର: କୋରାପୁଟିଆ ନେତାଙ୍କ ବିବାଦ ରାଜ୍ୟ କଂଗ୍ରେସର ରାଜନୀତିକୁ ବେଶ ସରଗରମ କରିଥିଲା। ଏପରିକି କାଦୁଅ ଫିଙ୍ଗା ରାଜନୀତି ଦେଖିବାକୁ ମିଳିଥିଲା। ଦିନେ ବିଧାୟକ ତାରା ବାହିନୀପତି ପିସିସି ସଭାପତି ନିରଞ୍ଜନଙ୍କ ବିରୋଧରେ ବର୍ଷୁଥିବାର ଦେଖିବାକୁ ମିଳୁଥିଲା ତ ତା’ ପରଦିନ ନିରଞ୍ଜନଙ୍କ ସମର୍ଥକ…