Odisha Link
Bridging the Missing Links in Odisha
Daily Archives

November 8, 2022

ଆଜିଠୁ କଟକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ…

ଭୁବନେଶ୍ବର: ଆଜିଠୁ କଟକରେ ଆରମ୍ଭ ହେବାକୁ ଥିବା ଐତିହାସିକ ବାଲିଯାତ୍ରା ସହିତ ଓଡ଼ିଶାର ମହାନ ସାମୁଦ୍ରିକ ସଂସ୍କୃତିକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ୩ ଦିନିଆ ଜାତୀୟ ଧାରା ସମ୍ମିଳନୀର ଆୟୋଜନ କରାଯାଇଛି। ସହସ୍ର ବର୍ଷ ପୁରାତନ କଟକ ସହରରେ ଆୟୋଜିତ ହେବାକୁ ଥିବା “ସମୁଦ୍ରମନ୍ଥନ’ ଭାବେ ନାମିତ ଏହି…

ରାଗିଂ ଅଭିଯୋଗ: ଶୁଣିଲେନି…

ଓଏଲ୍‌ ବ୍ୟୁରୋ: ପୁଣିଥରେ ସାମ୍ନାକୁ ଆସିଲା ଆଉ ଏକ ରାଗିଂ ଅଭିଯୋଗ। ନିମାପଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଆଣିଛନ୍ତି ଏଭଳି ଅଭିଯୋଗ। ଛାତ୍ରୀ ଜଣକ ଏସିଡ୍‌ ପକାଇବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଛାତ୍ର ଜଣକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ରାଗିଂ କରିଥିବା ସିନିୟରଙ୍କ…

ମହାନଦୀରେ ବୁଡ଼ିଗଲେ ବ୍ୟବସାୟୀ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏସବୁ ମଧ୍ୟରେ ମହାନଦୀରେ ଘଟିଛି ଅଘଟଣ। ବାଲିଯାତ୍ରା ପଡ଼ିଆ ତଳ ମହାନଦୀରେ ଗାଧୋଇବା ବେଳେ ବୁଡ଼ି ଜଣେ ବ୍ୟବସାୟୀ ନିଖୋଜ ହୋଇଥିବା ସୂଚନା ମିଳିଛି। ନିଖୋଜ ଯୁବକ ହେଉଛନ୍ତି ବିହାର…

ଟ୍ରେଣ୍ଡରେ ସୋସିଆଲ ମିଡିଆ ଛଟେଇ

ଓଏଲ୍‌ ବ୍ୟୁରୋ: ଟ୍ବିଟର ପରେ ମେଟା କମ୍ପାନୀରେ ହୋଇପାରେ ବଡ଼ ଧରଣର ଛଟେଇ। ଇତିହାସରେ ପ୍ରଥମ ଥର ମେଟା କମ୍ପାନୀ କରିବାକୁ ଯାଉଛି ବଡ଼ ଧରଣର ଛଟେଇ। ଯାହାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଲନ ମସ୍କଙ୍କ ଟ୍ୱିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ମଧ୍ୟ ଛଟେଇ…

ବିଦ୍ୟୁତ ତାର ଲାଗିବାରୁ ଚାଲିଗଲା…

ଓଏଲ୍‌ ବ୍ୟୁରୋ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ୧୧ କେଭି ତାରରେ ଚାଲିଗଲା ଜୀବନ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନଛିମପୁର ପଂଚାୟ ର ଅମ୍ବାଳିଅଠା ଗ୍ରାମରେ ଅଘଟଣ…

ପଦ୍ମପୁର ପାଇଁ ପ୍ରସ୍ତୁତି, ବିଜେଡି ମଙ୍ଗ…

ଓଏଲ୍‌ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ପରାଜିତ ହୋଇଥିବା ବିଜୁ ଜନତା ଦଳ ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ କଲାଣି ଅଙ୍କକଷା। ନିର୍ବାଚନ ପାଇଁ ୧୦ ତାରିଖ ବାହାରିବ ବିଧିବଦ୍ଧ ବିଜ୍ଞପ୍ତି। ତାପୂର୍ବରୁ ବିଜୁ ଜନତା ଦଳ ନେତାଙ୍କୁ ଦାୟିତ୍ବ ବାଣ୍ଟିଛି। ଏଥିସହିତ ସ୍ଥାନୀୟ ନେତାଙ୍କ ଉପରେ ଭରସା ରଖି ଗୁରୁ…

ପ୍ରିୟଙ୍କା ଚୋପ୍ରାଙ୍କୁ ଲକ୍ଷ୍ନୌରେ…

ଓଏଲ୍‌ ବ୍ୟୁରୋ: ବଲିଉଡ ଜଗତର ଷ୍ଟାର ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା। ସେ ସିନେ ପ୍ରେମୀଙ୍କ ହୃଦୟରେ ରାଜ କରନ୍ତି ଏଥିସହିତ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେହିପରି ତାଙ୍କୁ ଅନେକ ରିଅଲିଟି ସୋ ରେ ମଧ୍ୟ ଦେଖିବାକୁ ମିଳିଥାଏ। ଦୀର୍ଘ ୩ ବର୍ଷ ପରେ ପ୍ରିୟଙ୍କା ଚୋପ୍ରା ଭାରତ…

ରାହୁଲଙ୍କ ନୂଆ ରୂପ, ଟ୍ବିଟ୍‌ କରି…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରରେ ପହଁଞ୍ଚିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା। ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ଗୁରୁ ନାନକ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହେଲେ ଏକ ନୂଆ ଅନ୍ଦାଜରେ ନଜର ଆସିିଥିଲେ ରାହୁଲ। ଶିଖ୍‌…

ସେମି ମୁକାବିଲା ପୂର୍ବରୁ ଟିମ୍‌…

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆକୁ ଜୋରଦାର ଝଟକା। ବିଶ୍ବକପ୍‌ ସେମି ଫାଇନାଲ ମୁକାବିଲା ପୂର୍ବରୁ ଭାରତକୁ ଲାଗିଲା ବଡ଼ ଝଟକା। ସେମି ମୁକାବିଲାର ଦିନକ ପୂର୍ବରୁ ଆହତ ହେଲେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ଆଡିଲେଡରେ ଅଭ୍ୟାସ କରୁଥିବା ସମୟରେ ରୋହିତଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ସୂଚନା…

ଆଜିଠୁ ବାଲିଯାତ୍ରା : ପ୍ଲାଷ୍ଟିକ୍‌ ବୋତଲ…

କଟକ: ଆଜିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ଚଳଚଞ୍ଚଳ କଟକ ବାଲିଯାତ୍ରା ପଡ଼ିଆ। ପୂର୍ବରୁ ବେପାରୀଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ଆଜିଠୁ ଲୋକଙ୍କ ଗହଳି ଦେଖିବାକୁ ମିଳିବ। ଦୋକାନ, ବଜାର ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଏଥିପାଇଁ ପ୍ରସ୍ତୁତି…