Odisha Link
Bridging the Missing Links in Odisha
Daily Archives

November 21, 2022

ଭୂମିକମ୍ପ ନେଲା ୪୪ମୁଣ୍ଡ, ଇଣ୍ଡୋନେସିଆରେ…

ଓଏଲ୍ ବ୍ୟୁରୋ : ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ବଡଧରଣର ଛାତିଥରା ଭୂମିକମ୍ପ ହୋଇଛି ଯେଉଁଥିରେ ୪୪ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିବା ବର୍ତ୍ତମାନ ସୁଦ୍ଧା ଖବରରୁ ଜଣାପଡିଛି। ବିଶେଷ ସୂତ୍ରରୁ ଯାହା ଜଣା ପଡୁଛି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି ।ତଥ୍ୟ ଅନୁସାରେ…

ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ…

ଓଏଲ୍ ବ୍ୟୁରୋ: କରୋନା ମହାମାରୀ ପାଇଁ ସାରା ଦେଶରେ କଟକଣା ଲାଗିରହିଥିବାବେଳେ ବିଧାନସଭାରେ ମଧ୍ୟ ସମୟକୁ ପରିବର୍ତ୍ତନ କରାଯାଇଥିଲା। ସାମ୍ବାଦିକଙ୍କୁ ବିଧାନସଭା ପ୍ରେସ ଗ୍ୟାଲେରୀକୁ ଯିବା ପାଇଁ ମଧ୍ୟ କଟକଣା କରାଯାଇଥିଲା। ବର୍ତ୍ତମାନ କଟକଣାରେ ପୂର୍ଣ୍ଣଛେଦ ପଡିଛି। ଗୃହକାର୍ଯ୍ୟ ୧ଘଣ୍ଟା ଅଧିକ ଚାଲିବ।…

ପଦ୍ମପୁର ଉପନିର୍ବାଚନ : ବିଜେଡିର…

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ରେଳଲାଇନ ପ୍ରକଳ୍ପକୁ ନେଇ ସ୍ୱର ତେଜିଲା ବିଜେଡି। ରେଳଲାଇନ ପ୍ରସଙ୍ଗକୁ ନେଇ ବିଜେଡିର ବିଜେପିକୁ ଟାର୍ଗେଟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ ବରଗଡ଼ ଷ୍ଟେସନରୁ ପଦ୍ମପୁର ଦେଇ ନୂଆପଡ଼ା ରୋଡ ଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂଆ ରେଳଲାଇନ୍…

ଫିଫା ଫୁଟବଲ ବିଶ୍ୱକପର ଉଦଘାଟନୀ ଦିବସ…

ଓଏଲ୍ ବ୍ୟୁରୋ : କତାରରେ ଆରମ୍ଭ ହେଲା ଫିଫା ଫୁଟବଲ ବିଶ୍ୱକପ୍। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟନୀ ଦିବସ ଆରମ୍ଭ। ୮୮ ବର୍ଷ ପରେ କତାର ଆୟୋଜକ ଭାବେ ବିଶ୍ୱକପରେ ପଦାର୍ପଣ କରିଥିବାବେଳେ କତାରର ଅଲ୍ ବାୟତ୍ ଷ୍ଟାଡିୟମରେ ଅଧଘଣ୍ଟାର ଉଦଧାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫ୍ରାନ୍ସର…

ତେଜିଲା ସରକାରୀ ମୋ ବସ୍ ବିବାଦ,ଟ୍ୱିଟ…

ଓଏଲ୍ ବ୍ୟୁରୋ : ରାଜରାସ୍ତାରେ ଦେଖାଦେଇଛି ପାଟିତୁଣ୍ଡ ତାହା ପୁଣି ମୋ ବସ୍ ଦୁର୍ଘଟଣା ପାଇଁ। ମୋ’ ବସ୍ ଦୁର୍ଘଟଣାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ଖବର ଉପରେ କ୍ରୁଟ୍ ସ୍ପଷ୍ଟୀକରଣ ରଖିଥିବାବେଳେ କହିଛନ୍ତି ମୋ’ ବସ୍ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ ହୋଇନି ବରଂ ବାଇକ ଦୁର୍ଘଟଣାରେ…

ନିଜ ଦାବିରେ ଅଟଳ ଅଙ୍ଗନବାଡି କର୍ମୀ,…

ଓଏଲ୍ ବ୍ୟୁରୋ : ପୁଣି ଆଉ ଥରେ ଲୋୟର ପିଏମଜିରେ ହେବ ବିଶାଳ ରାଲି । ନିଜ ଦାବିରେ ଅଟଳ ରହିଛି ଅଙ୍ଗନବାଡି କର୍ମଚାରୀ ସଂଘ । ସରକାରଙ୍କ ଚେତାବନୀ ସତ୍ୱେ ଅଙ୍ଗନବାଡି ସଂଘ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ଘୋଷଣା କରିଛି । ଯଦି ସରକାର ତାଙ୍କର ଦାବି ପୁରଣ ନ କରନ୍ତି ତେବେ ଆନ୍ଦୋଳନ…

କୋରେଇ ଟ୍ରେନ୍‌ ଦୁର୍ଘଟଣା : ଚାଲିଗଲା ୪…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ଯାଜପୁ ଜିଲ୍ଲା କୋରେଇ ରେଳ ଷ୍ଟେସନରେ ମର୍ମନ୍ତୁଦ ଦୁର୍ଘଟଣା। କୋରେଇ ଯାତ୍ରା ବିଶ୍ରାମଗାର ଭିତରକୁ ପଶିଗଲା ମାଲବାହୀ ଟ୍ରେନ୍। ଲାଇନ୍‌ଚ୍ୟୁତ୍‌ ହେବାରୁ ପ୍ରାୟ ୧୦ଟି ବଗି ପଶିଆସିଥିଲା। ଯାହାଫଳରେ ଯାତ୍ରୀ ବିଶାମ୍ରଗାରଟି ଭୁଶୁଡ଼ି ପଡ଼ିବା ସହ ୪ ଜଣଙ୍କର ମୃତ୍ୟୁ ହୋଇଥିବା…