Odisha Link
Bridging the Missing Links in Odisha
Daily Archives

December 16, 2022

ମଶା ପାଇଁ ବିଜେପିର ବିକ୍ଷୋଭ

ଓଏଲ୍‌ ବ୍ୟୁରୋ : ରାଜଧାନୀ ଭୁବନେଶ୍ବରରେ ମଶା ଉପଦ୍ରବ। ଯାହା ପ୍ରଭାବରେ ରାଜଧାନୀ ବାସିନ୍ଦା ଅତିଷ୍ଠ ହୋଇ ସାରିଲେଣି। ଏସବୁ ମଧ୍ୟରେ ନିଆରା ଢଙ୍ଗରେ ଭାରତୀୟ ଜନତା ପାର୍ଟି ପ୍ରତିବାଦ କରିଛି । ରାଜଧାନୀର ବିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଭୁବନେଶ୍ବର ବିଜେପି ସଭାପତି ବାବୁ…

ଏୟାରଇଣ୍ଡିଆ ପାଇଲଟ ସଂଘର ଟାଟା…

ଓଏଲ୍ ବ୍ୟୁରୋ : ବିମାନ ଉଡାଣ ଓଭରଟାଇମ କାମକୁ ନେଇ ପାଇଲଟ ମାନେ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଲେଖିଲେ ଚିଠି। ଟାଟା ଗ୍ରୁପର ଏୟାରଲାଇନ ଏୟାରଇଣ୍ଡିଆରେ ପାଇଲଟଙ୍କ ସଂଖ୍ୟା କମ ଥିବାରୁ ଉଡାଣ ପ୍ରଭାବିତ ହୋଇପାରେ। ଏୟାର ଇଣ୍ଡିଆର ଦୁଇଟି ପାଇଲଟ୍ ୟୁନିଅନ୍ ଦାବି କରିଛନ୍ତି ଯେ ଦୂରଗାମୀ ବିମାନ ଚଳାଇବା…

ବ୍ରହ୍ମପୁରରେ ଭାରତର ଦ୍ୱିତୀୟ ବୃହତ୍ତମ…

ଓଏଲ୍ ବ୍ୟୁରୋ : ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ସବୁଠୁ ବଡ ପ୍ରତିମୂର୍ତ୍ତି ନୂଆ ସଂସଦ ଭବନ ପରିସରରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଥିଲେ। ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ସ୍ତମ୍ଭ ପ୍ରତିଷ୍ଠା ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି। ଜାତୀୟ ପ୍ରତୀକ ଅଶୋକ…

ଦିଲ୍ଲୀ ଏମ୍ସରେ ସିଗାରେଟ ଓ ତମାଖୁ ବ୍ୟାନ

ଓଏଲ୍ ବ୍ୟୁରୋ : ଦିଲ୍ଲୀ ଏମ୍ସ ଭିତରେ ଲାଗିଲା କଟକଣା। କୌଣସି ବ୍ୟକ୍ତି ନେଇପାରିବେ ନାହିଁ ସିଗାରେଟ ବା ତମାଖୁ। ଏମ୍ସ କର୍ତ୍ତୃପକ୍ଷ ଜାରି କଲେ ନିୟମ। ଡାକ୍ତର, ମେଡିକାଲ କର୍ମଚାରୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ଅନ୍ୟ କୌଣସି ବ୍ୟକ୍ତି କେହିବି ନେଇପାରିବେ ନାହିଁ ସିଗାରେଟ ଓ ତମାଖୁ। ଏମ୍ସ…

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଘଟଣା : ବାର…

ଓଏଲ୍ ବ୍ୟୁରୋ : ଦୀର୍ଘ ଦିନ ହେବ ଲାଗିରହିଥିଲା ଓକିଲ ଆନ୍ଦୋଲନ। ଏହି ଆନ୍ଦୋଳନକୁ ନେଇ ଅନେକ ଘଟଣା ଦେଖିବାକୁ ମିଳିଥିଲା। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକାରୀ ଓକିଲ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ମଧ୍ୟ ହୋଇଥିଲା। ଏହାକୁ ନେଇ ନ୍ୟାୟାଳୟ ରାୟ ଶୁଣାଇଥିଲେ। ସୁପ୍ରିମକୋର୍ଟର ରାୟ…

ନିଲମ୍ବିତ ହେଲେ ୪ ମହିଳା କନେଷ୍ଟବଳ,…

ଓଏଲ୍ ବ୍ୟୁରୋ : ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିଲା ନାଚ ଭିଡିଓ ଯାହା ଦ୍ୱାରା ଚାକିରୀରୁ ନିଲମ୍ବିତ ହେଲେ ମହିଳାମାନେ। ଅଯୋଧ୍ୟାରେ କାର୍ଯ୍ୟରତ ୪ ମହିଳା କନେଷ୍ଟବଳଙ୍କୁ କାର୍ଯ୍ୟରେ ଅବହେଳା କରି ନୃତ୍ୟ ଭିଡିଓ କରିବାରୁ ନିଲମ୍ବିତ କରାଯାଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ ରାମ…

ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲା :…

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଆଉ ଏକ ମୋଡ। ଦିଲ୍ଲୀ ପୁଲିସକୁ ମିଳିଛି ବଡ ସଫଳତା। ହତ୍ୟାକାରୀ ପ୍ରେମିକ ନିଜ ପ୍ରେମିକା ଶ୍ରଦ୍ଧାଙ୍କ ଶରୀରକୁ କାଟି ୩୫ ଖଣ୍ଡ କରି ଫିଙ୍ଗିଦେଇଥିବା ଖବର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପ୍ରେମିକ ଅଫତାବକୁ ପୁଲିସ ଗିରଫ କରିବା ପରେ…

ଭାରସାମ୍ୟ ହରାଇ ଓଲଟିଲା ବସ, ଦୁର୍ଘଟଣାରେ…

ଓଏଲ୍ ବ୍ୟୁରୋ : ଭାରସାମ୍ୟ ଅଧିକ ହେବାରୁ ଦୁର୍ଘଟଣା ଘଟିଲା। ମୟୂରଭଞ୍ଜ ଏକ ବସ ଭାରସାମ୍ୟ ହରାଇ ଓଲଟିପଡିଥିବା ବେଳେ ବସରେ ଥିବା ୨୦ ଯାତ୍ରୀ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଥିବା ବସଟି କରଞ୍ଜିଆରୁ ବାରିପଦା ଆସୁଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଏନ୍ଏଚ୍ ୧୮ କୁଳିଅଣା ବାଲିମୁଣ୍ଡୁଳି…

ମେ’ ୭ରେ ହେବ ନିଟ ପ୍ରବେଶିକା…

ଓଏଲ୍ ବ୍ୟୁରୋ : ପ୍ରକାଶ ପାଇଲା ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ) ତାରିଖ। ଆସନ୍ତା ବର୍ଷ ହେବାକୁ ଥିବା ନିଟ ପ୍ରବେଶିକା ପରୀକ୍ଷା ମେ ୭ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। JEE ମେନ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବାବେଳେ ନିଟ ପରୀକ୍ଷାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ…

ଓଡ଼ିଆ ସମେତ ୧୩ଟି ଭାଷାରେ ହେବ JEE…

ଓଏଲ୍ ବ୍ୟୁରୋ : ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ହେବାକୁ ଥିବା ପରୀକ୍ଷାର କାର୍ଯ୍ୟ ସୂଚୀ ପ୍ରକାଶ ପାଇଛି। ଏଥର ଓଡ଼ିଆ ଭାଷାରେ JEE ମେନ ପରୀକ୍ଷା ହେବ। ଏଥିସହିତ ଆହୁରି ୧୨ଟି ଭାଷାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ସର୍ବଭାରତୀୟ ସ୍ତରରେ  ଇଂଜିନିୟରିଂ ପାଠ୍ୟକ୍ରମ…