Odisha Link
Bridging the Missing Links in Odisha
Daily Archives

January 20, 2023

ମାର୍ଚ୍ଚ ୧୦ରେ ମାଧ୍ୟମିକ ଶିକ୍ଷକ…

ଓଏଲ୍‌ ବ୍ୟୁରୋ : ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚ ମାସ ୧୦ରୁ ୧୩ ତାରିଖ ମଧ୍ୟରେ ଆଶାୟୀ ମାଧ୍ୟମିକ ଶିକ୍ଷକଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ମାସରେ ପ୍ରିଲିମ୍‌‌ ଏବଂ ନୂଆ ଶିକ୍ଷାବର୍ଷ…

ବ୍ରାଉନସୁଗାର ଜବତ କଲା ପୁଲିସ, ୨ ଗିରଫ

ଓଏଲ୍‌ ବ୍ୟୁରୋ : ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଜବତ କରିଛି ଧଳାଜହର। ସୂଚନା ଅନୁସାରେ ବିହାରରୁ ଆଣୁଥିବା ବେଳେ ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ପୁଲିସ ଦ୍ୱାରା ଜବତ ହୋଇଛି ବ୍ରାଉନ୍ ସୁଗାର। ପାଖାପାଖି ୪୦ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଏକ ବୋଲେରୋ ଗାଡ଼ି ଜବତ କରିଛି ପୁଲିସ। ତେବେ ଏହି ବ୍ରାଉନସୁଗାର…

‘ଆମ ପରିବାରର ସମସ୍ତେ ଶ୍ରୀୟା ଓ…

ଓଏଲ୍‌ ବ୍ୟୁରୋ : ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ବିରୋଧରେ ତାଙ୍କ ପତ୍ନୀ ଶ୍ରୀୟା ନିର୍ଯାତନା ଅଭିଯୋଗ କରିଥିବା ଖବର ସାମ୍ନାକୁ ଆସିଥିଲା। ପତ୍ନୀଙ୍କ ଅଭିଯୋଗ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଥାନାରେ ହାଜର ହେବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା…

ନିଆଁରେ ପୋଡ଼ି ହୋଇ ୩ ବ୍ୟକ୍ତି ଗୁରୁତର

ଓଏଲ୍‌ ବ୍ୟୁରୋ : କଟକ ନିଶ୍ଚିନ୍ତକୋଇଲି ବ୍ଲକ କୂଳବଡ଼କ୍ଷୀର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡ ଘଟିଥିବାରୁ ଗୋଟିଏ ପରିବାରର ୩ ଜଣ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିବା ସୂଚନା। ନିଆଁରେ ପୋଡ଼ି ହୋଇଥିବା ୩ ଜଣଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡରେ ପୋଡ଼ି ହୋଇ…

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ଘଟଣା…

ଓଏଲ୍‌ ବ୍ୟୁରୋ : ନୋ ଫ୍ଲାଇଂ ଜୋନରେ ଡ୍ରୋନ୍‌ ଉଡ଼ାଇବା ଘଟଣାର ଅଭିଯୁକ୍ତ ଆଜି କୋର୍ଟ ଚାଲାଣ ହେବ। ସୂଚନା ଅନୁସାରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୁଲିସ ପୂର୍ବରୁ ଗିରଫ କରିଥିବାବେଳେ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି। ସିଟି ଡିଏସପି…

ପରୀକ୍ଷା ଦେବେ ଅର୍ଚ୍ଚନା ନାଗ !

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦେବେ ପରୀକ୍ଷା। ଆଇନ ପରୀକ୍ଷା ଦେବାକୁ କୋର୍ଟକୁ ଅନୁମତି ମାଗିଲେ ଅର୍ଚ୍ଚନା ନାଗ। ପୂର୍ବରୁ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ଅନୁମତି ମାଗିଥିଲେ ଅର୍ଚ୍ଚନା ଏବଂ କୋର୍ଟ ମଧ୍ୟ ଫର୍ମ ପୂରଣ କରିବାକୁ ଅନୁମତି ଦେଇଥିଲା। ବର୍ତ୍ତମାନ…

ଆଜି ଦେଶରେ ୭୧ ହଜାର ନିଯୁକ୍ତିପତ୍ର…

ଓଏଲ୍‌ ବ୍ୟୁରୋ : ଆଜି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ନିଯୁକ୍ତିମେଳା। ୭୧ ହଜାର ନବ ନିଯୁକ୍ତ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ୪୫ଟି ସ୍ଥାନରେ ଆୟୋଜିତ ଏହି ରୋଜଗାର ମେଳାରେ ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନରେ ନିଯୁକ୍ତି ପାଇବେ…

୩ ପୁଲିସ କର୍ମଚାରୀ ନିଲମ୍ବିତ

ଓଏଲ୍‌ ବ୍ୟୁରୋ : ଗଞ୍ଜେଇ କାରବାର ଅଭିଯୋଗରେ ୩ ପୁଲିସ କର୍ମଚାରୀ ନିଲମ୍ବିତ। ଗଞ୍ଜେଇ କାରବାରରେ ସହାୟତା କରୁଥିବା ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ବୌଦ୍ଧ ଏସ୍‌ପି। ଗଞ୍ଜେଇ ବେପାରୀଙ୍କୁ ଛାଡ଼ିଦେବା ସହ କ୍ୱାର୍ଟର୍ସରେ ଗଞ୍ଜେଇ ରଖିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଜଣା ପଡିଛି। ଖବର…