Odisha Link
Bridging the Missing Links in Odisha
Daily Archives

January 21, 2023

‘ନିର୍ଯାତନା ଅସହ୍ୟ ହେବାରୁ…

ଓଏଲ୍ ବ୍ୟୁରୋ : ସାମ୍ନାକୁ ଆସିଛି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲା। ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ନେଇ ଥାନା ଦ୍ୱାରସ୍ତ ହୋଇଥିଲେ। ତେବେ ଏହି ମାମଲାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ହ୍ୟୁମାନଙ୍କ…

କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ

ଓଏଲ୍ ବ୍ୟୁରୋ : ଦୁଇବର୍ଷ ପରେ ବିନା କଟକଣାରେ ପାଳନ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ। ପ୍ରତିବର୍ଷ ଜାନୁଆରୀ ୨୬ତାରିଖରେ ଭାରତରେ ପାଳିତ ହୁଏ ସାଧାରଣତନ୍ତ୍ର ଦିବସ। ତେବେ ଏଥର ହେବାକୁ ଥିବା ସାଧାରଣତନ୍ତ୍ର ଦିବସକୁ ନଜରରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସାଧାରଣତନ୍ତ୍ର…

ଘନ କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ…

ଓଏଲ୍ ବ୍ୟୁରୋ : ରାଜ୍ୟରେ କମିଛି ଶୀତର ଲହରୀ ଏବଂ କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି। ତେବେ ଆଜି ମଧ୍ୟ କେତେକ ସ୍ଥାନରେ ସକାଳୁ କୁହୁଡି ଦେଖିବାକୁ ମିଳିଥିବାବେଳେ ଆସନ୍ତାକାଲି ମଧ୍ୟ ଘନ…

ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି; ଏସସିବିରେ…

ଓଏଲ୍ ବ୍ୟୁରୋ : କଟକ ଏସସିବି ମେଡିକାଲରେ ଦେଖିବାକୁ ମିଳିଛି ଏକ ବିରଳ ଅସ୍ତ୍ରୋପଚାର। ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏହି ଜଟିଳ ଅପରେସନ୍ ହୋଇଥିବା ଜଣା ପଡିଛି। ଜଣେ ୨୫ ବର୍ଷୀୟ ଯୁବକଙ୍କ ହାତରେ ଗୋଡ ଆଙ୍ଗୁଠି ଲଗାଇବାରେ ସଫଳ ହୋଇଛନ୍ତି ଏସସିବିର ଡାକ୍ତର। ସୂଚନା ଅନୁସାରେ, ଦୁର୍ଘଟଣାରୁ…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୨ଟି…

ଓଏଲ୍ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣା ପଡିଛି। ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍ ବୃଦ୍ଧି ହୋଇଛି। ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ ଅନୁଦାନପ୍ରାପ୍ତ…

ସ୍କୁଲରେ ପଶି ଜଣେ ଛାତ୍ରଙ୍କୁ ଅଜଣା…

ଓଏଲ୍ ବ୍ୟୁରୋ : ବାଙ୍କି ଚର୍ଚ୍ଚିକା ୟୁଜିଏମଇ ବିଦ୍ୟାଳୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟରେ ପଶି ଜଣେ ଛାତ୍ରଙ୍କୁ ଅଜଣା ଯୁବକଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଜଣା ଯୁବକଙ୍କ ଆକ୍ରମଣର ଶିକାର ହୋଇଥିବା ପିଲାଟି ହେଉଛି ଚର୍ଚ୍ଚିକା ୟୁଜିଏମଇ ସ୍କୁଲର ୩ୟ ଶ୍ରେଣୀର ଛାତ୍ର।…

ଭାରତୀୟ ହକି ଟିମ୍‌ରୁ ବାଦ୍ ପଡିଲେ…

ଓଏଲ୍ ବ୍ୟୁରୋ : ଭାରତରେ ଜାରି ରହିଛି ପୁରୁଷ ହକି ବିଶ୍ୱକପ। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଏହି ହକି ବିଶ୍ୱକପରେ ଭାରତୀୟ ଦଳରୁ ବାଦ୍ ପଡିଛନ୍ତି ହାର୍ଦ୍ଦିକ ସିଂ। ଆହତ ଜନିତ ସମସ୍ୟା କାରଣରୁ ଭାରତୀୟ ହକି ଦଳରୁ ହାର୍ଦ୍ଦିକ ସିଂ ବାଦ୍ ପଡିଥିବା ଜଣା ପଡିଛି।…

ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲା :…

ଓଏଲ୍ ବ୍ୟୁରୋ : କେନ୍ଦୁଝର ଯୋଡା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁର କାରଣ ସନ୍ଦେହ ଘେରରେ ଥିବାବେଳେ ମୃତ୍ୟୁର ଭିସେରା ରିପୋର୍ଟ ଆସିଥିବା ଜଣା ପଡିଛି। ସୂଚନା ଅନୁସାରେ, ଡାକ୍ତର ଶୁଭଶ୍ରୀ କର ମଦ, ନିଶା…

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଗଲା…

ଓଏଲ୍ ବ୍ୟୁରୋ : ରଥଯାତ୍ରା ପାଇଁ ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡରୁ ବିଧି ଅନୁସାରେ ପୁରୀକୁ ଶ୍ରୀକ୍ଷେତ୍ରକୁ ରଥଯାତ୍ରା ପାଇଁ ରଥକାଠ ପଠାଯାଇଛି। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ରଥକାଠ ରଥନିର୍ମାଣ ପାଇଁ ଶ୍ରୀମନ୍ଦିରକୁ ପଠାଯାଇଛି। ବଡ଼ଦେଉଳକୁ ପ୍ରଥମ ପର୍ଯ୍ୟାୟରେ…

ସଠିକ୍ ସମୟରେ ଟୀକାକରଣ ଏବଂ ପାପ୍…

ଓଏଲ୍ ବ୍ୟୁରୋ : ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା କର୍କଟ ରୋଗ ମଧ୍ୟରୁ ଗର୍ଭାଶୟ କର୍କଟ ଦ୍ୱିତୀୟ ସର୍ବାଧିକ। ସମୟ ପୂର୍ବରୁ ଏହାକୁ ଚିହ୍ନଟ କରାଯାଇପାରିଲେ ଏହାର ନିରାକରଣ ସମ୍ଭବ ବୋଲି କିମ୍‌ସ-ଭୁବନେଶ୍ୱରର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗ ପ୍ରଫେସର (ଡା.) ସୁଧାଂଶୁ କୁମାର ରଥ…