Odisha Link
Bridging the Missing Links in Odisha
Daily Archives

March 9, 2023

ଭାରତ-ଅଷ୍ଟ୍ରେଲିଆ: ଏ ସମ୍ପର୍କ ୭୫ ବର୍ଷର

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍। ଏଥିସହିତ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସମ୍ବନ୍ଧକୁ ପୁରିଛି ୭୫ ବର୍ଷ। ଏହି ଅବସରରେ ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଏକାଠି ହୋଇଛନ୍ତି ଭାରତର…

ମହିଳାଙ୍କୁ ଧକ୍କା ଦେଲା ଚଳନ୍ତା କାର୍

ଓଏଲ୍‌ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଘଟିଥିବା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍କୁଟି ଚାଳକ ମହିଳାଙ୍କୁ ଧକ୍କା ଦେଇ ରବୀନ୍ଦ୍ର ମଣ୍ଡପ ଯାଏଁ ସ୍କୁଟି ଘୋଷାଡ଼ି ନେଲା ଚଳନ୍ତା କାର। ତେବେ ଏହି ଘଟଣା ଘଟିଛି ଭୁବନେଶ୍ବର ଏଜି ଛକରେ। ସ୍କୁଟି ଚାଳକ ମହିଳାଙ୍କୁ କାର୍ ଧକ୍କା ଦେବା ପରେ…

କାଲିଠୁ ମାଟ୍ରିକ ପରୀକ୍ଷା

ଓଏଲ୍‌ ବ୍ୟୁରୋ : ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଦଶମ ବୋର୍ଡ ପରୀକ୍ଷା। ପରୀକ୍ଷାକୁ ନଜରରେ ରଖି ପରୀକ୍ଷା ପୂର୍ବର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ ଘଣ୍ଟାଏ ଆଗରୁ ପହଞ୍ଚିବେ ଛାତ୍ରଛାତ୍ରୀ।…

ଜନ୍ମକଲା ମାଆର ଜୀବନ ନେଲା ପୁଅ

ଓଏଲ୍‌ ବ୍ୟୁରୋ : ବାରିପଦା ବାଙ୍ଗିରିପୋଷି ଥାନା ପଟାଶିଳା ଗାଁରେ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ଜନ୍ମକଲା ମାଆର ଜୀବନ ନେଲା ପୁଅ। ପାରିବାରିକ କଳହରୁ ମାଆକୁ ପୁଅ ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ପୁଅ ବାଙ୍ଗିରିପୋଷି ଥାନାରେ ଆତ୍ମସମର୍ପଣ କରିଥିବା ଜଣା…

ଜ୍ୱାଇଁର ହତ୍ୟା କରି ପ୍ରମାଣ ନଷ୍ଟ…

ଓଏଲ୍‌ ବ୍ୟୁରୋ : ଶ୍ୱଶୁରଘର ଲୋକେ ଜ୍ୱାଇଁକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ। ପାରିବାରିକ କଳହ କାରଣରୁ ଜ୍ୱାଇଁଙ୍କୁ ଶ୍ୱଶୁରଘର ଲୋକେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ତେବେ ଜ୍ୱାଇଁଙ୍କୁ ହତ୍ୟା ପରେ ଶବକୁ…

ବଧୂଙ୍କ ତଣ୍ଟି ଚିପି ହତ୍ୟା!

ଓଏଲ୍‌ ବ୍ୟୁରୋ : ଗତକାଲି ସାରା ଦେଶରେ ପାଳନ ହେଉଥିଲା ଅନ୍ତର୍ଜାତୀୟ ମହିଳା ଦିବସ। ତେବେ ଏହି ମହିଳା ଦିବସରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଳିପାଟଣା ଗ୍ରାମରେ ବଧୂଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ ହୋଇଥିବା ଜଣା ପଡିଛି।…

ରାତିରୁ ଜଳୁଛି ପୁରୀ ମରିଚିକୋଟ ଲକ୍ଷ୍ମୀ…

ଓଏଲ୍‌ ବ୍ୟୁରୋ : ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୁଧବାର ରାତିରୁ ଜଳୁଛି ପୁରୀ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ। ଏତେ ସମୟ ହେବ ଲାଗିଥିବା ନିଆଁକୁ ଏଯାଏଁ ଆୟତ୍ତ କରାଯାଇପାରି ନାହିଁ। ରାତିରୁ ଲାଗିଥିବା ନିଆଁ ଆୟତ୍ତ ହେବା ପରିବର୍ତ୍ତେ…