Odisha Link
Bridging the Missing Links in Odisha
Daily Archives

March 9, 2023

୯୦ ପ୍ରତିଶତ ଆୟତ୍ତ ହେଲା ପୁରୀ ଲକ୍ଷ୍ମୀ…

ଓଏଲ୍‌ ବ୍ୟୁରୋ : ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୁଧବାର ରାତିରୁ ଜଳୁଛି ପୁରୀ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ। ଅନେକ ପ୍ରଚେଷ୍ଟା ପରେ ବର୍ତମାନ ପୁରୀ ଲକ୍ଷ୍ମୀ ମାର୍କେଟ୍‌ ନିଆଁ ୯୦ ପ୍ରତିଶତ ଆୟତ୍ତ ହୋଇଛି। ଅଳ୍ପ ସମୟ ଭିତରେ ପୂରା ନିଆଁ…

ଏସିଡ୍ ପକାଇ ସ୍ତ୍ରୀକୁ ହତ୍ୟା ଘଟଣା :…

ଓଏଲ୍‌ ବ୍ୟୁରୋ : ବାଲେଶ୍ୱରରେ ଫେବ୍ରୁଆରୀ ୨୦ରେ ଘଟିଥିବା ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଥିଲା। ଘରେ ପଶି ଏସିଡ୍ ପକାଇ ସ୍ତ୍ରୀକୁ ହତ୍ୟା କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣା ପଡିଛି। ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣାକୁ ରାଜ୍ୟ ବାହାରୁ ପୁଲିସ ଗିରଫ…

‘ନବ ଦାସଙ୍କ ହତ୍ୟା ପଛରେ ବହୁତ…

ଓଏଲ୍‌ ବ୍ୟୁରୋ : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୪୦ ଦିନ ପୁରି ସାରିଛି। ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇ ଜେଲରେ ଦିନ କାଟୁଛି। ହେଲେ ଏପର୍ଯ୍ୟନ୍ତ ନବ ଦାସଙ୍କ ହତ୍ୟା ପଛର ପ୍ରକୃତ କାରଣ କ’ଣ ତାହା ଏଯାଏଁ ତଦନ୍ତକାରୀ ସଂସ୍ଥା…

ଭିସୁଟ୍ ପୂର୍ବତନ ଛାତ୍ରୀ ମୃତ୍ୟୁ ଘଟଣା :…

ଓଏଲ୍‌ ବ୍ୟୁରୋ : ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି କରିଛି। ଚିନ୍ମୟୀଙ୍କ ବଲାଙ୍ଗିର ସ୍ଥିତ ଘରେ ପୁଲିସ ଟିମ୍ ପହଂଚିଛି। ବୁର୍ଲା ଥାନାର ୩ ଜଣିଆ ପୁଲିସ ଟିମ୍ ପହଞ୍ଚି ପଚରାଉଚରା ଜାରି କରିଥିବା ଜଣା ପଡିଛି। ସୂଚନା ଅନୁସାରେ, ଚିନ୍ମୟୀଙ୍କ…

‘କଂଗ୍ରେସରେ ଲୋକଙ୍କ ଆସ୍ଥାଭାଜନ…

ଓଏଲ୍‌ ବ୍ୟୁରୋ : ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେଠୁ ଆରମ୍ଭ ହେଲାଣି। କେଉଁ ଦଳରୁ କିଏ ନେତା ହେବେ ଏବଂ କେଉଁ ଦଳ କାହାକୁ ଟିକେଟ ଦେବ ତାହାକୁ ନେଇ ରାଜିନୀତିରେ ସରଗରମ ଦେଖାଦେଲାଣି। ତେବେ କଂଗ୍ରେସ ନେତୃତ୍ୱକୁ ନେଇ ନିଜର ମତ ବ୍ୟକ୍ତ କଲେ ମହମ୍ମଦ ମୋକିମ।…

ନବ ଦାସ ହତ୍ୟା ପଛରେ ଦୁଇ ଅଣଓଡ଼ିଆ: ବିଜୟ…

ଓଏଲ୍‌ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୪୦ ଦିନ ପୁରି ସାରିଛି। ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇ ଜେଲରେ ଦିନ କାଟୁଛି। ହେଲେ ଏପର୍ଯ୍ୟନ୍ତ ନବ ଦାସଙ୍କ ହତ୍ୟା ପଛର କାରଣ କ'ଣ ତାହା ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ…

ପୁରୀ ଲକ୍ଷ୍ମୀ ମାର୍କେଟ ଅଣାୟତ୍ତ ନିଆଁ…

ଓଏଲ୍‌ ବ୍ୟୁରୋ : ପୁରୀ ମରିଚିକୋଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୁଧବାର ରାତିରୁ ଜଳୁଛି ପୁରୀ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ। ଏତେ ସମୟ ହେବ ଲାଗିଥିବା ନିଆଁକୁ ଏଯାଏଁ ଆୟତ୍ତ କରାଯାଇପାରି ନାହିଁ। ତେବେ ପୁରୀ ଲକ୍ଷ୍ମୀ ମାର୍କେଟରେ ଲାଗିଥିବା ଅଣାୟତ୍ତ…

ଟ୍ରାକ୍ଟର ଓଲଟି ଚାଲିଗଲା ୨ ଜୀବନ ; ୩…

ଓଏଲ୍‌ ବ୍ୟୁରୋ : କାମାକ୍ଷାନଗରରେ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭୁବନ ଥାନା ଟିପିଲେଇ ନିକଟରେ ଟ୍ରାକ୍ଟର ଓଲଟି ୨ ଜଣଙ୍କ ଜୀବନ ଚାଲିଯିବା ସହ ୩ ଜଣ ଗୁରୁତର ହୋଇଛନ୍ତି। ଭାରସାମ୍ୟ ହରାଇ ଘଟଣାସ୍ଥଳରେ ଟ୍ରାକ୍ଟର ଓଲଟିଥିବା କୁହାଯାଉଛି। ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ଗୁରୁତର ହୋଇଥିବା ୩…

ଫୋରେନସିକ୍ ଲ୍ୟାବ୍ ଗଲା ପାରାଦୀପରୁ…

ଓଏଲ୍‌ ବ୍ୟୁରୋ : ପାରାଦୀପରୁ ଉଦ୍ଧାର ହୋଇଥିବା ଗୁପ୍ତଚର ପାରା ଭାବେ ସନ୍ଦେହ କରାଯାଉଥିବା ସନ୍ଦିଗ୍ଧ ପାରାକୁ ଫୋରେନସିକ୍ ଲ୍ୟାବକୁ ସ୍ଥାନାନ୍ତର କରାଯାଇଛି। କଟକର ସ୍ବତନ୍ତ୍ର ଟିମ୍ ପାରାକୁ ଭୁବନେଶ୍ବର ଫୋରେନସିକ୍ ଲ୍ୟାବ୍ ଆଣିଥିବା ଜଣା ପଡିଛି। ଉଦ୍ଧାର ହୋଇଥିବା ପାରା ଗୋଡ଼ରେ ବନ୍ଧା ହୋଇଥିବା…

ସାହାଯ୍ୟ କରିବା ବାହାନାରେ ଯୁବତୀଙ୍କୁ…

ଓଏଲ୍‌ ବ୍ୟୁରୋ : ରାଜଧାନୀରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସାହାଯ୍ୟ କରିବା ବାହାନାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ଏକ ହୋଟେଲରେ ୱେଟର ଭାବେ କାର୍ଯ୍ୟ କରନ୍ତି। କୌଣସି କାରଣରୁ ଯୁବତୀ ଜଣକ ଗାଡି ନପାଇବାରୁ…