Odisha Link
Bridging the Missing Links in Odisha
Daily Archives

March 27, 2023

ଖଲିସ୍ତାନୀ ସମର୍ଥକଙ୍କ ପାସପୋର୍ଟ…

ଓଏଲ୍‌ ବ୍ୟୁରୋ : ଭାରତୀୟ ଦୂତାବାସରେ ଖଲିସ୍ତାନୀ ସମର୍ଥକ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଥିଲା। ଜଣେ ଭାରତୀୟ ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ମଧ୍ୟ ପଡିପାରେ ମହଙ୍ଗା। ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂହଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆମେରିକାର ୱାଶିଂଟନ ଡିସି ସହ ଅନ୍ୟ…

ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାର…

ଓଏଲ୍‌ ବ୍ୟୁରୋ : ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାରରେ ସମ୍ପୃକ୍ତ ୧୯ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ଥାନା ପୁଲିସ। ସମଗ୍ର ଦେଶର ୪୧ଟି ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ହୋଇଥିବା ଜାଲ ସାର୍ଟିଫିକେଟ ଓ…

ଇଡି ଜାଲରେ କେଶରୀ ରିଅଲ ଇଷ୍ଟେଟ, ଦେଢ଼…

ଓଏଲ୍‌ ବ୍ୟୁରୋ : ଦୁଇ ଦିନ ପୂର୍ବରୁ କେଶରୀ ରିଅଲ ଇଷ୍ଟେଟ କାର୍ଯ୍ୟାଳୟରେ ଇଡି ଚଢ଼ାଉ କରିଥିଲା। କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଘର ସମେତ ଏକକାଳୀନ ତିନିଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। କେଶରୀ ଇଷ୍ଟେଟର ଭୁବନେଶ୍ୱରରେ ୩ଟି ସ୍ଥାନ ସମେତ ବ୍ରହ୍ମପୁରର ୧ ଜାଗାରେ…

‘ଖଣି ଅଞ୍ଚଳ ହୋଇଥିବାରୁ ପାର୍ଟି…

ଓଏଲ୍‌ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କଲେଣି ଅଙ୍କକଷା। ନିର୍ବାଚନକୁ ଆଉ ଏକ ବର୍ଷକୁ କମ୍‌ ସମୟ ଥିବା ବେଳେ ଶାସକ ବିଜୁ ଜନତା ଦଳ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାରେ ଲାଗିପଡ଼ିଛି। ଏସବୁ ମଧ୍ୟରେ ଆଜି ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା…

ପ୍ରଫେସରଙ୍କ ଠାରୁ ୭୫ ଲକ୍ଷ ଠକେଇ…

ଓଏଲ୍‌ ବ୍ୟୁରୋ : ଅଭିନେତା ତଥା ପ୍ରଯୋଜକଙ୍କ ଅତି ଚମତ୍କାର ଅଭିନୟ। ଏମିତି ଅଭିନୟ କଲେ ଯେ ଜଣେ ଅଧ୍ୟାପିକାଙ୍କୁ ଘର ଦେବାକୁ କହି ୭୫ ଲକ୍ଷ ଠକେଇ କରିଦେଲେ। ଘର ବିକ୍ରି ନାଁରେ ଟଙ୍କା ଠକି ଗିରଫ ହେଲେ ଓଡିଆ ଅଭିନେତା ତଥା ପ୍ରଯୋଜକ। ସମ୍ପୃକ୍ତ ଅଭିନେତା ଜଣଙ୍କ ହେଲେ ଅଜିତାଭ ମଲ୍ଲିକ। ସେ ଭୁବନେଶ୍ୱର…

ଗିରଫ ହେଲେ ସାମ୍ବାଦିକ ସୁଧାଂଶୁ ରାଉତ

ଓଏଲ୍‌ ବ୍ୟୁରୋ : ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ରଖୁଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା। ମିଛ ଖବର ପ୍ରସାରଣ ଏବଂ ଅଶାଳୀନ ମନ୍ତବ୍ୟ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ୱେବ ଚ୍ୟାନେଲର ସାମ୍ବାଦିକ ସୁଧାଂଶୁ ରାଉତ। ଅଭିଯୋଗ କ୍ରମେ ସୁଧାଂଶୁ…

ସନ୍ଦେହ ଘେରରେ କେନ୍ଦୁଝରରୁ ମିଳିଥିବା ଏକ…

ଓଏଲ୍‌ ବ୍ୟୁରୋ : ଗତ କିଛି ଦିନ ତଳେ ପାରାଦୀପରୁ ବାହାରିଥିବା ଏକ ପାରାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସନ୍ଦିଗ୍ଧ ପାରାକୁ ତଦନ୍ତ କରିଯାଇଥିଲା। ପାରାଦୀପରୁ ମିଳିଥିବା ପାରା ପରେ ସନ୍ଦିଗ୍ଧ ବେଲୁନକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ବିରିକଳା ଗାଁରେ ଏକ ସନ୍ଦିଗ୍ଧ ବେଲୁନ୍ ଓ…

ଗତବର୍ଷ ତୁଳନାରେ ଏବର୍ଷ କମିଛି ହୀରାକୁଦ…

ଓଏଲ୍‌ ବ୍ୟୁରୋ : ହୀରାକୁଦ ଜଳସ୍ତରକୁ ନେଇ ଖବର ସାମ୍ନାକୁ ଆସିଛି। ଗତବର୍ଷ ତୁଳନାରେ ଏବର୍ଷ କମିଛି ଜଳସ୍ତର। ଗତବର୍ଷ ଆଜିର ଦିନରେ ଜଳସ୍ତର ଥିଲା ୬୧୯.୯୩ ଫୁଟ୍ ଥିଲା। ତେବେ ଆଜି ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୩୯ ଫୁଟ ରହିଥିବା ଜଣା ପଡିଛି। ଗତବର୍ଷ ତୁଳନାରେ ହୀରାକୁଦ ଜଳସ୍ତର ୩ ଫୁଟ…

ବେଆଇନ ଗାଡ଼ି ଚଳାଉଥିବା ସ୍କୁଲ୍‌ ପିଲା…

ଓଏଲ୍‌ ବ୍ୟୁରୋ : ସାଧାରଣତଃ ବର୍ତ୍ତମାନ ସମସ୍ତେ ଗାଡି ଚଳାଇବାକୁ ଭଲ ପାଉଥିବାବେଳେ ପୂର୍ବାପେକ୍ଷା ପ୍ରତି ଘରେ ଗାଡି ସଂଖ୍ୟା ବୃଦ୍ଧି ପାଇଛି। ତେବେ ଖାଲି ସେତିକି ନୁହେଁ, ଗାଡି ସଂଖ୍ୟା ତୁଳନାରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗାଡି ଚଳାଉଥିବା ଗାଡି ଚାଳକଙ୍କ ପାଇଁ ଏକ ସ୍ଥିର ବୟସସୀମା…

ରହସ୍ୟରେ ଆଲବମ ଅଭିନେତ୍ରୀ…

ଓଏଲ୍‌ ବ୍ୟୁରୋ : ଗତକାଲି ରାତିରେ ବଲାଙ୍ଗୀର ସୁଦପଡ଼ା ସ୍ଥିତ ମାମୁଘରୁ ଆଲବମ ଅଭିନେତ୍ରୀ ରୁଚିସ୍ମିତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମୃତଶରୀରର ବେକରେ ଲାଗିଥିଲା ବ୍ଲୁଟୁଥ୍। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ ବିବାଦରୁ ସେ ସୁଇସାଇଡ କରିଥିବା ସନ୍ଦେହ କରାଯାଉଛି। ତେବେ…