Odisha Link
Bridging the Missing Links in Odisha
Daily Archives

May 19, 2023

୨୦୦୦ ଟଙ୍କିଆ ନୋଟ ଫେରାଇ ନେବ ଆରବିଆଇ

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କର ସବୁଠାରୁ ବଡ଼ କରେନ୍ସି ୨୦୦୦ ଟଙ୍କିଆ ନୋଟ ଉପରେ ବଡ଼ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ନେଣଦେଣରୁ ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ୍। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍। ଆପଣଙ୍କ ପାଖେ ଯଦି…

ସିସୋଦିଆଙ୍କୁ ମିଳିବ କି ଆଶ୍ବସ୍ତି! ମେ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆଙ୍କୁ ନେଇ ଦୀର୍ଘଦିନ ହେବ ଲାଗି ରହିଛି ଚର୍ଚ୍ଚା। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏବେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଓ ଇଡି ହେପାଜତରେ ରହିଛନ୍ତି। ପ୍ରବର୍ତ୍ତନ…

ନିକୋବର ଦ୍ବୀପ ଛୁଇଁଲା ମୌସୁମୀ

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ସାରା ଦେଶ। ଏହି ସମୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର, ନିକୋବର ଦ୍ବୀପ ଛୁଇଁଲା ମୌସୁମୀ। ନିକୋବର ଦ୍ୱୀପ, ଦକ୍ଷିଣ ଆଣ୍ଡାମାନ ସାଗର ଛୁଇଁଲା ମୌସୁମୀ ବାୟୁ। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ପାଗ ଅନୁକୂଳ ରହିବ ବୋଲି ସୂଚନା ରହିଛି। ଅନ୍ୟପଟେ, ତାତିରୁ ମୁକ୍ତି ପାଇବା…

ଫେକ୍ ସିମ୍ ରୋକିବାକୁ ଗାଇଡଲାଇନ ଜାରି,…

ଓଏଲ୍‌ ବ୍ୟୁରୋ: ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ ହେବା ପରେ କ୍ରାଇମବ୍ରାଞ୍ଚର କଡ଼ା ପଦକ୍ଷେପ। ଫେକ୍ ସିମ୍ ରୋକିବାକୁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧ୍ୟକ୍ଷତାରେ ମିଟିଂ ପରେ ଜାରି ହେଲା ନିୟମ। ଜାରି ହୋଇଥିବା ନିୟମ ଅନୁସାରେ, ସ୍ଥାୟୀ…

ଆଉ ୩ ଦିନ ପରେ ହାଇକୋର୍ଟରେ ଗ୍ରୀଷ୍ମ…

ଓଏଲ୍‌ ବ୍ୟୁରୋ: ମେ ୨୨ ଅର୍ଥାତ ଆଉ ୩ ଦିନ ପରେ ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ମେ ୨୨ରୁ ଆରମ୍ଭ ହୋଇ ଏହା ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ରହିବ। ଆସନ୍ତା ଜୁନ୍ ୨୧ ତାରିଖରେ କୋର୍ଟ ଖୋଲିବ। ତେବେ ଏହି ସମୟ ମଧ୍ୟରେ ସମସ୍ତ ଜରୁରି ମାମଲା ଯେଉଁଗୁଡିକ ଗ୍ରୀଷ୍ମ ଅବକାଶ ଶେଷ ପରେ…

ପୁଅକୁ ହରାଇ କାନ୍ଦୁଛି ମାଆ, ଅଳ୍ପ ସମୟରେ…

ଓଏଲ୍‌ ବ୍ୟୁରୋ: କାଲି ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ବିଦ୍ୟାଳୟ ଠାରୁ ଘର ଯାଏଁ ବେଶ ଖୁସିର ମାହୋଲ ଥିଲା। ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଜି ପୋଖରୀରେ ବୁଡ଼ି ଚାଲିଗଲା ଜଣେ ମେଧାବୀ ଛାତ୍ରର ଜୀବନ। ଘଟଣାଟି…

ମହାନଦୀ ପାଇଁ ଯାହା ଦରକାର ସରକାର…

ଓଏଲ୍‌ ବ୍ୟୁରୋ: ଲାଗି ରହିଛି ମହାନଦୀ ଜଳ ବିବାଦ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମହାନଦୀ ଜଳବିବାଦକୁ ନେଇ କଂଗ୍ରେସ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଏନେଇ ନିଜର ମନ୍ତବ୍ୟ ରଖିଛନ୍ତି ଦେବୀ ମିଶ୍ର। ସେ କହିଛନ୍ତି, ବର୍ତ୍ତମାନ ୩୪ଟି ଟ୍ରିବୁନାଲ ଶୁଣାଣି ସରିଛି। ଦାବି…

ଚଳଚଞ୍ଚଳ ରଥଖଳା, ପାଖେଇ ଆସୁଛି ବିଶ୍ୱ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତିନି ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ଚଳଚଞ୍ଚଳ ହୋଇ ଉଠିଛି ରଥଖଳା। ଏବେ ସୁଦ୍ଧା ତିନି ରଥର ମୋଟ ୪୨ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ତିନି ରଥର ବାକି ଥିବା…

ଜେଲରେ ସାବିତ୍ରୀ ବ୍ରତ ପାଳିଲେ ବ୍ଲାକମେଲ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଏଥର କିନ୍ତୁ ଖବରଟି କୋର୍ଟରେ ଚାଲିଥିବା କେସକୁ ନେଇ ନୁହେଁ ବରଂ ସାବିତ୍ରୀ ବ୍ରତକୁ ନେଇ। ଆଜି ପବିତ୍ର ସାବିତ୍ରୀ ବ୍ରତ ହେଉଛି ନାରୀ ମାନଙ୍କ ପାଇଁ ଏକ ଶ୍ରେଷ୍ଠ ଓ ପ୍ରିୟ ବ୍ରତ। ପ୍ରତି ବର୍ଷ…

ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର…

ଓଏଲ୍‌ ବ୍ୟୁରୋ: ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଓଡ଼ିଶା ସିମକାର୍ଡ ପାକିସ୍ତାନରେ ଅପରେଟ ଘଟଣାରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ବିରୁଦ୍ଧରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା। ଆସନ୍ତାକାଲିଠୁ ରିମାଣ୍ଡରେ ଆସିବ ଅଭିଯୁକ୍ତ। ୫ ଦିନିଆ ରିମାଣ୍ଡ…