Odisha Link
Bridging the Missing Links in Odisha
Monthly Archives

May 2023

ତାତିରୁ ମିଳିବ ତ୍ରାହି! ଝଡ଼ବର୍ଷା ନେଇ…

ଓଏଲ୍‌ ବ୍ୟୁରୋ: ଗୋଟେ ପଟେ ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଥିବାବେଳେ ଅନ୍ୟପଟେ ଝଡ଼ବର୍ଷା ଓ ବଜ୍ରପାତ ନେଇ ୨୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି। ମାଲକାନଗିରି,…

ପ୍ରତ୍ୟେକ ପଞ୍ଚାୟତରେ ହେବ ଭିଡିଓ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ପଞ୍ଚାୟତବାସୀଙ୍କ ପାଇଁ ବଡ ଖୁସି ଖବର। ପ୍ରତ୍ୟେକ ପଞ୍ଚାୟତରେ ହେବ ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା। ସିଧାସଳଖ ମୁଖ୍ୟାଳୟ ସହ ଯୋଡ଼ି ହେବ ପଞ୍ଚାୟତ। ୩୦୦୦ ସ୍କୁଲରେ ରହିବ ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା। ଚଳିତ ବର୍ଷ ସୁଦ୍ଧା ସାରା ରାଜ୍ୟରେ ୪ଜି ବ୍ୟବସ୍ଥା କରାଯିବ। ଏନେଇ ଆଇଟି…

ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି, ୪୩…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ଦିନ ୨ଟା ୩୦ ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା…

+୨ ନାମଲେଖା ପ୍ରକ୍ରିୟାରେ ରେକର୍ଡ, ୨୪…

ଓଏଲ୍‌ ବ୍ୟୁରୋ: ଗତ ମେ ୧୮ରେ ପ୍ରକାଶ ପାଇଥିଲା ମାଟ୍ରିକ୍ ରେଜଲ୍ଟ। କାଲିଠୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା। ପ୍ରଥମ ଦିନରେ +୨ରେ ଆଡ଼ମିସନ ପାଇଁ ଆବେଦନ ପ୍ରକ୍ରିୟାରେ ରେକର୍ଡ ସୃଷ୍ଟି ହୋଇଛି। +୨ରେ ନାମଲେଖାଇବା ପାଇଁ ୨୪ ଘଣ୍ଟାରେ ୭୭ ହଜାରରୁ ଅଧିକ ପିଲା ଆବେଦନ କରିଥିବା ଜଣା ପଡିଛି। ଚଳିତ ବର୍ଷ…

ଭିନେଶ ଫୋଗଟଙ୍କ ବଡ଼ ନିଷ୍ପତ୍ତି, ନିଜ…

ଓଏଲ୍‌ ବ୍ୟୁରୋ: ବର୍ତମାନ ରେସଲରଙ୍କ ଆନ୍ଦୋଳନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ରବିବାର ଜନ୍ତର-ମନ୍ତରରେ ରବିବାର ଜୋରଦାର ପ୍ରଦର୍ଶନ ହୋଇଥିଲା। କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ ସିଂହଙ୍କୁ ଗିରଫ ଦାବିରେ ଜନ୍ତର-ମନ୍ତରରୁ ସଂସଦ ଭବନ ଯାଏଁ ରାଲି ବେଳେ ସଙ୍ଗୀନ ପରିସ୍ଥିତି ସୃଷ୍ଟି…

ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଓଡ଼ିଶା ଭିଜିଲାନ୍ସ ହାତରେ ବରଗଡ଼ ପଦ୍ମପୁର ଦହିତାର ଆରଆଇ। ନକ୍ସା ତିଆରି ପାଇଁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି। ମୁଣ୍ଡୋମହୁଲ ଗାଁର ପ୍ରସନ୍ନ ବରିହାଙ୍କଠୁ ଲାଞ୍ଚ ନେଉଥିଲେ ଆରଆଇ ଦାମୋଦର ସୁନା। ଖବର ଅନୁସାରେ, ଆଜି ସକାଳେ ଆଉ ଜଣେ…

‘ନବ ଦାସ ହତ୍ୟାକାଣ୍ଡର…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ୪ ମାସ ପୂରିଛି। ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନବ ଦାସ ହତ୍ୟା ମାମଲାର ଚାର୍ଜସିଟକୁ ମୋହନ ମାଝୀ ସମାଲୋଚନା…

ଦ୍ୱନ୍ଦ୍ୱରେ ପଡ଼ିଲା ପୂର୍ଣ୍ଣଚ୍ଛେଦ,…

ଓଏଲ୍‌ ବ୍ୟୁରୋ: ଗତ ମେ ୧୮ରେ ପ୍ରକାଶ ପାଇଥିଲା ମାଟ୍ରିକ୍ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୬ ପ୍ରତିଶତରୁ ଅଧିକ। ପାସ ହୋଇଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ କଲେଜରେ ସିଟ ସଂଖ୍ୟା କମ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢିବା ନେଇ ଚିନ୍ତା ବଢିଥିଲା। ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଆବଶ୍ୟକ ହେଲେ…

ତାତିରୁ ନାହିଁ ତ୍ରାହି, ରାଜ୍ୟର ଅନେକ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ଦିନ ସାଢ଼େ ୧୧ ସୁଦ୍ଧା ଝାରସୁଗୁଡା…

ଜମ୍ମୁ-କାଶ୍ମୀରରେ ଅଘଟଣ: ପୋଲ ତଳକୁ ବସ୍…

ଓଏଲ୍‌ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଘଟିଥିବା ବଡ ଧରଣର ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଅମ୍ରିତସରରୁ କତାର ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପାଖାପାଖି ୪୦ରୁ ଅଧିକ ଯାତ୍ରୀ ନେଇ ବସଟି ଯାଉଥିବା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଯାଇଛି। ଅମ୍ରିତସରରୁ କତାର…