Odisha Link
Bridging the Missing Links in Odisha

ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ: ପୁଲିସ କବ୍ଜାରେ ଦୁଇ ଅପରାଧୀ

ଓଏଲ୍ ବ୍ୟୁରୋ: ରାଜଧାନୀରେ ଦିନକୁ ଦିନ ଆତଙ୍କ ବଢ଼ିବାରେ ଲାଗିଥିବା ଖବର ସାମ୍ନାକୁ ଆସୁଛି। ଏଭଳି ଆତଙ୍କକୁ ରୋକିବା ପାଇଁ ପୁଲିସ ମଧ୍ୟ ଉଦ୍ୟମ ଜାରି କରିଛି। ତେବେ ଭୁବନେଶ୍ୱରରେ ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ବାର୍‌ର ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ କରିଥିଲେ।

ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ କରିବା ପରେ ୫୦ ହଜାର ଦାବି କରିଥିଲେ ଅଭିଯୁକ୍ତ। ୫୦ ହଜାର ଟଙ୍କା ନଦେବାରୁ ମାଡ଼ ମାରି ଛାଡ଼ି ଦେଇଥିଲେ। ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ୨ ବାଉନ୍ସରଙ୍କୁ ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଛି।

Leave A Reply

Your email address will not be published.