Odisha Link
Bridging the Missing Links in Odisha

ଆଜି ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପ-ନିର୍ବାଚନ: ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଓଏଲ୍ ବ୍ୟୁରୋ: ଆଜି ଗଞ୍ଜାମ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପନିର୍ବାଚନ। ଏଥର ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ନିର୍ବାଚନ ବାତିଲ ହୋଇଥିଲା। ତେବେ ଆଜି ଭୋଟ ଦେବେ ଜନତା।

ସୂଚନା ଅନୁସାରେ, ପୂର୍ବରୁ ଉପନିର୍ବାଚନ ସ୍ଥଗିତକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ତେବେ ଅକ୍ଟୋବର ୪ରେ ନାମାଙ୍କନ, ଯାଞ୍ଚ, ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଦରକାର ପଡ଼ିଲେ ସେହି ୪ରେ ମତଦାନ ହୋଇ ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହାଯାଉଛି।

Leave A Reply

Your email address will not be published.